ରାସ୍ତା ରେ ଅଳିଆ ଫିଙ୍ଗିଲେ ଦେବାକୁ ହେବ 5 ହଜାର ଫାଇନ ।

fine

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସ୍ତା ରେ ଅଳିଆ ପକେଇଲେ ଆଉ ଅଳିଆ ଉଠେଇବନି BMC ଦୋକାନୀ ଗଣିବେ 5000 ଟଙ୍କାର ଜୋରିମନା 1 ନମ୍ବର ପରିବା ମାର୍କେଟ ବ୍ୟବସାୟୀ ଙ୍କୁ ଏମିତି ଚେତାବନି ଦେଇଛି BMC । ତେବେ ସକାଳୁ ସକାଳୁ ମାର୍କେଟ ବୁଲି ସ୍ଥିତି ଜାଞ୍ଚ କରିବା ସହିତ ଦୋକାନୀ ମାନଙ୍କୁ କଡା ତାଗିଦ କରିଛନ୍ତି BMC କମିଶନର ।

ଭୁବନେଶ୍ୱର ଏକ ନମ୍ବର ମାର୍କେଟ ସମେତ ମାଷ୍ଟର କେଣ୍ଟିନ , ଜନପଥ ଅଶୋକ ନଗର ସି ଆର ପିଓ ର ଗଳି କନ୍ଦି ବୁଲି ପରିମଳ ବ୍ୟବସ୍ଥାର ତାଦାରଖ କରିଛନ୍ତି ଓଦା ଏବଂ ସୁଖିଲା ଅଳିଆ ଅଲଗା ଅଲଗା ରଖିବାକୁ ନିର୍ଦ୍ଧେଶ ଥିଲେବି ଅମାନିଆ ହେଉଛନ୍ତି ବ୍ୟବସାୟୀ କିଛି ବ୍ୟବସାୟୀ ମାନେ ଡଷ୍ଟବିନ ବ୍ୟବହାର କରୁନଥିବା ବେଳେ ଅନ୍ୟ କିଛି ବ୍ୟବସାୟୀ ମାନେ କେବଳ ଗୋଟିଏ ଡଷ୍ଟବିନ ରଖିଛନ୍ତି । ଫଳରେ ଅଳିଆ ପକ୍ରିୟା କରଣ କରିବା ପାଇଁ ସୁବିଧା ହେଉଛି ।

bmc

ତେଣୁ ଆଗକୁ ନିୟମ ଉଲଘଂନ କଲେ କାଉନସିଲ ସହିତ 5000 ହଜାର ଟଙ୍କା ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି BMC କମିଶନ । ତେବେ ଡଷ୍ଟବିନ ବ୍ୟବହାର ପାଇଁ ବ୍ୟବସାୟୀ ମାନଙ୍କ ସହିତ ଆଲୋଚନା ବି ସାରିଛି ପୋଲିସ । ମାତ୍ର ଏବେବି ଅନେକ ବ୍ୟବସାୟୀ ଡଷ୍ଟବିନ ନରଖି ଅନେକ ଅଳିଆ ପକାଉଛନ୍ତି । ଏହି ପରି କିଛି ବ୍ୟବସାୟୀ ମାନେ ରାସ୍ତା ଉପରେ ଅଳିଆ ପକାଉଥିବାର ବି ନଜର କୁ ଆସିଛି ।

ଏଣୁ ନିୟମ ଖିଲାପ କରୁଥିବା ବ୍ୟବସାୟୀ ଙ୍କ ବରୋଧ ରେ ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ ବ୍ୟବସାୟୀ କହିଛନ୍ତି । ଏଣେ ତେଣେ ଅଳିଆ ପକାଉଥିବାରୁ ଦୃଗନ୍ଧରେ ଫାଚି ପଡୁଛି 1 ନମ୍ବର ହାଟ । ତେବେ BMC ର ତାଗିଦ କୁ ବ୍ୟବସାୟୀ ମାନେ କେତେ ଅନୁପାଳନ କରୁଛନ୍ତି ତାହା ଉପରେ ନଜର ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *