ବାରବାଟି CCTV ରେ ଅର୍ଚ୍ଚନା ନାଗ, VIP ବକ୍ସରେ ବି କରୁଥିଲେ ଖେଳ ।

cctv

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଟି ଟ୍ୱେଣ୍ଟି ମ୍ୟାଚ ଆଉ ସ୍ପେସିଆଲ ଏନକ୍ୟୁଜନ ର ଟିକେଟ ଯେଉଁଠି ନିଜ ସ୍ୱାମୀ ଏବଂ ପୁଅକୁ ନନେଇ ନିଜେ ଏକୁଟିଆ ଜାଇଥିଲେ ଅର୍ଚ୍ଚନା ନାଗ । ତାଙ୍କ ସହିତ ଥିଲେ କିଛି ବିଧାୟକ , ପୂର୍ବତନ ବିଧାୟକ , ଆଉ ଫିଲ୍ମର କଳାକାର ମାନେ ତେବେ ଅନେକ ସାରା ଓଡିଆ ସିରିଏଲ ଅଭିନେତ୍ରୀ ମାନଙ୍କୁ ଟିକେଟ ବାଣ୍ଟିଥିଲେ ଅର୍ଚ୍ଚନା ।

ସବୁଠାରୁ ବଡ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଜଣେ ବିଧାୟକ ଙ୍କ ସହିତ ସେ ନଜର ଆସିଥିଲେ । ଆଉ ନିଜେ ଜେକି ନିଜ ଝିଆରୀ ର ପରିଚୟ ଦେଇଥିଲେ । ତେବେ ଅର୍ଚ୍ଚନା ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଟି ଟ୍ୱେଣ୍ଟି ମ୍ୟାଚ ଆଉ ସ୍ପେସିଆଲ ଏନକ୍ୟୁଜନ ର ଟିକେଟ ରେ ଦେଖିଥିବା ମ୍ୟାଚ୍ ର ଘଟଣା କୁ ନେଇ ଏବେ ଉଠୁଛି ଅନେକ ସାରା ପ୍ରଶ୍ନ ।

match

ଯେ ଯେଉଁଠାରେ ସାଧାରଣ ଲୋକ ମାନେ ଟିକେଟ ଗୋଟେ ପାଇଁ ରକ୍ତାକ୍ତ ହୋଇ ପଡିଥିଲେ । ସେଠାରେ ଅର୍ଚ୍ଚନା ଙ୍କୁ କେମିତି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଟି ଟ୍ୱେଣ୍ଟି ମ୍ୟାଚ ଆଉ ସ୍ପେସିଆଲ ଏନକ୍ୟୁଜନ ର ଟିକେଟ ମିଳି ପାରିଥିଲା । ତେବେ ତାଙ୍କ ପାଖକୁ 50 ରୁ ଉର୍ଦ୍ଧ ସ୍ପେସିଆଲ ଏନକ୍ୟୁଜନ ର ଟିକେଟ ମିଳିଥିବା ଜଣା ପଡିଛି । ତେବେ ସବୁ ଉପରୁ ଗୋଟିଏ ଜରିଆରେ ହିଁ ପରଦା ଉଠି ପାରିବ ଆଉ ତାହା ହେଲା ସେହି ଦିନର ବାରବାଟୀ ମ୍ୟାଚ ର ସିସିଟିଭି ଭିଜ୍ୟୁଆଲ ।

ତେବେ ସ୍ପେସିଆଲ ଏନକ୍ୟୁଜନ ରେ ଲାଗିଥିବା ସିସିଟିଭି କ୍ୟାମେରା କେବଳ ସେତିକି ନୁହେଁ ବାରବାଟୀ ରେ ଅନେକ ସାରା ଜାଗାରେ ଲାଗିଥିବା କ୍ୟାମେରା ଏଣ୍ଟ୍ରୀ ପୟେଣ୍ଟ , ଏଗ୍ଜିଟ ପୟେଣ୍ଟ ଏହା ସହିତ ଯେଉଁ ପାଥ ୱେ ରହିଛି ତାର ମଧ୍ୟ ଭିଡ଼ିଓ ଗ୍ରାଫ୍ ହୋଇଥିବ । ଏବଂ ସେହି ଭିଡ଼ିଓ ଗ୍ରାଫି କୁ ଯଦି ତନ୍ନା ଘନ୍ନା କରାଯାଏ ତେବେ ଜଣା ପଡିବ କି ପୂର୍ବତନ କେଉଁ ମନ୍ତ୍ରୀ ଙ୍କ ସହ ବାରବାଟୀ ରେ ମ୍ୟାଚ ଦେଖୁିଥିଲେ ଅର୍ଚ୍ଚନା ।

ଆଉ ଅର୍ଚ୍ଚନା ଙ୍କ ପାଖରେ କିଏ କିଏ ପହଂଚିଥିଲେ । ସବୁ ବ୍ୟକ୍ତି ମାନଙ୍କ ନାମ ରହିଛି ଯେଉଁ ବ୍ୟକ୍ତି ମାନେ ସେହି ଦିନ ଉପସ୍ଥିତ ରହିଥିଲେ କ୍ରିକେଟ ମ୍ୟାଚ ଦେଖିବା ପାଇଁ । ଏହା ସହିତ ସେଠାରେ କେଉଁ ହରୋଇନ ମାନେ ରହିଥିଲେ ତାହାବି ସଂମ୍ପର୍ଣ୍ଣ ଭାବେ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *