ଅର୍ଚ୍ଚନା ଜଗା କୋଳା କୋଳି ହୋଇ ଭୋ ଭୋ ହୋଇ କାନ୍ଦିଲେ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେହ କେମିତି ଅଛି । ଭଲ ଅଛି କଥା କହିଲା ବେଳେ ଟିକେ କଷ୍ଟ ହେଉଛି । ଆମ ପୁଅ କେମିତି ଅଛି । ଏବେ କାହା ପାଖରେ ଅଛି ସିଏ । ପୁଅ ଘରେ ମା ପାଖରେ ଅଛି ଭଲରେ ଅଛି । ତୁମେ ଓକିଲଙ୍କ ସାଥିରେ କଥା ହୋଇଥିଲ ନା । ହଁ ମହାପାତ୍ର ବାବୁଙ୍କୁ କହିଛି ସେ ସେକସନ ଅଦାଲତରେ ଆବେଦନ କରିଥିବା କହିଛନ୍ତି । ତୁମ ଦେହ କେମିତି ଅଛି ଖାଇବା ପିଇବା ଠିକ୍ ଠାକ କରୁଚ ତ । ହଁ ମୁ ଠିକ୍ ଅଛି ଚିନ୍ତା କକରନି । ପୋଲିସ୍ ସବୁ ନେଇ ଯାଇଛି । ମୋବାଇଲ ,ଡାଏରୀ, ପେଣ୍ଡଡ୍ରାଇଭ ସବୁ କିଛି । ହଁ ସେଟା ମୁଁ ଟିଭିରେ ଦେଖିଲି ଯାଣିଲି ।

ରବିବାର ସମୟ ଏଗାର ଟା ପନ୍ଦର ମିନିଟ୍ ଝାଡପଡା ଜେଲ ଅଫିସରେେ ବ୍ଲାକମେଲର ଦମ୍ପତି ଅଚ୍ଚର୍ନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ ଭେଦ ଘାଟ ହୋଇଥିଲା । ପ୍ରାୟ କୋଡିଏ ମିନିଟ୍ ଧରି ଜେଲ ଅଫିସରେ ସ୍ୱାମୀ ଆଉ ସ୍ତ୍ରୀ କଥା ବାତ୍ତା ହେଉଥିଲେ । ଆଉ ଏମିତି କିଛି କଥା ବାତ୍ତା ହେଉଥିଲେ ସ୍ବାମୀ ଆଉ ସ୍ତ୍ରୀ । ଆଉ ଯେଉଁ ସମୟରେ ପୁରୁଷ ଔଡେନ ଆଉ ମହିଳା ଔଡେନ ଉପସ୍ଥିତ ଥିଲେ ।

Jagga

ଆଉ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜଗବନ୍ଧୁ ଦେଖି କୁଆଡେ ଭୋ ଭୋ ହୋଇ କାନ୍ଦିଥିଲେ । ଅଚ୍ଚର୍ନା ଆଉ ଉଭୟ ପରସ୍ପରକୁ ଦେଖି ଏତେ ଭାବ ଭିହଳ ହୋଇପଡିଥିଲେ ଉଭୟ ଉଭୟଙ୍କୁ କୁଣ୍ଢେଇ ପକାଇଥିଲେ ଆଉ ଭୋ ଭୋ ହୋଇ କାନ୍ଦିଥିଲେ । ଆଉ ତା ପରେ କୁଆଡେ ଜଗବନ୍ଧୁଙ୍କ ଡାଏରୀ କୁ ନେଇ ଅନେକ ଗୁଡିଏ କଥା ହେଲେ । ଆଉ ଡାଏରୀରେ କେଉଁ ମାନଙ୍କ ନା ରହିଛି ସେ ନେଇ କମିସନର ପୋଲିସ୍ ତଦନ୍ତ କରୁଛି ।

ଆଉ କୁହା ଯାଇଛି ଅଚ୍ଚର୍ନା ଙ୍କ ପରି ଜଗବନ୍ଧୁଙ୍କ ଡାଏରୀ ଭିତରୁ ମଧ୍ୟ ମାଳ ମାଳ ନେତା ମନ୍ତ୍ରୀ ବଡ ବଡ ବିଶ୍ୱର ପ୍ରଯୋଜକଙ୍କ ନା ରହିଛି । ହେଭି ଓଡିଙ୍କ ନା ଦେଖି ପୋଲିସ୍ ଛାତି କୁଆଡେ ଧଡ୍ ଧଡ୍ ହେଉଛି । କିପରି ମାମଲା ପରିଚାଳନା କରିବ ସେ ନେଇ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ସହିତ ତଦନ୍ତ କରି ଦଳର ଗୁପ୍ତ ବୈଠକ କାଳେ ବସୁଛି ।

ଆଉ ସେ ପଟେ ଅଚ୍ଚର୍ନା ଆଉ ଜଗବନ୍ଧୁଙ୍କର ଏହି କୁଡିଏ ମିନିଟ୍ ଭେଟ ବେଶ୍ ଭାବ ବିହଳ କରିଦେଇଥିଲା । ପୁରୁଷ ୱାର୍ଡେନ ଆଉ ମହିଳା ୱାର୍ଡେନକୁ କାରଣ ପ୍ରାୟ କୋଡିଏ ଦିନ ପରେ ସ୍ୱାମୀ ସ୍ତ୍ରୀ କୋଡିଏ ମିନିଟ୍ ପାଇଁ ଏକାଠି ହେବା ପାଇଁ ସୁଯୋଗ ପାଇଥିଲେ । ଆଉ ସେ କୋଡିଏ ମିନିଟ୍ ତାଙ୍କୁ କୋଡିଏ ବର୍ଷ ଭଳି ଅନୁଭବ ଲାଗୁଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *