ମହାପ୍ରସାଦରେ କାହିଁକି ଆଳୁ ପଡେ ନାହିଁ? ଆସନ୍ତୁ ଜାଣିବା ଏହାର ରସହ୍ୟ।

Mahaprasad

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମହାପ୍ରସାଦରେ କାହିଁକି ଆଳୁ ପଡେ ନାହିଁ ସେ ବିଷୟ ରେ ଜଣାଇବୁ ତେବେ ବନ୍ଧୁଗଣ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆଳୁ ଏକ ଏମିତି ପରିବା ଯାହାକି ସମସ୍ତ ଙ୍କ ରୋଷେଇ ଘରେ ଏହା ସହଜ ରେ ଉପଲବ୍ଧ ରହିଥାଏ ,

ତେବେ ଆଳୁ ସମସ୍ତ ଖାଦ୍ୟ ଆଇଟମ ରେ ବ୍ୟବହାର କରାଯାଇଥାଏ , ତେବେ ଏବେ ଆପଣ ଙ୍କ ମନ ରେ ଆଳୁ ବିନ୍ୟ କୈଣସି ପ୍ରକାର ବ୍ୟଞନ ପ୍ରସ୍ତୁତ ହୋଇ ପାରୁ ନଥିବା ବେଳେ ମହାପ୍ରସାଦରେ କାହିଁକି ଆଳୁ ପଡେ ନାହିଁ । ତେବେ ବନ୍ଧୁଗଣ ଏହା ପଛରେ ରହିଥିବା ସମସ୍ତ ରହସ୍ୟ ଆମେ ଆଜି ଆପଣ ମାନଙ୍କୁ ଜଣାଇବୁ ।

Potatoes

ତେବେ ବନ୍ଧୁଗଣ ଆଳୁ ହେଉଛି ଏକ ବିଦେଶୀ ଖାଦ୍ୟ ପଦାର୍ଥ ଏବଂ ଆମର ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମର ଭାରତୀୟ ଦେବତା ତେଣୁ ଆମର ପ୍ରଭୁ ଶ୍ରା ଜଗନ୍ନାଥ ଙ୍କ ପାଖରେ ଆମର ହିନ୍ଦୁ ଧର୍ମ ଏବଂ ଆମର ଦେଶୀ ପନିପରିବା ବ୍ୟବହାର କରାଯାଏ ।

ଏବଂ ଏହା ସହ ଆପଣ ମାନେ ଜାଣିଥିବେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ 56 ପ୍ରକାର ର ଅନ୍ନ ଭୋଗ ଲାଗିଥାଏ ଏବଂ ସେହି 56 ପ୍ରକାର ର ଭୋଗ ରେ କୈଣସି ବି ଖାଦ୍ୟ ବ୍ୟଞ୍ଜନ ରେ ଆଳୁ ର ବ୍ୟବହାର କରାଯାଇ ନଥାଏ କାରଣ ଏହା ହେଉଛି ବିଦେଶି ଖାଦ୍ୟ ପଦାର୍ଥ ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ 56 ପ୍ରକାର ଅନ୍ନ ଭୋଗ ଲାଗୁଥିବା ବେଳେ ସେଥିରେ କେବଳ ଆମର ଦେଶୀ ପନି ପରିବା ବ୍ୟବହାର କରି ରୋଷେଇ କରାଯାଏ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଭୋଗ ଲଗା ଯାଇଥାଏ ।

Mahaprasad

ତେବେ କୁହାଯାଏ କି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରସାଦ ଖାଇଲେ ସ୍ୱର୍ଗ ପ୍ରାପ୍ତି ମିଳିଥାଏ ଏବଂ ଏହା ସହ ମାତା ଲକ୍ଷ୍ମୀ ଙ୍କ ର ମଧ୍ୟ କୃପା ମିଳିଥାଏ । ତେବେ ବନ୍ଧୁଗଣ ଏହା ରହିଥିଲା ମହା ପ୍ରସାଦ ରେ ଆଳୁ ର ବ୍ୟବହାର ନ କରାଯିବା ପଛର ରହସ୍ୟ , ତେବେ ବନ୍ଧୁଗଣ ଏହି କଥା ଆପଣ ମାନେ କଣ ଆଗରୁ ଜାଣିଥିଲେ , ତେବେ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *