ପୁଣି ଆସିଲା ବଡ଼ ଖବର । ଏହି ଘର ପାଇଁ ପ୍ରଧାନ ମନ୍ତ୍ରୀ ମୋଦି ଦେବେ ପ୍ରାଇଜ୍

dream house

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ବି ଥରେ ଦେଖନ୍ତୁ ଏହି ଘରର ଇଣ୍ଟିରିଅର କୁ କୋବୋର୍ଡ ରୁ ଆରମ୍ଭ କରି ସିଲିଂ ୱାଲ ରୁ ଆରମ୍ଭ କରି ୱାଲ ଘରର ଲାଇଟ କୁ ଦେଖି ଜଣା ପଡୁଛି ଏହା କୈଣସି ଆଲିସାନ ଘରଠୁ କମ୍ ନୁହେଁ । ଥରେ ଏହାର ବାହାର ପଟକୁ ଦେଖନ୍ତୁ ସଂମ୍ପର୍ଣ୍ଣ ଚକାଚକ ଏହି କଲର ଏବଂ ଡିଜାଇନ ରାଜଧାନୀ ରେ ଥିବା ଲକ୍ଷ ଲକ୍ଷ ଟଙ୍କାର ଘରଠୁ କମ୍ ନୁହେଁ ।

ହେଲେ ଏବେ ଆପଣ ଏହି ଫଳକ କୁ ଦେଖନ୍ତୁ । କଣ ଭାବୁଛନ୍ତି କିି ଭୁଲ ଦେଖିଲେ କି ଜାହା ଆପଣ ମାନେ ଦେଖୁଛନ୍ତି ତାହା ସତ ଅଟେ । ଏହି ଘରଟି ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ର ଘର ଅଟେ ।

dream house

ଏହି ଘର ହେଲା ଗଜପତି ଜିଲ୍ଲା କାଶି ନଗର ଗ୍ରାମର 4 ନଂ ୱାର୍ଡ ରେ ବଶବାସ କରୁଥିବା ପାଲାଖି ସଞିବ ରାଓ ଙ୍କ ଘର ସେ ଜଣେ ଦିନ ମଜୁରିଆ ଆଉ ବାହାଘର ଆଦିରେ ରୋଶେଇଆ ଭାବେ କାମ କରି ଦୁଇ ପଇସା ରୋଜଗାର କରନ୍ତି ।

ବହୁତ ଦିନ ଧରି ଝୁମ୍ପୁ଼ଡି ଘରେ ଦିନ କାଟୁଥିଲେ ପକ୍କାଘର ଟିଏ କରିବା ପାଇଁ ଦେଖୁଥିଲେ ସ୍ୱପ୍ନ 2017 ରେ ପ୍ରଧାନ ମନ୍ତ୍ରୀ ଆୱସ ଯୋଜନା ପାଇଁ ଆବେଦନ କରିଲେ ଆଉ ମିଳିଥିବା 2 ଲକ୍ଷ ଟଙ୍କା ଆଉ ନିଜେ ମୁଲ ମଜୁରୀ କରି ସଞ୍ଚିଥିବା କିଛି କଛି ସାଧନରେ ଆଉ ସହଯୋଗ ରେ ତିଆରି କରିଛନ୍ତି ସ୍ୱପ୍ନର ପ୍ରାସାଦ ଏବେ ସେ ଏହି ଘର ପାଇଁ ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ପୁରସ୍କୃତ ହେବା ପାଇଁ ନିମନ୍ତ୍ରୀତ ମଧ୍ୟ ହୋଇଛନ୍ତି ।

କହିଛନ୍ତି ପ୍ରଧାନ ମନ୍ତ୍ରୀ ପାଖକୁ ଯିବା ସ୍ୱପ୍ନ ଅଟେ ହେଲେ ମୁଁ ତାଙ୍କ ପାଖକୁ ଯାଉଥିବାରୁ ବହୁତ ଖୁସୀ ଅଛି ଆଉ ଏହି ସୁନ୍ଦର ଘରଟି ସେ ନିଜେ ନିଜେ ଡିଜାଇନ ରେ କରିଛନ୍ତି । ସିମଣ୍ଟ ବାଲି ଧରି ନିଜେ ଶ୍ରମିକ ଙ୍କ ସହ ମିଶି ଏହି କାମ କରିଛନ୍ତି । ଘର ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଏବଂ କାଶିନଗର ଏନଏସି ସାହାଯ୍ୟ କରୁଥିବା ବେଳେ ଏବେ ଏହି ପୁରସ୍କାର ପାଇଁ ସମସ୍ତ ବ୍ୟବସ୍ଥା ଓ ଆୟୋଜନ ପ୍ରସାଶନ ତରଫ ରୁ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *