ଅର୍ଚ୍ଚନାଙ୍କ ଗୋଟିଏ ମେସେଜରେ ଆସିଲେ ୧୩ ଓକିଲ ! | Archana Nag

Archana Nag

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିଜକୁ ମୁକୁଳେଇବା ପାଇଁ 13 ଜଣ ଓକିଲୋ ଙ୍କ ସାହାରା ନେଇଥିଲେ ଆଉ 13 ଜଣ ଓକିଲୋ ପହଁଚିଥିଲେ ଅର୍ଚ୍ଚାନ ଙ୍କ ମେସେଜ୍ ପାଇ । ତେବେ ଦେବାସିସ ମହାପାତ୍ର ଙ୍କୁ ନିଜର ଆଇନଜିବି ରୂପେ ପ୍ରକାଶ କରିଛନ୍ତି ଅର୍ଚ୍ଚନା ନାଗ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରୋଫ ଘଟଣାରେ SDGM କୋର୍ଟ ରେ ଭିଡ଼ିଓ କୋନଫ୍ରେନ୍ସିଂ ଜରିଆରେ ସୁଣାଣି ହୋଇଥିଲା ଏହା ପରେ ତାଙ୍କର ଜାମିନ କୁ ଅଗ୍ରାହ୍ୟ କରି ଦିଆଜାଇଥିଲା ।

ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରୋଫ ଘଟଣାରେ SDGM କୋର୍ଟ ରେ ଭିଡ଼ିଓ କୋନଫ୍ରେନ୍ସିଂ ଜରିଆରେ ହାଜର ହୋଇଥିଲେ ଏବଂ ପ୍ରଥମ ଦିନରେ ନିଜର ଓକିଲୋ ଙ୍କ ପରିଚୟ ବି ସ୍ପଷ୍ଟ କରିଦେଇଥିଲେ । ତେବେ ଗତ କାଲି ହୋଇଥିବା ବେଲ ଆବେଦନ କୁ କାଟ କରାଜାଇଛି । ଆଉ ଅର୍ଚ୍ଚନା ଙ୍କ ବିରୋଧ ରେ ଲାଗିଛି 16 ଟି ସଙ୍ଗିନ ଦଫା ଅର୍ଚ୍ଚନା ନାଗ ବ୍ଲାକ ମେଲିଂ ଘଟଣା ରେ ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଏବଂ ଖଣ୍ଡଗିରି ଥାନାରେ ଯୁବତୀ କରିଥିବା ଏତଲାରୁ ମିଳୁଛି ସାଙ୍ଘାତିକ ତଥ୍ୟ ।

archana nag 1

ତେବେ ଅର୍ଚ୍ଚନା ନାଗ ଙ୍କ ପାଇଁ ଏହା ଅଡୁଆ ସୃଷ୍ଟି କରି ପାରିବ ହେଲେ ଅନ୍ୟ ପଟେ ଅର୍ଚ୍ଚନା ନାଗ ଙ୍କ ଓକିଲୋ କହୁଛନ୍ତି ତାଙ୍କର କ୍ଲାଇଣ୍ଡ ଧୁଆ ତୁଳସୀ । ତବେ ଅପରାଧ କରିବା ପାଇଁ ଅର୍ଚ୍ଚନା ନାଗ ନୂଆ ନୂଆ ନାଗ ଫାସ ବିଛେଇ ଚାଲିଛନ୍ତି । ଏହା ସହିତ ଅର୍ଚ୍ଚନା ନାଗ ଙ୍କ ପାଖରେ ରହିଛି ଓକିଲୋ ମାନଙ୍କ ଫୈଉଜ ।

ଆଉ ଅନ୍ୟ ପଟେ ତାଙ୍କର ଓକିଲୋ କହିବା କଥା କି ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ତାଙ୍କର ମହକିଲ କୁ ନିର୍ଦୋଷ ପ୍ରମାଣ କରିବାରେ । ତେବେ ଏଠାରେ ଦେଖିବାକୁ ବାକି ରହିଲା କି ଅର୍ଚ୍ଚନା ନାଗ ଙ୍କ ଓକିଲୋ ଫୈଉଜ ତାଙ୍କୁ ମୁକୁଳେଇ ଆଣି ପାରୁଛନ୍ତି ନା ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *