ଡାଇରେକ୍ଟର ଓ ପ୍ରଡୁସରଙ୍କ ସହ ଶୋଇବା ଘଟଣାକୁ ନେଇ ମୁହଁ ଖୋଲିଲେ ଜଣେ ଓଡିଆ ଅଭିନେତ୍ରୀ – ଲିପିକା

Lipika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନମସ୍କାର ନିକଟରେ ଏକ ସାକ୍ଷାତ କାରରେ ଓଡିଆ ହିରୋଇନଙ୍କୁ ପଚରା ଜାଇଥିଲା କିଛି ପ୍ରଶ୍ନ । ଶୁଣନ୍ତୁ ତାର କଣ ଉତ୍ତର ଦେଇଥିଲେ ଏହି ହିରୋଇନ ।

ପ୍ରଶ୍ନ – ଲିପିକା ପରିଡା ଆଜିର କାଷ୍ଟିଂ କାଉଚ ପାଇଁ ଯେଉଁ ପ୍ରଡ୍ୟୁସର ଏବଂ ହିରୋଇନ ଙ୍କ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ତେବେ ଆପକମିଂ ହିରୋଇନ ହୁଅନ୍ତୁ କିମ୍ବା ବର୍ତମାନ ସମୟ ରେ ରହିଥିବା ହିରୋଇନ ହୁଅନ୍ତୁ ଆପଣ ତାହାକୁ ନେଇ କଣ କହିବେ ।

ଉତ୍ତର – ପ୍ରଥମେ ମୁଁ କହିବି ମୁଁ ଆପଣ ମାନଙ୍କ ପାଖରୁ ସୁଣୁଛି ଯେ ଏଇଟା ଭାଇରଲ ହୋଇଛି ବୋଲି । ତେବେ ମୁଁ କେବଳ ଏହି ଉପରେ କହିବି କି ଭାଇରଲ କାଷ୍ଟି କାଉଚ ଉପରେ ସତ କଣ ମିଛ କଣ ତାହାତ ଜଣା ନାହିଁ । ହେଲେ ମୁଁ କାହା ବିଷୟ ରେ ଖରାପ କହି ପାରିବି ନାହିଁ ।

lipi

ଇଣ୍ଡଷ୍ଟ୍ରୀ ରେ ସମସ୍ତ ଙ୍କ ସହିତ ଭଲ ହୋଇ ରହିବା ଦରକାର ସମସ୍ତେ ଭଲରେ ଚଳିବା ଦରକାର ହେଲେ କାଷ୍ଟିଂ କାଉଚ ଉପରେ ମୁଁ ଏଇଟା କହିବି ମେନ ପୟେଣ୍ଟ ଯେଉଁଟା ରହିଛି କାଷ୍ଟିଂ କାଉଚ ତେବେ ଏମିତି କିଛି ରାସ୍ତା ରହିଛି ଲୋକ ମାନଙ୍କୁ ବ୍ଲେମ୍ କରିବାର ତେବେ ପ୍ରଡ୍ୟୁସର ମାନଙ୍କୁ ହେଉ କିମ୍ବା ଡିରେକ୍ଟର ମାନଙ୍କୁ ହେଉ ।

ତେବେ ଏହା ଠିକ୍ ଭୁଲ ମୁଁ ଜାଣିନି କାରଣ ଏହି ସବୁ ସ୍ଥିତି ଦେଇ ମୁଁ କେବେବି ଜାଇ ନାହିଁ କାରଣ ନିଜେ ବହୁତ ଭଲସେ ନିଜକୁ ବନେଇ ଇଣ୍ଡଷ୍ଟ୍ରୀ କୁ ଆସିଛି ଆଉ ବାସ ଏଇଟା ସମସ୍ତ ଙ୍କୁ କହିବି ଯେଉଁ ମାନେ ବି ଅଭିନୟ ପାଇଁ ଇଣ୍ଟ୍ରେଷ୍ଟ ରହିଛନ୍ତି ଇଣ୍ଡଷ୍ଟ୍ରୀ କୁ ଆସିବା ପାଇଁ ଚାହାଁନ୍ତି ତେବେ ସେମାନେ ନିଜକୁ ବହୁତ ଭଲ କରି ପ୍ରିପେୟାର କରିକି ଆସିବେ । ଯେଉଁଥି ପାଇଁ ଆପଣ ମାନଙ୍କୁ କେହି କିଛି କହିବା ପାଇଁ ବି ସୁୟୋଗ ପାଇବେ ନାହିଁ ।

ତେବେ ବନ୍ଧୁଗଣ କାଷ୍ଟିଂ କାଉଚ ଉପରେ ଲିପିକା ପରିଡା ନିଜର କିଛି ଏହି ପରି ମତ ପ୍ରକାଶ କରିଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *