S ନାମର ବ୍ୟକ୍ତି / କୁମ୍ଭ ରାଶି କାହିଁକି ଚିନ୍ତିତ! ଆପଣଙ୍କ ଭଲ ସମୟ ହେଲା ଆରମ୍ଭ, ଶୀଘ୍ର ଦେଖନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୁମ୍ଭ ରାଶିକୁ ବାୟୁ ତତ୍ୱ ର ରାଶି ବୋଲି କୁହାଯାଏ । ଏହା ଭଗବାନ ଶନିଦେବ ଙ୍କ ସବୁଠାରୁ ପ୍ରିୟ ରାଶି ହୋଇଥାଏ । ଏହି ରାଶିର ଜିବନ ରେ ସବୁକିଛି ଶନିଦେବ ହିଁ ନିର୍ଦ୍ଧାରିତ କରନ୍ତି । ଆପଣ ମାନଙ୍କ ଜିବନ ରେ ଶନିଙ୍କ କୃପା ଦେଖିବା ପାଇଁ ମିଳେ । ଶନିଦେବ ଆପଣଙ୍କ ମାଲିକ ହୋଇଥାନ୍ତି । ଆପଣ ତାଙ୍କର ସେବକ ହୋଇଥାନ୍ତି । ଆପଣ ମାନେ ସବୁ ବେଳେ ନ୍ୟାୟ ରେ ରୁହନ୍ତି କେବେବି ଥକି ଜାଆନ୍ତି ନାହିଁ । ଏହି ପରି ଭାବେ ଆପଣ ମାନଙ୍କ ଜିବନ ରେ ଦେଖା ଜାଇ ଥାଏ ।

ତେବେ ଆସନ୍ତୁ ଜାଣିବା ଆପଣ ମାନଙ୍କ ଜିବନ ରେ କେବେ ଖୋଲିବ ଭାଗ୍ୟ। ଯଦି କେବେ ଜିବନ ରେ ସଂଘର୍ଷ ଆସେ ତେବେ ଭାଗ୍ୟ ବଦଳିବା ପାଇଁ ବହୁତ ସମୟ ଲାଗିଜାଇ ଥାଏ । ତେବେ ବନ୍ଧୁଗଣ ଏହି କୁମ୍ଭ ରାଶି ବହୁତ ଭାଗ୍ୟବାନ ରାଶି ହୋଇଥାନ୍ତି । ମଣିଷ ଯେବେବି ଜନ୍ମ ହୁଏ ତେବେ ସୁଖ ଦୁଖଃ ନେଇ ଜନ୍ମ ହୋଇଥାଏ । ହେଲେ ଏହି କଥା ଅଲଗା ହୋଇଥାଏ କି କାହାକୁ ସୁଖ ଅଧିକ ମିଳେ ତ କାହାକୁ ଦୁଖଃ ଅଧିକ ପରିମାଣ ରେ ମିଳେ । ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଅଟେ ।

kumbha rashi

ଯଦି ଆପଣ ମାନଙ୍କ ଜିବନ ରେ ବହୁତ ଦୁଖଃ କଷ୍ଟ ରହିଛି ଏବଂ ଯଦି ଆପଣ ସବୁ ବେଳେ ଦୁଖଃ କଷ୍ଟରେ ସମୟ ବିତାଉଛନ୍ତି । ତେବେ ଆପଣ ମାନେ ଭଗବାନ ଶନିଦେବ ଙ୍କୁ ପ୍ରଶନ୍ନ କରି କିଛି ଉପାୟ ନିଶ୍ଚିତ କରି ପାରିବେ । ସେହିଥି ପାଇଁ ଆପଣ ମାନେ ସକାଳୁ ସକାଳୁ ଉଠି ଭଗବାନ ବିଷ୍ଣୁ ଙ୍କୁ ଦୁଇଟି ତୁଳସୀ ପତ୍ର ଅର୍ପଣ କରନ୍ତୁ । ତଥା ଆପଣ ମାନେ ପ୍ରସାଦ ରୂପେ ଆପଣ ମାନେ ଗ୍ରହଣ କରନ୍ତୁ । ଆପଣ ମାନଙ୍କ ଜିବନ ରେ ସଂଘର୍ଷ ଧିରେ ଧିରେ ଶେଷ ହେବାକୁ ଲାଗିବ ।

ଆପଣ ମାନେ କେବେ ଯଦି କୈଣସି କାମ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ଗାଧୋଇବା ପୂର୍ବରୁ ସେହି ପାଣିରୁ କିଛି ପରିମାଣ ରେ ପକେଇ ଦିଅନ୍ତୁ । ଏବଂ ସେହି ପରି ଗାଧୋଇବା ପରେ ହନୁମାନ ଚାଳିଶା ର ପାଠ କରନ୍ତୁ । ଆପଣ ମାନେ ଯେଉଁ କାର୍ଯ୍ୟ କରିବାକୁ ଘରୁ ବାହାରିଥିବେ । ଡାହାଣ ପାଦ ଘର ବାହାରେ ରଖନ୍ତୁ । ଏହି ଉପାୟ କରିବା ପରେ ଆପଣ ମାନଙ୍କୁ ସଫଳତା ନିଶ୍ଚିତ ମିଳିବ ।

kumbha rasi

ଆଉ ଘରକୁ ଫେରିବା ସମୟ ରେ ବାମ ପାଦ ଘର ମଧ୍ୟକୁ ରଖନ୍ତୁ । ଏହି ଉପାୟ କରିବା ପରେ ଆପଣ ମାନଙ୍କୁ ସଫଳତା ନିଶ୍ଚିତ ଭାବେ ମିଳିବ । ଆପଣ ମାନେ ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଥିବେ ତାହା ସଂମ୍ପର୍ଣ୍ଣ ଭାବେ ପୂରଣ ହେବ । ତେବେ ଆପଣ ମାନେ ଏହି ଉପାୟ ନିଶ୍ଚିତ ଭାବେ କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *