ଅର୍ଚ୍ଚନା କେବଳ ଠକଙ୍କୁ ଠକେ,କହିଲା ଚୋର ଘରେ ଯଦି Chori କରାଯାଏ ତେବେ ତାକୁ କଣ ଚୋରି କୁହାଯାଏ…

archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚୋର ଘରେ ଯଦି ଚୋରି କରାଯାଏ ତେବେ କଣ ଏହକୁ ଚୋରି କୁହାଯାଏ । ଯେଉଁ ଲୋକ ମାନେ ଲୋକ ମାନଙ୍କୁ ଠକି ଟଙ୍କା ଅର୍ଜନ କରୁଛନ୍ତି ସେମାନଙ୍କ ପ୍ୟକେଟ କାଟି ମୁଁ ଯଦି ଟିକେ ଧନୀ ହୋଇଗଲି ତେବେ ସେହିଥିରେ ଅସୁବିଧା କଣ ଏହି ଭଳି ମାନଶୀକତା ରହିଥିଲା ଠକ ଅର୍ଚ୍ଚନା ଙ୍କର । ଯିଏକି ଭାବୁଥିଲେ ଠକ କୁ ଠକିଲେ ତାହାକୁ ଠକିବା କୁହାଯାଏ ନାହିଁ ।

ଚୋର ଘରେ ଯଦି ଚୋରି କରାଯାଏ ତେବେ କଣ ଏହକୁ ଚୋରି କୁହାଯିବ ନାହିଁ । ତାଙ୍କ ପାଖରେ ଜାହା ରହିଛି ତାହାକୁ ଖରାପ ଭାବେ ବ୍ୟବହାର କରି ଅନେକ ଙ୍କୁ ଠକିଥିଲେ ଅର୍ଚ୍ଚନା । ଆଉ ସେତିକି ନୁହେଁ ଶ-ରୀରର ଟିକେ ସୁଖ ଦେଇ ଟଙ୍କା ରୋଜଗାର ବି କରି ଦେଇଥିଲେ । ଆଉ ଏହା ଥିଲା ଏହି ଭଳି ମାନଶୀକତା ଯେଉଁଥିରେ ଫସିଥିଲେ 64 ରୁ ଅଧିକ ରାଜନେତା ଏବଂ ବଡ ବଡ ଅଫିସର । ଏହି ଲିଷ୍ଟ ତାଲିକା ଆହୁରି ଆଗକୁ ରହିଛି ।

Archana 2

ଏହିଥିରେ କୈଣସି ବି ତଥ୍ୟ ଘୋଷଣା କରାଜାଇ ନାହିଁ । ତେବେ ଯାହା ଜଣା ପଡ଼ିଛି କି ତାଙ୍କ ସହ ୨୦ ଜଣ ଆଉ ୬୪ ରୁ ଅଧିକ ଆଉ ତା ସହିତ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କର ଲମ୍ବା ଲିଷ୍ଟ ବାହାରିଛି । ତେବେ କିଭଳି ମାନସିକତା ଥିଲା ତେବେ ଅର୍ଚ୍ଚନା ଙ୍କ କଥା ଆମେ ବୁଝିବାକୁ ଯିବା ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଯିବ।

ନିଜ ବ୍ୟାପାର ଠୁ ଆରମ୍ଭ କରି ଅନ୍ୟ ଝିଅ ମାନଙ୍କୁ ଚାପ ପକେଇ ଫିଲ୍ମ ପ୍ରୋଜଜକ ମାନଙ୍କ ସହିତ ଶୋଇବାକୁ କହିଥିଲେ । ଏବଂ ପରେ ଦୃଶ୍ୟ ସବୁକୁ ଭାଇରଲ କରିବାର ଧମକ ଦେଖାଇ ଟଙ୍କା ରୋଜଗାର କରୁଥିଲେ ।

ତାଙ୍କ ସହିତ ଅନେକ ଝିଅ ମାନେ ବି ରହିଥିଲେ । ଯେଉଁ ମାନଙ୍କୁ ସେ ନେତା ମାନଙ୍କ ଶଯ୍ୟା ଗ-ରମ କରିବା ପାଇଁ ପଠାଉଥିଲେ । ଆଉ କହୁଥିଲେ ସେମାନଙ୍କ ଭିଡ଼ିଓ ରେକର୍ଡ କରିବା ପାଇଁ । ତେବେ ଝିଅ ମାନେ ସେହି ଭଳି ହିଁ କରୁଥିଲେ । ଏହା ପରେ ସବୁ ଜାଇ ପହଁଚୁଥିଲା ଅର୍ଚ୍ଚନା ଙ୍କ ପାଖରେ ପରେ ସ୍ୱାମୀ ସ୍ତ୍ରୀ ମିଶି ଏହି ଭଳି ଏକ ବେଶ ପ୍ରସ୍ତୁତ କରିଥିଲେ । ତେବେ ଏହି ଭଳି କିିଛି ପ୍ଲାନିଂ କରୁଥିବାର ସ୍ୱାମୀ ସ୍ତ୍ରୀ ପାରଙ୍ଗମ ରହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *