ପ୍ରେମ ପାଇଁ ଜୀବନ ହରିବାକୁ ଉଦ୍ୟମ କଲେ ପ୍ରେମୀ ଯୁଗଳ, ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର

loves

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଘଟଣା ସମ୍ବନ୍ଧ ରେ ଜଣାଇବୁ ଯାହାକି ଆଜି ର ଏହି ସମାଜ ରେ ଏପରି ଘଟଣା ଘଟିବା କିଛି ନୂଆ କଥା ନୁହଁ । ତେବେ ଆଜି ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଏପରି ଏକ ପ୍ରେମୀ ଯୁଗଳ ମାନଙ୍କ ବିଷୟ ରେ ଆମେ ଆପଣ ମାନଙ୍କୁ ଜଣାଇବୁ ଯେଉଁ ମାନେ କି ନିଜର ପ୍ରେମ ପାଇଁ ସେମାନେ ହଟେଲ ର ଏକ ରୁମ ରେ ବିଷ ପିଇ ଆ-ତ୍ମ-ହ-ତ୍ୟା କରିବା ପାଇଁ ଆସିଥିଲେ ।

ହେଲେ ଏହି ସବୁ ଘଟଣା ଘଟିବା ପୂର୍ବରୁ ସେମାନଙ୍କ ନିକଟରେ ପହଞ୍ଚି ଯାଇଥିଲେ ହଟେଲ ର କର୍ମ ଚାରୀ ମାନେ । ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

love 2

ତେବେ ବନ୍ଧୁଗଣ ଏହି ଘଟଣା ଟି ହେଉଛି ପୁରୀ ଜିଲ୍ଲା ର ସମୁଦ୍ର ଉପକୂଳ ଥାନା ଅନ୍ତର୍ଗତ ତେବେ ଏହି ଘଟଣା ରେ ଏକ ଯୁବକ ଯୁବତୀ ଉଭୟ ଏକ ହୋଟେଲ ର ରୁମ ରେ ରହିଥିଲେ ଏବଂ ସେଠାରେ ସେମାନେ ସକାଳ 5 ଟା ସମୟ ରେ ସେହି ରୁମ ଛାଡିବାର ଥିଲା । ତେବେ ସମୟ ହୋଇଯିବା ପରେ ବି ଉଭୟ ପ୍ରେମୀ ଯୁଗଳ ରୁମ ନ ଛାଡିବା ରୁ ହୋଟେଲ ର କର୍ମ ଚାରୀ ମାନେ ଉଭୟ ପ୍ରେମୀ ଯୁଗଳ ରହିଥିବା ରୁମ ର କଲିଙ୍ଗ ବେଲ ମାରିଥିଲେ ହେଲେ ରୁମ ରୁ କୈଣସି ପ୍ରତିକ୍ରିୟା ମିଳି ପାରିନଥିଲା ।

ଫଳରେ ହୋଟେଲ ର କର୍ମ ଚାରୀ ବାଧ୍ୟ ହୋଇ ରୁମ ର କବାଟ କୁ ଭାଙ୍ଗି ଖୋଲିବା କୁ ପ୍ରାୟସ କରିଥିଲେ ଏବଂ ହୋଟେଲ ର କର୍ମ ଚାରୀ ଏହି ପ୍ରୟାସ ରେ ସଫଳ ହେବା ପରେ ସେଠାରେ ସେ ସେହି ପ୍ରେମୀ ଯୁଗଳ ମାନଙ୍କୁ ଆ-ତ୍ମ-ହ-ତ୍ୟା ଉଦ୍ୟମ କରୁଥିବା ର ଦେଖିବାକୁ ପାଇଥିଲେ ।

ଫଳରେ ହୋଟେଲ କର୍ମଚାରୀ ଜଣକ ପୁରୀ ର ମେଡିକାଲ କୁ ଉଭୟ ଙ୍କୁ ପଠାଇଥିଲେ ତେବେ ସେଠାରେ ପ୍ରେମିକ ଜଣକ ର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱ ର ହେବା ଯୋଗୁଁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏତେ ସବୁ ଘଟଣା ଘଟି ସାରିବା ପରେ ଉଭୟ ପ୍ରେମୀ ଯୁଗଳ ମାନଙ୍କ ର ସଠିକ ଠିକଣା ଜଣା ପଡି ନାହିଁ ଏବଂ ସେମାନେ କଣ ପାଇଁ ଏପରି ଉଦ୍ୟମ କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *