ମୁଁ ରାତିରେ ପ୍ରେମିକ ସହ ଗପେ ମୋ ସ୍ୱାମୀ ଜାଣଇବା ପରେ…

Premika

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜିର ସମୟ ରେ କେମିତି ଲଭ ସେ-କ୍ସ ଧୋକା ପରି ଘଟଣା ମାନ ଦେଖିବା ପାଇଁ ମିଳୁଛି । ଏମିତି ପ୍ରତିଦିନ ସୋସିଆଲ ମିଡିଆ ରେ ବିଭିନ୍ନ ଘଟଣା ମାନ ଦେଖିବା ପାଇଁ ମିଳୁଥିବା ବେଳେ ବର୍ତମାନ ସମୟ ରେ ଜାଜପୁର ରୁ ଏମିତି ଏକ ଘଟଣା ମଧ୍ୟ ଦେଖିବା ପାଇଁ ମିଳିଛି । ଯେଉଁଠାରେ ମହିଳା ଜଣଙ୍କ ନିଜର ସ୍ୱାମୀ ଙ୍କ ସହିତ ରହି ମଧ୍ୟ ଅନ୍ୟ ଜଣେ ଯୁବକ ମାନେ ପ୍ରେମିକ ଙ୍କ ସହିତ ସଂ-ମ୍ପର୍କ ରଖୁଥିବାର ଦେଖିବା ପାଇଁ ମିଳିଛି ।

ତେବେ ଏହି ପରି ବେଳେ ମହିଳା ଜଣଙ୍କ ବର୍ତମାନ ସମୟ ରେ ଗର୍ଭବତୀ ରହିଥିବା ଜଣା ପଡିଛି । ଆଉ ଏପରି ପକ୍ଷରେ ମହିଳା ଜଣଙ୍କ ସ୍ୱାମୀ ମାନିବା ପାଇଁ ରାଜି ନୁହଁନ୍ତି କି ସ୍ତ୍ରୀ ର ପେଟରେ ରହିଥିବା ପିଲାଟି ତାଙ୍କର ନୁହେଁ ବୋଲି ତେବେ ତାଙ୍କର କହିବା ଅନୁସାରେ ଏହି ପିଲାଟି ସ୍ତ୍ରୀ ପ୍ରେମିକ ର ବୋଲି । ତେବେ ମହିଳା ଜଣଙ୍କ କହିଛନ୍ତି କି ତାଙ୍କର ସ୍ୱାମୀ ଜଣେ ଡ୍ରାଇଭର ଅଟନ୍ତି ତାଙ୍କର ନାମ ଚିନ୍ମୋୟ ମହାନ୍ତ ।

women 11

ତେବେ ମହିଳା ଜଣଙ୍କ ଲୁଚି କରି କଥା ହେଉଥିବା ବେଳେ ସ୍ୱାମୀ ଙ୍କୁ ସେହି ଦିନ ମୋବାଇଲ ମିଳିଜାଇଥିଲା ଏବଂ ସେଥି ପାଇଁ ସେ ଏହି ପରି ଆରୋପ ଲଗାଉଛନ୍ତି । ତେବେ ସେହି ପିଲା ସହିତ ମୋର ସେମିତି କିଛି ସଂ-ମ୍ପର୍କ ନାହିଁ । ସେହି ପିଲାଟି ମୋ ଭାଣେଜୀ ଙ୍କ ଦିଅର ହିସାବ ରେ ହେବେ କହିବା ପାଇଁ ଗଲେ ସେ ମତେ ଦେଖିବି ନାହାଁନ୍ତି କେବଳ ଏମିତି ଫୋନ ରେ କଥା ବାର୍ତ୍ତା ହୁଏ । ଏବଂ ଦୁଇ ଥର ଏମିତି ମୋ ଖର୍ଚ୍ଚ ପାଇଁ ପଇସା ପଠେଇ ଥିଲେ । ଏବଂ ପରେ ମୁଁ ମୋବଇଲ କିଣି ଘରେ ଲୁଚି କରି ରଖିଥିଲି ଏବଂ ତାଙ୍କ ସହିତ କେବଳ କଥା ହେଉଥିଲି ।

ହେଲେ ତାଙ୍କ ସହିତ ସେମିତି କିଛି ସଂ-ମ୍ପର୍କ ନଥିବା ବେଳେ ବର୍ତମାନ ସମୟ ରେ ମୋ ସ୍ୱାମୀ ମୋ ଉପରେ ଆରୋପ ଲଗାଉଛନ୍ତି କି ମୋ ପେଟରେ ବଢୁଥିବା ପିଲାଟି ତାଙ୍କର ନୁହେଁ ବୋଲି ସେ କହୁଛନ୍ତି ଏହି ପିଲାଟି ସେହି ପିଲାର ବୋଲି । ଏବଂ ବର୍ତମାନ ସମୟ ରେ ସ୍ୱାମୀ ଡିଭର୍ସ ଦେବା କଥା କହିବାରୁ ମହିଳା ଜଣଙ୍କ ଜାଜପୁର ସଦର ଥାନା ରେ ପହଁଚିଛନ୍ତି ।

ତେବେ ବନ୍ଧୁଗଣ ଏମିତି ଘଟଣା ଆଜିର ସମୟ ରେ ବହୁତ ସାଧାରଣ ହୋଇଥିବା ବେଳେ ବିଭିନ୍ନ ସମୟ ରେ ଏହି ପରି ଘଟଣା ଭାଇରଲ ହେଉଥିବା ଆପଣ ମାନେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ପାଉଥିବେ । ତେବେ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *