କେଉଁ ଲୋକଙ୍କ ଉପରେ ସୂର୍ଯ୍ୟ, ଶନି ଓ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ ? ଏହା ସହିତ ପଢନ୍ତୁ ଆଜିର 15 Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତଃ ମଣିଷ ଙ୍କୁ କିଛି ଗୁରୁତ୍ୱ ପୂର୍ଣ୍ଣ କଥା ଉପରେ ସବୁ ବେଳେ ଧ୍ୟାନ ରଖିବା ଉଚିତ । ଏହା ଦ୍ୱାରା ମଣିଷ ଜିବନ ରେ ଖୁସୀ ଏବଂ ସମୃଦ୍ଧି ଭରିଯିବ । ଏହା ହେଲେ କେବେବି ମଣିଷ କୁ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ ଜଣେଇବୁ କି ଜିବନ ରେ ସୁଖ ଶାନ୍ତି ପ୍ରାପ୍ତ କରିବା ନମନ୍ତେ କେଉଁ ସବୁ ନିୟମ କୁ ପାଳନ କରିବା ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିନେବା ।

1.ହାତର ପାପୁଲି ମଝିରେ କଳାଜାଇ ରହିଥିବା ଲୋକ ମାନଙ୍କର ଧନ ର ଅଭାବ ହୋଇନଥାଏ ଏବଂ ଲୋକ ମାନଙ୍କର ଭାଗ୍ୟ ଉଦୟ ହୋଇଥାଏ ।
2. ପାଦର ଆଙ୍ଗୁଠିରେ କଳାଜାଇ ଥିବା ଲୋକ ମାନେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି ଏବଂ ଅନ୍ୟର ଉପକାର ମଧ୍ୟ କରିଥାନ୍ତି ।
3.ହାତର ଆଙ୍ଗୁଠି ରେ କଳାଜାଇ ଥିବା ଲୋକ ମାନେ କର୍ମ ବୀର ହୋଇଥାନ୍ତି ଏବଂ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିଥାନ୍ତି ।

Lakshmi

4. ଯେଉଁ ଲୋକ ମାନଙ୍କ ବେକରେ କଳାଜାଇ ରହିଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ସେମାନେ ଚତୁର ତାର ସହିତ ଧନ ଅର୍ଜନ କରିଥାନ୍ତି ।
5.ତୁଳସୀ ପତ୍ର ତକିଆ ତଳେ ରଖି ଶୋଇବା ଦ୍ଵାରା ଶୁଭ ଏବଂ ମଙ୍ଗଳ ହୋଇଥାଏ । ସକରାତ୍ମକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।
6.ତକିଆ ତଳେ ମୟୁର ପଙ୍ଖ ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଉତ୍ତମ ଭାଗ୍ୟ ପ୍ରାପ୍ତି ହୋଇଥାଏ ।

7. ତକିଆ ତଳେ ପଇସା ତାଖି ଶୋଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ସକାଳୁ ତାକୁ ଭିକାରି ମାନଙ୍କୁ ଦାନ କରିବା ଦ୍ଵାରା ଗ୍ରହ ଦୋଷ ଦୂର ହୋଇ ଭାଗ୍ୟ ଉଜ୍ଵଳ ହୋଇଥାଏ ।
8. ଯେଉଁ ଲୋକ ମାନଙ୍କ କାନରେ କଳାଜାଇ ଚିହ୍ନ ରହିଥାଏ ସେମାନେ ବିଚାରବନ୍ତ ହୋଇଥାନ୍ତି ଏବଂ ଉତ୍ତମ ପରାମର୍ଶଦାତା ହୋଇଥାନ୍ତି ।
9.ଯେଉଁ ଲୋକ ମାନଙ୍କର ଓଠ ରେ କଳାଜାଇ ରହିଥାଏ ସେମାନେ ମିଷ୍ଠଭା ହୋଇଥାନ୍ତି ଏବଂ ଭାଷା ଦ୍ଵାରା ଅନ୍ୟ ମାନଙ୍କ ମନ କିଣିଥାନ୍ତି ।

Mother Lakshmi

10. କେବେବି ଅନ୍ୟ ମାନଙ୍କ ପାଇଁ ରହିଥିବା ଖାଦ୍ୟ ଖାଇବା ଉଚିତ ନୁହେଁ କିମ୍ବା ଆପଣଙ୍କ ପାଖରେ ଥିବା ଯେକୌଣସି ପ୍ରାଣୀ ଙ୍କୁ ଭୋକିଲା ରଖି ଖାଦ୍ୟ ଖାଇବା ଅମଙ୍ଗଳକାରୀ ହୋଇଥାଏ ।
11.ଭାଙ୍ଗି ଯାଇଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ ।
12. ଯେଉଁ ପୁରୁଷମାନେ ମହିଳା ମାନଙ୍କ ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ ।

13.ତକିଆ ତଳେ କୌଣସି ଧାର୍ମିକ ବସ୍ତୁ ରଖିବା ଦ୍ଵାରା ମଙ୍ଗଳ କାରୀ ହୋଇଥାଏ ଏବଂ ସମସ୍ତ ପ୍ରକାରର ଭୟ ଦୂର ହୋଇଥାଏ ।
14. ତକିଆ ତଳେ କୌଣସି ଲୁହାର ଜିନିଷ ଯେପରି ଚାବି ଇତ୍ୟାଦି ରଖିବା ଦ୍ଵାରା ଶୁଭ ହୋଇଥାଏ ଏବଂ ସମସ୍ତ ସମସ୍ୟା ଦୂର ହୋଇଥାଏ ।
15. ତକିଆ ତଳେ ରଶୁଣ ରଖି ଶୋଇବା ମଙ୍ଗଳକାରୀ ହୋଇଥାଏ ଏବଂ ଏହା ସୌଭାଗ୍ୟ ପ୍ରାପ୍ତ ହେବାରେ ସାହାର୍ଯ୍ୟ କରିଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *