ପ୍ରେମ ସମ୍ପର୍କରେ ପଶିପାରିବେ ନାହିଁ ଥାର୍ଡ଼ ପର୍ସନ ! ଆସିଲା ହାଇକୋର୍ଟ ଙ୍କ ଏଭଳି ନିଷ୍ପତି I

High Court

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ପ୍ରେମ ରେ ଏଥର ପଶି ପାରିବେନି ତୃତୀୟ ଲୋକ । ପ୍ରେମ ସ-ମ୍ପର୍କ କୁ ନେଇ ଆସିଲା ହାଇକୋର୍ଟ ଙ୍କ ର ନିଷ୍ପତ୍ତି । ଦୁହିଁଙ୍କ ପ୍ରେମ ସ-ମ୍ପର୍କ ରେ ହସ୍ତକ୍ଷେପ କରି ପାରିବେନି ତୃତୀୟ ବ୍ୟକ୍ତି । ଜୀବନ ସାଥୀ ଚୟନ ହେଉ ଅବା ପ୍ରେମ ସମ୍ବନ୍ଧ ବା ବୈବାହିକ ଜୀବନ ରେ ହେଉ ଅବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଥା । ଦୁହିଁଙ୍କ ମାନବୀୟ ସମ୍ପର୍କ ରେ କେହି କରିପାରିବେନି ହସ୍ତକ୍ଷେପ ।

ପ୍ରେମ ସ-ମ୍ପର୍କ ରେ ତୃତୀୟ ବ୍ୟକ୍ତି ର ହସ୍ତକ୍ଷେପ କୁ ନେଇ ଗୁରୁତ୍ୱ ପୁର୍ଣ୍ଣ ରାୟ ଦେଇଛନ୍ତି ଆହ୍ଲାବାଦ ହୋଇକୋର୍ଟ । କୋର୍ଟ ଙ୍କ କହିବା ମୁତାବକ ଜାବନ ସାଥୀ ଚୟନ କିମ୍ବା ସମ୍ପର୍କ କିମ୍ବା ପ୍ରେମ ସମ୍ବନ୍ଧ ଅବା ବ୍ୟକ୍ତି ଗତ ଅନ୍ତରଙ୍ଗ ଇଚ୍ଛା । ଦୁଇ ବୟଷ୍କ ଙ୍କ ମଧ୍ୟ ରେ ମାନବୀୟ ସମ୍ପର୍କ ମଧ୍ୟରେ କୈଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରି ପାରିବେ ନାହିଁ । ଏହି ମାମଲା ରେ କୋର୍ଟ ଆବେଦନ କାରୀ ଯୁବକ ଏବଂ ତାଙ୍କର ପତ୍ନୀ ଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Court

ହଁ ଆଜ୍ଞା , କୋର୍ଟ ରେ ଏଭଳି କିଛି ମାମଲା ପହଞ୍ଚିଥିଲା ଯାହା ପରେ ଏଭଳି କିଛି ବିଚାର କରିଛନ୍ତି ଜର୍ଜ । ତେବେ ହାଇକୋର୍ଟ କହିଛନ୍ତି ଯେ ଦୁଇ ଜଣ ସାବାଳକ ବ୍ୟକ୍ତି ଗତ ଜୀବନ ରେ ହସ୍ତକ୍ଷେପ କରିବାର କାହାରି ଅଧିକାର ନାହିଁ । ସନ୍ଦିପ କୁମାର ଓ ଅନ୍ୟ ମାନଙ୍କ ର ଆବିଷ୍କର୍ପ ଆବେଦନ ଉପରେ ହାଇକୋର୍ଟ ର ଏକ ବେଞ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବାସ୍ତବରେ ବାଗପଥ ର ବାସିନ୍ଦା ସନ୍ଦିପ କୁମାର ପତ୍ନୀ ଙ୍କୁ ତାଙ୍କ ବାପା ଘରେ ବନ୍ଦି କରି ରଖିଥିବା ଅଭିଯୋଗ କରିଥିଲେ । ପତ୍ନୀ ଙ୍କ ପରିବାର ସଦସ୍ୟ ଉକ୍ତ ଯୁବକ ଙ୍କ ବିରୋଦ୍ଧ ରେ ମାମଲା ଦାଖଲ କରିଥିଲେ । ଯୁବକ ତାଙ୍କର ଝିଅକୁ ଯୌ-ନ ନିର୍ଜାତନା ଅଭିଯୋଗ ହୋଇଥିଲା ଏହି ମାମଲା ରେ କୋର୍ଟ ଉକ୍ତ ଝିଅଙ୍କୁ ଡକାଇଥିଲେ ।

କୋର୍ଟ ରେ ହାଜର ହୋଇଥିବା ମହିଳା କହିଥିଲେ , ଯେ ସେ ତାଙ୍କ ସ୍ୱାମୀ ଙ୍କ ସହ ରହିବାକୁ ଚାହୁଁଛନ୍ତି । ଆଉ ଯୁବତୀ ଙ୍କ ର ବିବୃତି ପରେ କୋର୍ଟ ଆବେଦନ କାରୀ ଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି । ଏହା ସହ ପରିବାର ର ସଦସ୍ୟ ଉଭୟ ଙ୍କ ଜୀବନ ରେ କୈଣସି ପ୍ରକାର ର ହସ୍ତକ୍ଷେପ କରିବାକୁ ବାରଣ କରିଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *