ସ୍କୁଟିରେ ଏକା ଥରକେ 55000 ଟଙ୍କାର ପେଟ୍ରୋଲ ଭରିଲେ ବ୍ୟକ୍ତି…କିପରି ଏହା ସମ୍ଭବ ? ଶୁଣିଲେ ଚମକି ପଡିବେ ଆପଣ !

Petrol

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଜାହା ବିଷୟ ରେ ଜାଣିଲେ ଆପଣ ମାନେ ନିଜ ମୁଣ୍ଡରେ ହାତ ଦେବେ । ଏହି ଘଟଣା କୁ ନେଇ ବର୍ତମାନ ସମୟ ରେ ସବୁ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଆଉ ଡେରି ନକରି ସେହି ବିଷୟ ରେ ଜାଣିନେବା ।

ବନ୍ଧୁଗଣ ସ୍କୁଟିରେ ମାତ୍ର ଗୋଟିଏ ଥର 55 ଲିଟର ପେଟ୍ରୋଲ ଭରିଲେ ବ୍ୟକ୍ତି ଜଣଙ୍କ । ଆପଣ ମାନେ ଏହି କଥା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ । ତେବେ ଆପଣ ମାନେ ବି ଏଠାରେ ଭାବୁଥିବେ କି କେମିତି ସ୍କୁଟିରେ 55 ହଜାର ଟଙ୍କାର ପେଟ୍ରୋଲ ଭରିଲେ । ଜଣେ ପେଟ୍ରୋଲ ଭରିବା ପରେ 55 ହଜାର ଟଙ୍କା ଭରିବା ପାଇଁ ପଡିଥିଲା ହଁ ବନ୍ଧୁଗଣ ଏହି ଭଳି ଘଟଣା ମହାରାଷ୍ଟ୍ରର ଥାନେ ରେ ହୋଇଛି ।

scooty

ତେବେ ପେଟ୍ରୋଲ ପମ୍ପ ରେ କମ୍ ପେଟ୍ରୋଲ ଭରିବା ନେଇ ଅଭିଯୋଗ ହୋଇଥିବା ବେଳେ ଥାନେରେ କିନ୍ତୁ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଗ୍ରାହାକ ସ୍କୁଟି ରେ ପେଟ୍ରୋଲ ଭରିବାକୁ ଆସିଥିଲେ । ହେଲେ ଗ୍ରାହାକ ଙ୍କ ଠାରୁ 55 ହଜାର ଟଙ୍କା ବସୁଲ କରାଜାଇଛି । ଏଠାରେ ଗ୍ରାହାକ ଜଣଙ୍କ ମାତ୍ର 550 ଟଙ୍କାର ପେଟ୍ରୋଲ ଭରେଇଥିଲେ । ହେଲେ ପେଟ୍ରୋଲ ଭରିବା ପରେ ପେଟ୍ରୋଲ ପମ୍ପରେ ତାଙ୍କୁ 55 ହଜାର ଟଙ୍କା ଦେବାକୁ କହିଥିଲେ ।

ଏହା ପରେ ଗ୍ରାହାକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ କି କେମିତି ସ୍କୁଟି ଭଳି ଛୋଟ ଗାଡିରେ 55 ହଜାର ଟଙ୍କାର ପେଟ୍ରୋଲ ଭରିଦେଲେ । ଯେଉଁ ଗାଡିରେ ସାଢେ 500 ରୁ 600 ଟଙ୍କାର ପେଟ୍ରୋଲ ପକେଇଲେ ଟାଙ୍କି ଭର୍ତ୍ତି ହେଇଯାଏ ସେହି ଗାଡିରେ 55 ହଜାର ଟଙ୍କାର ପେଟ୍ରୋଲ କେମିତି ପସିଲା । ଗ୍ରାହକ ଜଣକ ଯେତେବେଳେ ଅନଲାଇନ ପେମେଣ୍ଟ କଲେ ତାଙ୍କ ଆକାଉଣ୍ଟରୁ 55 ହଜାର ଟଙ୍କା କଟା ଯାଇଥିଲା । ଏହା ପରେ ସେ ପେଟ୍ରୋଲ ପମ୍ପ ମାଲିକଙ୍କ ପାଖରେ ଅଭିଯୋଗ କରିଥିଲେ ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପେଟ୍ରୋଲ ପମ୍ପ ମାଲିକ ଅସୁବିଧା ରେ ପଡିଜାଇଥିଲେ । ପରେ ନିଜର ଭୁଲ ସଂସଧୋନ କରି ଗ୍ରାହାକ ଙ୍କ ଏକାଉଣ୍ଟ କୁ ଟଙ୍କା ଫେରସ୍ତ କରିଥିଲେ । ତେବେ ଏହି ଘଟଣା ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *