ମହିଳା ଏବଂ ପୁରୁଷ ଶା-ରୀ-ରିକ ସଂ-ମ୍ପର୍କ ରଖିଲେ କାହାକୁ ଅଧିକ ସ୍ୱର୍ଗ ସୁଖ ମିଳେ ?

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି ସ-ମ୍ଭୋ-ଗ କରିବା ସମୟ ରେ ସ୍ୱାମୀ ଏବଂ ସ୍ତ୍ରୀ ମାନଙ୍କ ମଧ୍ୟ ରୁ କାହାକୁ ଅଧିକ ମଜା ଆସିଥାଏ । ତେବେ ଏହା ର କଥା ପ୍ରାଚିନ କାଳ ରୁ ବର୍ଣ୍ଣାନା କରାଯାଇଛି କି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ରେ ସ-ମ୍ଭୋ-ଗ ସମୟ ରେ କାହାକୁ ଅଧିକ ଖୁସି ଲାଗିଥାଏ ତେବେ ଏହାର ପ୍ରମାଣ ଆଜି ଯାଏଁ ବୈଜ୍ଞାନିକ ମାନେ କହି ପାରି ନାହାନ୍ତି । ତେବେ ଏହାର ବର୍ଣ୍ଣନା ଆଜକୁ ପ୍ରାୟ ହଜାରେ ବର୍ଷ ପୂର୍ବେ ଆମର ମହାଭାରତ ରେ ବହୁତ ଭଲ ଭାବରେ ବର୍ଣ୍ଣନା କରାଯାଇଛି କି ସ-ମ୍ଭୋ-ଗ ସମୟ ରେ ମହିଳା ମାନଙ୍କୁ ନା ପୁରୁଷ ମାନଙ୍କୁ ଅଧିକ ମଜା ଆସିଥାଏ ।

ତେବେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ଏହା ସେବେର କଥା ଯେଉଁ ସମୟ ରେ ପଞ୍ଚ ପାଣ୍ଡବ ମାନେ ଶିକ୍ଷା ଗ୍ରହଣ କରୁଥିଲ , ସେତେବେଳେ ଯୁଧିଷ୍ଟିର ଙ୍କ କୋମଳ ମନ ରେ ଏହି କଥା ନେଇ ପ୍ରଶ୍ନ ଉଠିଥିଲା ତେବେ ସେ ଏହାର ଉତ୍ତର ଜାଣିବା ପାଇଁ ତାଙ୍କର ପ୍ରିୟ ଭିଷ୍ମ ପିତା ମହ ଙ୍କ ପାଖକୁ ଯାଇ ଏହି ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ତାଙ୍କୁ ଏହା ପଚାରିଥିଲେ , ତେବେ ସେହି ପ୍ରଶ୍ନ ଭିଷ୍ମ ଶୁଣିବା ପରେ ଯୁଧିଷ୍ଠିର ଙ୍କୁ ଏକ ରାଜା ଯାହାକି ହଂସୱାନା ଏବଂ ଶଂଙ୍କାରା ର କାହାଣୀ ଶୁଣାଇଥିଲେ ,

Yudhisthira

ତେବେ ସେହି ହଂସୱାନା ରାଜା ତାଙ୍କର ରାଜ୍ୟ ପ୍ରତି ବହୁତ ନିଷ୍ଠାର ସହ ପ୍ରଜା ମାନଙ୍କ ର ସେବା କରୁଥିଲେ । ତେବେ ସେହି ରାଜ ଙ୍କ କୈଣସି ସନ୍ତାନ ନଥିବା ଯୋଗଁ ରାଜା ଦିନେ ଯୋଗ୍ୟ ର ଆୟୋଜନ କରାଇଲେ ଏବଂ ସେହି ଯୋଗ୍ୟ ରେ ଅଗ୍ନି ଦେବ ତାଙ୍କର ପୂଜା ରେ ସନ୍ତୁଷ୍ଟ ହୋଇ ରାଜାଙ୍କୁ ଏକ ପୁତ୍ର ସନ୍ତାନ ର ବର ଦେଲେ । ତେବେ ରାଜ ଙ୍କ ର ଏହି ଯଜ୍ଞ ରେ ତାଙ୍କ ଦ୍ୱାରା ଏକ ବହୁତ ବଡ ଭୁଲ ହୋଇଥିଲା ଯାହାକି ସେ ସେହି ଯଜ୍ଞ ରେ ଇନ୍ଦ୍ରଦେବ ଙ୍କୁ ଆହ୍ୱାନ କରି ନଥିଲେ ତେଣୁ ଇନ୍ଦ୍ର ଦେବ ରାଜା ଉପରେ କ୍ରଦ୍ଧିତ ହୋଇ ତାଙ୍କୁ ଦଣ୍ଡ ଦେବେ ବୋଲି ଇଚ୍ଛା ପ୍ରକାଶ କରିଲେ କିନ୍ତୁ ରାଜା କୈଣସି ପ୍ରକାର ଭୁଲ କରୁ ନଥିଲେ କାରଣ ରାଜା ତାଙ୍କର ପ୍ରଜା ମାନଙ୍କ ପ୍ରତି ବହୁତ ଭଲ ରାଜା ରହିଥିଲେ ।

ଏହା ଦେଖି ଇନ୍ଦ୍ରଦେବ ଙ୍କ ରାଗ ଆହୁରି ଅଧିକ ହୋଇଗଲା ତେବେ ଇନ୍ଦ୍ରଦେବ ସବୁବେଳେ ରାଜା ଙ୍କୁ ଦଣ୍ଡ ଦେବା ପାଇଁ ଚାହୁଁଥିଲେ । ତେବେ ଏକଦା ରାଜା ବନସ୍ଥ କୁ ଶୀକାର କରିବାକୁ ଯିବା ସମୟ ରେ ଇନ୍ଦ୍ରଦେବ ରାଜା କୁ ଦଣ୍ଡ ଦେବା ପାଇଁ ରାଜା ସହିତ ଛଳନା କରି ରାଜା ଙ୍କୁ ବାଟ ବଣା କରାଇଦେଲେ । ତେବେ ରାଜା ବନସ୍ଥ ରେ ବହୁତ ବୁଲିଲା ପରେ ସେ ଶେଷ ରେ ଏକ ନଦୀ ତଟ ରେ ପହଞ୍ଚିଲେ ଏବଂ ଅଧିକ ତୃଷ୍ଣା ଥିବା ଯୋଗୁଁ ରାଜା ସେହି ନଦୀ ର ଜଳ କୁ ପିଇଲେ ଏବଂ ଏହି ନଦୀ ର ପାଣୀ ପିଇବା ପରେ ରାଜା ଧିରେ ଧିରେ ଏକ ନାରୀ ର ରୂପ ନେଲେ ।

ତେବେ ରାଜା ଯେତେବେଳେ ତାଙ୍କର ରାଜ୍ୟ ରେ ପହଞ୍ଚିଥିଲେ ସେତେବେଳେ ରାଜ ଙ୍କ ର ଏପରି ହେବାର ଦୃଶ୍ୟ ଦେଖି ପ୍ରଜା ମାନଙ୍କ ମଧ୍ୟ ରେ ଭାଲେଣି ପଡିଲା । ତେଣୁ ରାଜା ଏକ ରାଜ୍ୟ ସଭା ଡାକି କହିଲେ କି ମୁଁ ଏବେ ରାଡଜ୍ୟ ର ରାଜ୍ୟ ଭାର ସମ୍ଭାଳିବା ର ପରସ୍ଥିତି ରେ ନାହିଁ ତେଣୁ ମୋ ପରେ ମୋର ସନ୍ତାନ ଏହି ରାଜ୍ୟ ର ରାଜ୍ୟ ଭାର ସମ୍ଭାଳିବ ଏହା କହି ରାଜା ବନସ୍ଥା ରେ ରହିଥିବା ଏକ ଆଶ୍ରମ କୁ ଚାଲିଗଲେ । ତେବେ ସେଠାରେ ରାଜା କିଛି ଦିନ ବାସ କରିବା ପରେ ରାଜା କନ୍ୟା ରୂପ ଧାରଣ କରୁଥିବା ଯୋଗୁଁ ତାଙ୍କର କିଛି ସନ୍ତାନ ଜାତ ହୋଇଥିଲା ।

raja

ତେବେ ରାଜା ସେହି ସନ୍ତାନ ମାନଙ୍କୁ ତାଙ୍କର ରାଜ୍ୟ କୁ ନେଇ ତାଙ୍କର ସନ୍ତାନ ଙ୍କୁ କହିଲେ କି ଏମାନେ ତୁମର ଭାଇ ତେଣୁ ଏବେ ତମେ ମାନେ ମିଳି ମିଶି ରାଜ୍ୟ ସମ୍ଭାଲିବ । ତେବେ ଏହା ଦେଖି ଇନ୍ଦ୍ରଦେବ ଆହୁରି ଅଧିକ କ୍ରୋଦ୍ଧିତ ହେଲେ ତେବେ ଇନ୍ଦ୍ରଦେବ ଏହି ଭାଇ ମାନଙ୍କ ମଧ୍ୟରେ ତାଙ୍କର ଛଳନା ବଳରେ ଝଗଡା ସୃଷ୍ଟି କରାଇ ଦେଲେ । ତେବେ ପରେ ଭାଇ ମାନଙ୍କ ମଧ୍ୟ ରେ ଯୁଦ୍ଧ୍ୟ ହୋଇ ସମସ୍ତେ ମୃ-ତ୍ୟୁ ବରଣ କଲେ ।

ଏହା ଦେଖି ରାଜା ଙ୍କ ମନରେ ବହୁତ ଅଧିକ ଦୁଃଖିତ ହେଲା ତେବେ ସେ ଇନ୍ଦ୍ରଦେବ ଙ୍କୁ ଆହ୍ୱାନ କଲେ ତେବେ ରାଜା ତାଙ୍କର ଭୁଲ କରିବା ନେଇ ଇନ୍ଦ୍ରଦେବ ଙ୍କୁ କ୍ଷମା ମାଗିଲେ ଏବଂ ଇନ୍ଦ୍ରଦେବ ରାଜାଙ୍କୁ କ୍ଷମା କରି କହିଲେ କି ତମର ପୁତ୍ର ମାନଙ୍କ ମଧ୍ୟ ରୁ ମୁଁ ଜଣକୁ ଜୀବିତ କରି ପାରିବେ ତେବେ ତମେ କାହାକୁ ଜୀବିତ କରିବାକୁ ଚାହୁଁଛ । ଏହା ଶୁଣି ରାଜା ଉତ୍ତର ଦେଲେ କି ମୋର କନ୍ୟା ରୂପରେ ଯେଉଁ ସନ୍ତାନ ଜାତ ହୋଇଛି ତାକୁ ଜୀବିତି କରାଇ ଦିଅନ୍ତୁ ଏହାର କାରଣ ଇନ୍ଦ୍ରଦେବ ପଚାରିବା ପରେ ରାଜା କହିଲେ କି ମୁଁ ଅନୁଭବ କରି ପାରୁଛି କି ଜଣେ ନାରୀ ତାର ସନ୍ତାନ ଯାତ ସମୟ ରେ ତାକୁ କେତେ ପରିମାଣ ରେ କଷ୍ଟ ହୋଇଥାଏ ।

ତେବେ ଏହା ଶୁଣିବା ପରେ ଇନ୍ଦ୍ରଦେବ ରାଜା ଙ୍କ ର ସମସ୍ତ ପୁତ୍ର କୁ ଜୀବିତ କରିଦେଲେ ଏବଂ ରାଜା ଙ୍କୁ ପୂର୍ବ ପରି କରିଦେବେ ବୋଲି କହିଲେ ତେବେ ରାଜା ଇନ୍ଦ୍ରଦେବ ଙ୍କୁ ପ୍ରାର୍ଥନା କଲେ କି ସେ ତାଙ୍କର ସାରା ଜୀବନ ଏହି ନାରୀ ରୂପରେ ବିତାଇବେ ଏବଂ ଏହାର କାରଣ ଇନ୍ଦ୍ରଦେବ ପଚାରିବାରୁ ରାଜା କହିଲେ କି ନାରୀ ର ରୂପରେ ମୁଁ ବହୁତ ଆନନ୍ଦ ଅନୁଭବ କରୁଛି ତେଣୁ ରାଜା ଙ୍କ ର ଏପରି କଥା ଶୁଣି ଇନ୍ଦ୍ରଦେବ ଦେବ ରାଜା ଙ୍କୁ କନ୍ୟା ରୂପ ରେ ରହିବା ପାଇଁ ଆଜ୍ଞା ଦେଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *