ସ୍ୱାମୀ ଆଗରେ ଅର୍ଚନା ଗେଷ୍ଟ ଙ୍କୁ ଟାଣିନେଉଥିଲେ ସିଧା ବେଡରୁମକୁ, ବାହାରେ ଜଗୁଥିଲା ସ୍ୱାମୀ I

Archana

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖବର ବିଷୟ ରେ ଜଣାଇବୁ ଯାହାକୁ ଆପଣ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମହିଳା ଙ୍କ ବିଷୟ ରେ ଜଣାଇବୁ ଯାହାକି ଏକ ବିବାହିତା ମହିଳା ସ୍ୱାମୀ ଙ୍କ ଆଗରେ ଅନ୍ୟ ପୁରୁଷ ଙ୍କୁ ଡାକି ନେଉଥିଲେ ନିଜର ବେଡ ରୁମ କୁ । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ବିଷୟ ରେ

ତେବେ ଉକ୍ତ ମହିଳା ଜଣ ଙ୍କ ର ନାମ ହେଉଛି ଅର୍ଚନା ତେବେ ଅର୍ଚନା ହେଉଛନ୍ତି ଏକ ବିବାହିତା ମହିଳା । ତେବେ ଅର୍ଚନା ନାମ ରେ ଏବେ କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ କୋଠାବାଡି ରହିଛି । ତେବେ ପ୍ରଶ୍ନ ଉଠୁଛି କି ଏତେ ସବୁ ଟଙ୍କା ତାଙ୍କ ପାଖରେ ଆସିଲା କେଉଁଠୁ । ତେବେ ଆପଣ ଜାଣି ଆଶ୍ଚର୍ଯ ହେବେ କି ଅର୍ଚନା ବଡ ବଡିଆ ଲୋକ ମାନଙ୍କୁ ନିଜର ପ୍ରେମ ଜାଲ ରେ ବିଭିନ୍ନ ସୋସିଆଲ ମିଡିଆ ରେ ଫସାଉଥିଲେ ଏବଂ ତାପରେ ସେ ତାଙ୍କର ସହ ଶା-ରି-ରୀକ ସ-ମ୍ପ-ର୍କ ରଖିବାକୁ ଚାହୁଣଛନ୍ତି କହି ତାଙ୍କର ବେଡ ରୁମ କୁ ସେ ବଡ ବଡିଆ ଲୋକ ମାନଙ୍କୁ ଦେଖି ଡାକୁଥିଲେ ।

Archana 2

ତେବେ ଦେଖିବାକୁ ଗଲେ ଅର୍ଚନା ଦେଖିବାକୁ ସୁନ୍ଦର ଅଟନ୍ତି , ତେଣୁ ତାଙ୍କର ସୁନ୍ଦର ରୂପକୁ ଦେଖି ଲୋକ ମାନେ ତାଙ୍କର ପ୍ରେମ ଜାଲ ରେ ଫସି ଯାଉଥିଲେ ଏବଂ ଏହି ସବୁ ର ଫାଇଦା ଉଠାଇଛନ୍ତି ଅର୍ଚନା । ତେବେ ଅର୍ଚନା ବଡ ବଡିଆ ଲୋକ ଙ୍କୁ ତାଙ୍କର ପ୍ରେମ ରେ ଫସାଇ ତାଙ୍କର ବେଡ ରୁମ କୁ ଡାକୁଥିଲେ ଏବଂ ତାଙ୍କର ର ବେଡ ରୁମ ରେ ଲଗାଯାଇଥିଲା କ୍ୟାମେରା ।

ତେବେ ଏହି କ୍ୟାମେରା ରେ କଏଦ ହୋଇ ରହିଥିଲା ସବୁ ବଡ ବଡିଆ ଲୋକ ମାନଙ୍କ ର ଉ-ଲଗ୍ନ ଭିଡିଓ ଏବଂ ଏହା ସବୁ କ୍ୟାମେରା ରେ କଏଦ ହେବା ପରେ ଆରମ୍ଭ ହେଉଥିଲା ବ୍ଲାକ ମେଲିଙ୍ଗ ଆଉ ଅର୍ଚନା ଏହି ସବୁ କୁ ନେଇ ମୋଟ ଆକାର ର ଟଙ୍କା ଆଦାୟ କରିଥିଲେ ସେମାନଙ୍କ ଠାରୁ । ତେବେ ଏହି ଘଟଣା ଏବେ ସାମନା କୁ ଆସିବା ପରେ ଅର୍ଚନା ଙ୍କ ର ଏପରି କାମର ଗୁମର ଫିଟିଛି ।

Archana 1

ତେବେ ଏହି ସବୁ ର ପ୍ରମାଣ ପୋଲିସ ପାଇବା ପରେ ପୋଲିସ ଅର୍ଚନା ଙ୍କୁ ଘରକୁ ଯାଇ ସମସ୍ତ ତଥ୍ୟ ଖୋଜିବାରେ ଲାଗିଛି । ତେବେ ପୋଲିସ କୁ ଅର୍ଚନା ଙ୍କ ଘରୁ ଏକ ଲାପଟପ ମିଳିଛି ଯେଉଁଥିରେ ଏହି ସବୁ କାର୍ଯ୍ୟ ର ପ୍ରମାଣ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା କି ଏହି ସବୁ କାମ ପଛରେ ଅର୍ଚନା ଙ୍କ ର ସ୍ୱାମୀ ଙ୍କ ର ମଧ୍ୟ ହାତ ରହିଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *