ଅଜାଗାରେ ଶୋଇଥିଲେ 2 ମହିଳା ଓ 4 ପୁରୁଷ, ହଠାତ ପସିଗଲା Police, ଆଉ ତାପରେ ଯାହା ସାମ୍ନାକୁ ଆସିଲା… ନିଜେ ଦେଖନ୍ତୁ

Police

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଆଧ୍ୟତ୍ମିକ ସହର ପୁରୀର ଏକ ଭଡା ଘରେ ଚାଲିଥିଲା ସେ-କ୍ସ ରା-କେର୍ଟ ତେବେ ପୁରୀ ପାଇକ ସାହୀ ସ୍ଥିତ ଏକ ଭଡା ଘରେ ଏହି ସେ-କ୍ସ ରା-ର୍କେଟ ଚାଲିଥିବା ବେଳେ ଅସଞତ ଅବସ୍ଥା ରେ 6 ଜଣଙ୍କୁ ଗିରୋଫ କରିଛି ପୋଲିସ । ସେହିଥି ମଧ୍ୟରୁ ଦୁଇ ଜଣ ମହିଳା ଏବଂ ଚାରି ଜଣ ପୁରୁଷ ରହିଛନ୍ତି ।

ତେବେ ସେହି ପରି ଆଉ ଏକ ସମ୍ବାଦିକ ସମ୍ମିଳନୀ ରେ ବାଶୁଳୀ ଥାନା ପୋଲିସ ତରଫ ରୁ ସୂଚନା ଦିଆଜାଇଛି । ତେବେ ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ କାର ଚାରି ଗୋଟି ବାଇକ୍ ଏବଂ ପାଞ୍ଚଟି ଫୋନ ଏବଂ 5000 ଟଙ୍କା ସମେତ ଆପରି ଜନକ ସାମଗ୍ରୀ ମଧ୍ୟ ଜବଦ ହୋଇଛି । ତେବେ ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ 4 ଜଣ ପୁରୀ ରୁ 2 ଜଣ ଗଞାମ୍ ରୁ ବୋଲି ଜଣା ପଡିଛି ।

man

ତେବେ ଏଠାରେ ପୋଲିସ ଙ୍କ କହିବା ଅନୁସାରେ ବନ୍ଧୁଗଣ ଦୁଇ ଜଣ ମହିଳା ଜଣେ ପୁରୁଷ ନିଜକୁ ସ୍ୱାମୀ ସ୍ତ୍ରୀ ର ପରିଚୟ ଦେଇ ପାଇକ ସାହୀ ସ୍ଥିତ ଗୋଟିଏ ଭଡା ଘରେ କିଛି ଦିନ ଧରି ବାହାରୁ ଯୁବତୀ ମାନଙ୍କୁ ଧରି ନେଇ ସେ-କ୍ସ ରା-କେର୍ଟ ଚଳାଉଥିବାର ଦେଖିବା ପାଇଁ ମିଳିଥିଲା । ତେବେ ମାତୃଶକ୍ତି ଙ୍କ କିଛି ଭେଲ୍ୟୁଣ୍ଟାରୀ ଠାରୁ ଖବର ପାଇ ବୋସରୀ ସାହି ପୋଲିସ ରେଡ କରିବା ସମୟ ରେ ଏହି ରାକେର୍ଟ କୁ ଧରିଛି ଆଉ ଏଠାରେ ସମସ୍ତେ ଆପତ୍ତି ଜନକ ଅବସ୍ଥା ରେ ରହିଥିଲେ ।

ଅଭିଯୁକ୍ତ ଙ୍କୁ ବାସୋରୀ ସାହୀ ଥାନା ପୋଲିସ ଗିରୋଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ସବୁ ବ୍ୟକ୍ତି ମାନଙ୍କ ସହିତ ଅନ୍ୟ କାହାର ସଂମ୍ପର୍କ ରହିଛି କି ନାହିଁ ସେହି ନେଇ DSP ଙ୍କ ପକ୍ଷରୁ କୈଣସି ସୂଚନା ମିଳି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *