ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କିଶୋର ଭାଇନା ଙ୍କ ପାଖରେ କେତେ ଟଙ୍କାର ସଂମ୍ପତୀ ରହିଛି । ଆପଣ ମାନେ ଜାହାକି ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଦୈନିକ 200 କିଲୋ ମଟନ ବୀକ୍ରି କରନ୍ତି କିଶୋର ଭାଇନା । ତେବେ ଏଠାରେ ପ୍ରଶ୍ନ ଉଠୁଛି ସେ ଦୈନିକ କେତେ ଟଙ୍କା ଆୟ କରନ୍ତି । ଏହା ସହିତ ସେ ଗୋଟିଏ ବର୍ଷରେ କେତେ କୋଟି ଟଙ୍କା ଆୟ କରନ୍ତି । ତାଙ୍କର ଗୋଟିଏ ବର୍ଷ ରେ ଲାଭ କେତେ କୋଟି ଟଙ୍କା ଅଟେ ।
ତେବେ ଆପଣ ମାନେ ଏଠାରେ କୋଟି କଥା ସୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ତେବେ ଆମେ ଆପଣ ମାନଙ୍କୁ ଏଠାରେ ସହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ବିବରଣି ଦେବାକୁ ଯାଉଛୁ । ସେମିତି ରେ ଆପଣ ମାନେ ଭଲ କରି ଜାଣିଥିବେ କିଶୋର ଭାଇନା ଙ୍କ ମୋଟନ ହୋଟେଲ କୁ ବି ଏମ୍ ସି ଭାଙ୍ଗି ଦେଇଛି ଜାହାକୁ ନେଇ ସୋସିଆଲ ମିଡିଆ ରେ ବହୁତ ଚର୍ଚ୍ଚା । ତେବେ କଣ ପାଇଁ ବି ଏମ୍ ସି ଭାଙ୍ଗିଛି ଆପଣ ମାନେ ବି ଜାଣିଥିବେ ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କିଶୋର ଭାଇନା ଙ୍କ ଏହି ହୋଟେଲ ରେ ଦୈନିକ 200 କେଜି ମୋଟନ ରନ୍ଧାଯାଏ । ଏବଂ ପ୍ରତି କେଜି ମୋଟନ 700 ଟଙ୍କା ହିସାବ ରେ 200 କିଲୋ ମୋଟନ ର ଦାମ୍ 1 ଲକ୍ଷ 40 ହାଜର ଟଙ୍କା ଅଟେ । ଏବଂ ଅନ୍ୟାନ୍ନ ଖର୍ଚ୍ଚ ବି ଦେଖିଲେ ପାଖା ପାଖି 1.5 ଲକ୍ଷ ଟଙ୍କା ସେ ମୋଟନ ବାବଦ କୁ ଖର୍ଚ୍ଚ କରନ୍ତି । ଏବଂ ସେହି ପରି 30 ଦିନ ହିସାବ ରେ ଦେଖିବା ତେବେ ପାଖା ପାଖି 45 ଲକ୍ଷ ଟଙ୍କା ସେ ଖର୍ଚ୍ଚ କରନ୍ତି ।
ଏବଂ 12 ମାସରେ ସେ ପାଖା ପାଖି 5 କୋଟି 40 ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ତେବେ ଏମିତି ଖର୍ଚ୍ଚ କରି ସେ କେତେ ଟଙ୍କା ଆୟ କରନ୍ତି ତେବେ ଯଦି ସେ ବର୍ଷ କୁ 6 କୋଟି ଟଙ୍କାର ମୋଟନ ବିକ୍ରୀ କରି ତାଙ୍କର 30 ପ୍ରତିଶତ ବି ଲାଭ ରୁହେ ତେବେ ତାଙ୍କର ପାଖା ପାଖି 1 କୋଟି ରୁ 1.5 କୋଟି ଟଙ୍କା ରୋଜଗାର ହୁଏ । ତେବେ ଆପଣ ମାନେ ଏଠାରେ ଅନୁମାନ କରୁଥିବେ କିଶୋର ଭାଇନା ଗୋଟିଏ ବର୍ଷ ରେ କେତେ ଟଙ୍କା ଆୟ କରନ୍ତି ।
ଗୋଟିଏ ସାମାନ୍ୟ ଢାବା କରି ସେ ଗୋଟିଏ ବର୍ଷ ରେ କୋଟି କୋଟି ଟଙ୍କା ଆୟ କରନ୍ତି । ଆପଣ ମାନେ ବି ନିଶ୍ଚିତ ଭାବେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଜାଇଥିବେ । ତେବେ ଏତେ ସବୁ ଟଙ୍କା କୁଆଡେ ଗଲା ତାଙ୍କର ଢାବା କୁ ସେ ଠିକ୍ ଭାବେ ସଫା ସୁତୁରା ରଖୁନଥିଲେ ଏମିତି ସେ ପରିସ୍କାର ପରିଛନ୍ନ କରୁନଥିଲେ ସେହି ବିଷୟ ରେ କେବଳ କିଶୋର ଭାଇନା ହିଁ କହି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।