ରାଜଧାନୀରେ ଚାଲିଛି ଭିକାରି ଗ୍ୟାଙ୍ଗ ରାକେଟ, ଏମିତି ଲୋକଙ୍କୁ କରୁଛନ୍ତି ଶିକାର…ନିଜେ ଦେଖି ନିଅନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସବୁଠାରୁ ବଡ ଖବର ହେଲା ରାଜଧାନୀରେ ଚାଲିଛି ଭୀକାରୀ ଗ୍ୟାଙ୍ଗ୍ ରାକେର୍ଟ । ଏହି ରାକେର୍ଟ ରେ ରହିଛନ୍ତି ମହିଳା ଏବଂ ଶିଶୁ । ଭିକ୍ଷାବୃତ୍ତିର କମିଶନର ହେଲେ ଦଲାଲ ଭୁବନେଶ୍ୱର ରାଜରାସ୍ତାରେ ଯାଉଥିବା ବେଳେ ଏହି ପରି ଦୃଶ୍ୟ ଆପଣ ମାନଙ୍କ ଆଖି ସାମ୍ନାକୁ ତ ନିଶ୍ଚିତ ଆସୁଥିବ । ତେବେ କେତେ ବେଳେ ଏମାନେ ହାତ ପାତନ୍ତି ତ କେତେ ବେଳେ ଏମାନେ କିଛି ବୀକ୍ରି କରୁଥିବାର ନଜର ଆସିଥାନ୍ତି ।

ହେଲେ ବନ୍ଧୁଗଣ ଭାଇରଲ ହେଉଥିବା ଭିଡ଼ିଓରେ ଏହି ଦୁଇଟି ଦୃଶ୍ୟ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖନ୍ତୁ । ଏହି ଭିଡ଼ିଓ ରେ ଜଣେ ମହିଳା ଏକ ଶିଶୁ କୁ ନିଜର କାନି ରେ ଏପରି ଘୋଡେଇ ରଖିଛନ୍ତି । ହାତରେ ସେ କିଛି କଲମ ଧରିଛନ୍ତି ସତ ହେଲେ ସେ ଭିକ ମାଗୁଥିବାର ଦେଖିବା ପାଇଁ ମିଳୁଛନ୍ତି । ତେବେ ଆପଣବି ଏଠାରେ ବହୁତ ଭଲ କରି ଜାଣି ପାରିବେ କି ହାତରେ କଲମ ଧରିବା ପିଲା ଧରିଛି ପୋଛା କପଡା । ଟ୍ରାଫିକରେ ଗାଡି ଅଟକେଇଲେ ଧାଇଁ ଯାଉଛି ଗାଡି ପାଖକୁ କେହି କିଛି କହିବା ପୂର୍ବରୁ କାଚ ପୋଛୁଛି ଏବଂ ଟଙ୍କା ମାଗୁଛି ।

pan

ଏହି ଘଟଣା କୁ ନିଶ୍ଚିତ ଭାବେ ଅନେକ ଲୋକ ମାନେ ଅତି ହାଲୁକା ରେ ନେଉଥିବେ ହେଲେ ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ଏହି ଭକ୍ଷ୍ୟା ମାଗିବା ପଛରେ କାମ କରୁଛି ଏକ ବଡ ରାକେର୍ଟ । ଟ୍ରାଫିକ ଛକରେ ଭିକ୍ଷା ମାଗୁଥିବା ଏହି ମହିଳା ମାନେ ରାକେର୍ଟର ଗୋଟିଏ ଗୋଟିଏ ଅଂଶ ଅଟନ୍ତି । କିନ୍ତୁ ଏହା ପଛରେ ବଡ ଗ୍ୟାଙ୍ଗ୍ କାମ କରୁଥିବା ସଂନ୍ଧେହ କରିଛି ପୋଲିସ ।

ଏହା ସହିତ ଭୀକ ମାଗୁଥିବା ମହିଳାଙ୍କୁ ପୋଲିସ ଏବେ ଥାନାରେ ଅଟକ ରଖିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ଏଠାରେ ଶିଶୁ ଙ୍କୁ ଅପହରଣ କରାଜାଉଛି କି । ରାଜଧାନୀ ର ବିଭିନ୍ନ ସ୍ଥାନରେ ଭୀକ ମାଗିଥିବା ମହିଳା ମାନେ ରାଜସ୍ତାନ ର ବିଭିନ୍ନ ପ୍ରାନ୍ତରୁ ଆସିଛନ୍ତି । ମହିଳାଙ୍କ ହାତରେ ଥିବା ଏହି ଶିଶୁ କାହାର ସେନେଇ ପ୍ରଶ୍ନ ଉଠାଇ ଛନ୍ତି ସମାଜସେବି । ଛୋଟ ପିଲାଙ୍କୁ ଅପହରଣ କରି ଏଭଳି କାମରେ ନିୟୋଜିତ କରାଯାଉଥିବା ନେଇ କହିଛନ୍ତି ବିଶେଷଜ୍ଞ୍ୟ ମାନେ । ତେବେ ବନ୍ଧୁଗଣ ଆଗାମୀ ସମୟରେ ଏହି ଘଟଣାର ସଂମ୍ପର୍ଣ୍ଣ ତଥ୍ୟ ଜଣା ପଡିଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *