ବାତ୍ୟା ସିତରଙ୍ଗ ପାଇଁ ଏହି 7ଟି ଜିଲ୍ଲାକୁ ଆଲର୍ଟ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ଏହି ଅକ୍ଟୋବର ରେ ଆସିଥିବା ବାତ୍ୟା ପାଇଁ ସାତ ଜିଲ୍ଲା ର ଜିଲ୍ଲା ପାଳ ଙ୍କୁ ସତର୍କ କରିଲା ଏସଆରସି । ତେବେ ଯେମିତିକି ଆପଣ ମାନେ ଜାଣିଛନ୍ତି ପ୍ରତିବର୍ଷ ରେ ଅକ୍ଟୋବର ମାସ ରେ ଆସିଥାଏ ବାତ୍ୟା ।

ଠିକ ସେମିତି ଓଡିଶା ଉପରକୁ ଆସୁଛି ଆଉ ଏକ ବାତ୍ୟା ଯାହାର ନାମ ରହିଛି ସିତରଙ୍ଗ । ତେବେ ଏହାର ପ୍ରଭାବ କଣ ପଡିବ ଏନେଇ ପାଣି ପାଗ ବିଭାଗ ପକ୍ଷରୁ ଜାରି ହୋଇଛି ଆଉ କିଛି ନୂଆ ରିପର୍ଟ ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବାକୁ ଚାହାନ୍ତି ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

batya

ସାମ୍ଭାବ୍ୟ ବାତ୍ୟା କୁ ନେଇ ସାତ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ସତର୍କ କଲା ଏସଆରସି । ସ୍ପେସାଲ ରିଲିଫ ସମିଶନ ରେ ଆଜି ଠାରୁ ଚିଠି ଲେଖି ଗଞାମ , ପୁରୀ , ଖୋର୍ଦ୍ଧା , ଜଗତସିଂପୁର , ଭଦ୍ରକ , କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ସତର୍କ କରାଇଛନ୍ତି । ଅନ୍ୟ ପଟେ ମତ୍ସ ଜୀବି ମାନଙ୍କୁ ସମୁଦ୍ର କୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ସାମ୍ଭାବ୍ୟ ବାତ୍ୟା କୁ ନେଇ ଏବେ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ସ୍ପଷ୍ଟତା ଆସି ନଥିଲେ ବି ବିଭିନ୍ନ ମୋଡେଲ ଏହା କୁ ନେଇ ପୁର୍ବାନୁ ମାନ କରୁଛନ୍ତି ।

ସେହିପରି ଆଇଏମଡି ର ନଜର ମଧ୍ୟ ସମସ୍ତ ମୋଡେଲ ଉପରେ ରହିଛି । ଆଇଏମଡି ପ୍ରତ୍ୟେକ ମଡେଲ କୁ ବିଶ୍ଳେଷଣ ମଧ୍ୟ କରୁଛି , ତେବେ ବାତ୍ୟା କୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରୁଛନ୍ତି । ବାତ୍ୟାର ଗତି ପଥ ଓ ତ୍ରୀବତା କୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ସାମନା କୁ ଆସୁଛି । ତେବେ ଆସୁଥିବା ବାତ୍ୟା ପଶ୍ଚିମ ବଙ୍ଗୋର ଦିଘା ଠାରୁ ଆରମ୍ଭ କରି ବାଙ୍ଗାଲାଦେଶ ର ପଥରଘାଟ ସରୁଥିବା ବେଳେ ସ୍ଥଳ ଭାଗ ଛୁଇଁ ପାରେ ।

ଅନ୍ୟ ପଟେ ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଓଡିଶା ରେ ବାତ୍ୟା 28 ତାରିଖ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରାଉଛି କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ପାଣି ପାଗ ବାତ୍ୟା କୁ ନେଇ କୈଣସି ସ୍ପଷ୍ଟ ସୂଚନା ଦେଇ ନାହିଁ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଯାଇ ସମସ୍ତ ସ୍ପଷ୍ଟ ତଥ୍ୟ ସାମନା କୁ ଆସିବ ବୋଲି ଭାରତୀୟ ପାଣି ପାଗ ବିଭାଗ କହିଁଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *