ସରକାରଙ୍କ ବଡ଼ ଘୋଷଣା । ରାରନ କାର୍ଡ ରେ ସମସ୍ତଙ୍କୁ ମିଳିବ 10 ହଜାର ଟଙ୍କା ।

news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ତେବେ ପ୍ରଥମ ବଡ ଖବର ଟି ହେଲା । କାନ୍ଧ କଟା ସାର୍ଟ ପିନ୍ଧି ବାଇକ୍ ଚଲେଇଲେ କଣ କଟିବକି ଚାଲାଣ ବାହାରକୁ ଯିବା ପୂର୍ବରୁ ଜାଣି ନିଅନ୍ତୁ ଏହି ନିୟମ । ବନ୍ଧୁଗଣ ଆପଣ ମାନେ ଜାତାୟତ ସମନ୍ଧିୟ ସମସ୍ତ ନିୟମ ବିଷୟ ରେ ଜାଣିଛନ୍ତି କି ବାସ୍ତବରେ ସବୁ ଲୋକ ମାନଙ୍କ ପାଇଁ ଏହା ସମ୍ଭବ ନୁହେଁ ଯେ ସବୁ ନିୟମ ବିଷୟ ରେ ଭଲ ଭାବରେ ଜାଣି ପାରିବା ।

ତେବେ ଏହି କାରଣ ପାଇଁ ଅନେକ ଥର ଲୋକ ମାନେ ଭୁଲ ସୂଚନା ର ଶୀକାର ହୋଇଥାନ୍ତି । ଏମିତି ରେ ଲୋକ ମାନଙ୍କୁ ପ୍ରତ୍ୟୋକ ନୂଆ ସୂଚନା କୁ କ୍ରସ୍ ଭେରିଫାଏ କରିବା ଉଚିତ । ଯେମିତି କି ସେମାନେ ସେହି ସୂଚନା ର ପ୍ରାମାଣିକତା ବିଷୟ ରେ ସଠିକ୍ ଭାବେ ଜାଣିପାରିବେ । ତେବେ କିଛି ଲୋକ ମାନେ ଭଆବୁଛନ୍ତି କି କାନ୍ଧ କଟା ସାର୍ଟ ପିନ୍ଧି ବାଇକ୍ ଚଲେଇଲେ ଚାଲାଣ କଟିବାର ସମ୍ଭାବନା ରହିଛି । ହେଲେ ଯେତେ ବେଳେ କି ବାସ୍ତବରେ ସେମିତି କିଛି ନିୟମ ନାହିଁ ।

sbi

ତେବେ ପରବର୍ତି ଖବର ଟି ହେଲା ମାଲାମାଲ ହେବେ SBI ଗ୍ରାହାକ ଦୀପାବଳି ପରେ SBI ଗ୍ରାହାକ ମାନଙ୍କୁ ଦେବ ଟଙ୍କା ଦେଶର ସବୁଠୁ ବଡ ବ୍ୟାଙ୍କ SBI ଆପଣ ମାନଙ୍କ ପାଇଁ ରୋଜଗାର କରିବାର ସୁଯୋଗ ଆଣିଛି । ତେବେ ଆମେ ଆପଣ ମାନଙ୍କୁ ଏମିତି କିଛି ଯୋଜନା ବିଷୟ ରେ ଜାହା ମାଧ୍ୟମ ରେ ଆପଣ ମାନେ ପ୍ରତି ମାସରେ ବହୁତ ଟଙ୍କା ରୋଜଗାର କରି ପାରିବେ ।

ଏହି ଯୋଜନା ର ବିଶେଷତ୍ୱ ହେଲା ଆପଣ ମାନଙ୍କୁ ଏହିଥିରେ 1 ଲକ୍ଷ ଟଙ୍କା ଜମା କରିବାକୁ ପଡିବ ଆଉ ଏହା ପରେ ଆପଣ ମାନେ ପ୍ରତି ମାସରେ ଟଙ୍କା ଆୟ କରି ପାରିବେ । ଏହି ଯୋଜନା ର ନାମ ହେଉଛି SBI ଅନୟୁଟି ସ୍କିମ୍ ଏହି ବ୍ୟଙ୍କ୍ ରେ ନିବେଶ କରି ଆପଣ ମାନଙ୍କୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ପାଇ ପାରିବେ । ତେବେ ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ୱେବସାଇଟ ଆୁଯାୟୀ 36, 60, 84, 120 ମାସ ପାଇଁ ଆପଣ ମାନେ ଡିପୋଜିତ କରି ପାରିବେ । ଆପଣ ମାନେ ଏହି ସର୍ଭିସ୍ କୁ SBI ର ସମସ୍ତ ବ୍ରାଞ୍ଚ ରୁ ନେଇ ପାରିବେ ।

ତେବେ ଏହିଥିରେ ଗ୍ରାହାକ ମାନଙ୍କୁ ଇୟୁନିଭର୍ସିଆଲ ପାସବୁକ ମଧ୍ୟ ପ୍ରଦାନ କରାଯିବ । ଯଦି କେହି ଏହି ଯୋଜନା ରେ ମାସିକ 10 ହଜାର ଟଙ୍କା ଆୟ କରୁଛନ୍ତି ତେବେ ତାଙ୍କୁ 5 ଲକ୍ଷ 7 ହଜାର 964 ଟଙ୍କା ଜମା କରିବାକୁ ପଡିବ । ଏହା ସହିତ ଆପଣ ମାନେ ଏହି ଜମା ରାଶି ଉପରେ 7 ପ୍ରତିଶତ ସୁଧ ହାରର ରିଟର୍ଣ୍ଣ ମଧ୍ୟ ପାଇବେ । ଯେଉଁଥିରୁ ନିବେଶକ ମାନଙ୍କୁ 10 ହଜାର ଟଙ୍କା ପ୍ରତି ମାସକୁ ମିଳିବାର ସୁଯୋଗ ମିଳିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *