ଏଭଳି ବ୍ୟବସାୟ କରିକି ବଡ ବଡ ଦାମୀ ଗାଡି କିଣିଥିଲେ ଅର୍ଚନା Nag,ଏହି ଲୋକ ମାନେ ସବୁ ଦେଇଥିଲେ ଉପହାର… ଦେଖନ୍ତୁ କେମିତି ଚାଲିଥିଲା

Archana Nag

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଣ ମାଧ୍ୟମରେ ଏବେ ଅନେକ ଖବର ଚର୍ଚ୍ଚାରେ ରହିଛି । ସେହି ପରି ଏକ ଖବର ଏବେ ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିନେବା ସେହି ଖବର ବିଷୟ ରେ । ତେବେ ରାଜଧାନୀ ରେ ଖୁଲମ ଖୁଲା ଚାଲିଛି ରାକେଟ । ଏହିଥିରେ ଅନେକ ବଡ ବଡ ଲୋକ ବଡ ବଡ ଫିଲ୍ମ ପ୍ରଯୋଜକ ସାମିଲ ଥିବା ଜଣା ପଡିଛି । ଏହାକୁ ନେଇ ଏକ ମହିଳା ଙ୍କ ନାମରେ ଆସୁଛି ବଡ ଅଭିଯୋଗ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।

ଅର୍ଚ୍ଚନା ଙ୍କ କୋଟିଏ ଟଙ୍କାର ବିଏମ୍ ଡବ୍ଲୁ ଆଉ ଏହି କାର ର ଦାମ୍ ମଧ୍ୟ ଗୋଟିଏ କୋଟି ଟଙ୍କା ହେବ । କେବଳ ଏହା ନୁହେଁ । ଅପଡେଟେଡ ଗାଡ଼ି ଠାରୁ ଆରମ୍ଭ କରି ଆଉ ସବୁ କିଛି ଥିଲା କୋଟି କୋଟି ଟଙ୍କାର। ଯେଉଁ ବିଲ୍ଡିଂ ଅଛି ଏହାର ଦାମ ମଧ୍ୟ କୋଟି ଉପରେ ହେବ । ତେବେ ଏହି ସବୁ ଟଙ୍କାକୁ କଣ ବ୍ୟବସାୟରେ ଲୋକ ତଥା ପ୍ରୋଜଜକ ମାନଙ୍କୁ ଫସେଇ ଅର୍ଚ୍ଚନା ଏବଂ ତାଙ୍କର ସ୍ୱାମୀ ମାନଙ୍କୁ ଫସେଇ ରୋଜଗାର କରିଥିଲେ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ।

Archana 2

ସମାଜସାବୀ ର ମୂଖା ତଳେ ଚାଲିଥିଲା ଅଭଦ୍ର ବ୍ୟବସାୟ ଯେଉଁ ବ୍ୟବସାୟ ରେ ଥିଲା ଅନେକ ଅନେକ ଟଙ୍କା ଏବଂ ବହୁତ ଡା-ର୍ଟି ପିକ୍ଚର । ଏହାକୁ ସବୁ ତିଆରି କରୁଥିଲେ ଅର୍ଚ୍ଚନା । ଆଉ ଏହି ଖରାପ ଭିଡ଼ିଓ ଦେଖେଇ ପ୍ରଜୋଯୋକ ମାନଙ୍କ ଠାରୁ ସେ ଟଙ୍କା ଲୁଟୁଥିଲେ । ଏହାକୁ ନେଇ ଆସିଛି ଗମ୍ଭୀର ଅଭିଯୋଗ ଯାହାର ଭରପୁର ସାଥ ଦେଉଥିଲେ ତାଙ୍କ ସ୍ଵାମୀ ଜଗବନ୍ଧୁ । କେବଳ ସେ ଏକୁଟିଆ ନୁହେଁ। ଅନ୍ୟ ମାନଙ୍କୁ ମଧ୍ୟ ରୂପ ଯିବି ସଜାଇ ଥିଲେ ।

ତେବେ ଏବେବି ଲୋକ ମାନଙ୍କ ମନରେ ଗୋଟେ ପ୍ରଶ୍ନ କିଏ ହେଉଛନ୍ତି ସେ ରାଜନେତା ଏବଂ କିଏ ହେଉଛନ୍ତି ସେ ଖଣୀ ମାଲିକ ଠାରୁ ଆରମ୍ଭ କରି ବଡ ବଡ ସୁଧ ବ୍ୟବସାୟି ଜାହାଙ୍କୁ ନିଜର ଖଟ ପର୍ଯ୍ୟନ୍ତ ଟାଣି ଆଣୁଥିଲେ ଅର୍ଚ୍ଚନା । ଆଉ ଏହି ସବୁ କିଛି ଅତି ଚାଲାଖ ଭାବେ କରୁଥିଲେ ନିଜର ସ୍ୱାମୀ ଙ୍କ ମେଡିକାଲ କଣ୍ଡିସନ କଥା ଦେଖେଇ ସେ ତାଙ୍କ ଠାରୁ ଟଙ୍କାବି ଲୁଟୁଥିଲେ ।

Archana 1

ଆଉ ଟଙ୍କା ମିଳିବା ପରେ କୈଣସି ଏକ ଦୂର୍ବଳ ମୂହୁତ୍ୱ ରେ ତାଙ୍କ ସହିତ ସଂ-ମ୍ପ-ର୍କ ରଖି ସବୁ ମୂହୁତ୍ୱ କୁ ରେକର୍ଡ ବି କରୁଥିଲେ । ତେବେ ସେ ଏହିଥିରେ ଏକା ଥିଲେ କି ଆଉ କିଏ ତାଙ୍କ ସହିତ ଥିଲେ ତାହା ହେଲା ବଡ ଜିନିଷ । ଆଉ ଅନ୍ୟ ପଟେ ତାଙ୍କର ସ୍ୱାମୀ ବର୍ତମାନ ସମୟ ଯାଏ ଫେରାର ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *