ଏଠି କଣ ଚାଲିଛି, ଟ୍ରେଣ୍ଡ୍ ନା ଉପଭୋଗ, ଷ୍ଟାରଙ୍କ କଳି ଆଉ କୋର୍ଟ ଲଢେଇ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି 23 ଜୁଲାଇ ରୁ ରାଜ ରାସ୍ତା ରେ ଆରମ୍ଭ ହୋଇଥିଲା ଓଲିଉଡ ର ଷ୍ଟାର ମାନଙ୍କ ମଧ୍ୟ ରେ ବିବାଦ ଯାହାକି ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କ ର ପ୍ରେମ ସମ୍ପର୍କ ଦିର୍ଘ ଦୁଇ ବର୍ଷ ଧରି ରହିଥିଲା । ତେବେ ଏହି ଘଟଣା ସମ୍ପର୍କ ରେ ବାବୁସାନ ଙ୍କ ପତ୍ନୀ ଜାଣିବା ପରେ ତାଙ୍କୁ ଏ ନେଇ ବାରଣ କରିଥିଲେ । ହେଲେ ବାବୁସାନ ତାଙ୍କର କୈଣସି କଥା ମାନି ନଥିଲେ ।

ତେବେ ଏହି ଘଟଣା ର ଅନ୍ତ ଘଟାଇବା କୁ ଯାଇ ବାବୁସାନ ଙ୍କ ପତ୍ନୀ ତୃପ୍ତି ସତପଥୀ 23 ଜୁଲାଇ ରେ ରାଜ ରାସ୍ତା ଉପରେ ବାବୁସାନ ଏବଂ ପ୍ରକୃତି ମିଶ୍ର ତାଙ୍କର ଫିଲ୍ମ ର ପ୍ରମଶୋନ ପାଇଁ ଚେନ୍ନାଇ କୁ ଯାଉଥିବା ବେଳେ ତାଙ୍କୁ ରାସ୍ତା ରେ ଅଟକାଇ ମାଡ ମାରିଥିଲେ । ତେବେ ଏହି ଘଟଣା ଘଟିବା ପରେ ପ୍ରକୃତି ମିଶ୍ର ଭୂବନେଶ୍ୱ ର କୋର୍ଟ କୁ ଯାଇଥିଲେ ।

Prakruti

ଏହା ସହିତ ଖାରବେଳ ଥାନାରେ ପ୍ରକୃତି ମିଶ୍ର ଙ୍କ ପରିବାର ପକ୍ଷରୁ ଏତାଲା ଦିଆଯାଇଥିଲା ତୃପ୍ତି ଙ୍କ ବିରୋଦ୍ଧ ରେ ବାବୁସାନ ଙ୍କ ପତ୍ନୀ ତୃପ୍ତୀ ସତପଥୀ ଏବଂ ତାଙ୍କର ବାପା ଲଲିତ ସତପଥୀ ଙ୍କ ଉପରେ ପ୍ରକୃତି ମିଶ୍ର 5କୋଟି 10 ହଜାର ଟଙ୍କା ର ମାନହାନୀ ମକର୍ଦ୍ଦମା କରିଥିଲେ । ତେବେ ଆଜି ଶୁକ୍ରବାର ଥିଲା ଏହି ମକର୍ଦ୍ଦମା ର ପ୍ରଥମ ତାରିଖ କିନ୍ତୁ ଆଜି କୋର୍ଟ ରେ ହାଜର ହୋଇ ନଥିଲେ ତୃପ୍ତି ଏବଂ ଲଲିତ ସତପଥୀ ।

ଆଜି ସମସ୍ତ ଙ୍କ ର ନଜର ରହିଥିଲା ଏହି ଷ୍ଟାର ଙ୍କ ଶୁଣାଣି ଉପରେ କିନ୍ତୁ ଏଠାରେ କୋର୍ଟ ରେ ହାଜର ହେଲେ ନାହିଁ ତୃପ୍ତି ସତପଥୀ ଏବଂ ବାପା ଲଲିତ ସତପଥୀ । 5କୋଟି 10 ହଜାର ଟଙ୍କା ର ମାନହାନୀ ମକର୍ଦ୍ଦମା କରିଥିଲେ ପ୍ରକୃତି ମିଶ୍ର ଯାହାର ଥିଲା ଆଜି ପ୍ରଥମ ତାରିଖ ନିଜ ଓକିଲ ଙ୍କ ଜରିଆରେ ତୃପ୍ତି ସତପଥୀ ସମୟ ମାଗିଛନ୍ତି 5କୋଟି 10 ହଜାର ଟଙ୍କା ର ମାନହାନୀ ମକର୍ଦ୍ଦମା ରେ ହାଜର ହେଲେନି ତୃପ୍ତି ସତପଥୀ ଏବଂ ବାପା ଲଲିତ ସତପଥୀ । ଏହା ସହିତ ଟାଇମ ପିଟିସନ ଦାଖଲ କରି ସମୟ ମାଗିଛନ୍ତି ଉଭୟ ତୃପ୍ତି ସତପଥୀ ଏବଂ ବାପା ଲଲିତ ସତପଥୀ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *