ଋତୁଶ୍ରାବ ସମୟରେ ନାରୀ କେଉଁ କାମ କଲେ ହୋଇଥାଏ ସ୍ୱାମୀର ଅନିଷ୍ଟ, ପଢନ୍ତୁ ଆଜିର 20 ଟି Anuchinta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣନ୍ତି ମନୁଶ୍ୟ ସବୁ ବେଳେ ଖୁସୀରେ ରହିବା ପାଇଁ ବହୁତ କଷ୍ଟ କରିଥାଏ । ଏହା ସହିତ ନିଜର ଜିବନ କୁ ସଫଳ ଭାବେ ବ୍ୟତିଥ କରିବା ଲାଗି ଭଗବାନ ଙ୍କ ଆଶ୍ରୀବାଦ ଲୋଡିଥାନ୍ତି । ତେବେ ମନୁଶ୍ୟ ସବୁ କିଛି କରି ବି ନିଜ ଜିବନ ରେ ଏମିତି କିଛି ଛୋଟ ଛୋଟ ଭୁଲ କରେ ଯେଉଁ କାରଣ ଯୋଗୁଁ ତାକୁ ଜିବନ ସାରା କଷ୍ଟ ଭୋଗ କରିବା ପାଇଁ ପଡେ । ତେବେ ଆଜି କିଛି ଅନୁଚିନ୍ତା ଜାଣିବା ଜାହା ଆପଣ ଙ୍କ ଜିବନ କୁ ସୁଖ ମୟ କରିବ ।

ବନ୍ଧୁଗଣ ଯେଉଁ ନାରୀ ନିଜ ସ୍ୱାମୀ ସହିତ କଟୁ ବଚନ ରେ କଥା ହୋଇଥାଏ ଅନ୍ୟ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥାଏ ସେହି ପରିବାର ପାଇଁ ସେହି ମହିଳା ଅଶାନ୍ତି ର କାରଣ ହୋଇଥାନ୍ତି ।

ଯେଉଁ ପତ୍ନୀ ସନ୍ତାନ ର ଅନାଦର କରେ ସେ ସବୁ ଜନ୍ମ ପାଇଁ ନଂପୁଷକ ହୋଇ ଜନ୍ମ ନିଏ ।

jitu das

ଯେଉଁ ପୁରୁଷ ମାନେ ନାରୀ ର ସରଳତା ଦେଖି ଫାଇଦା ଉଠେଇବା ପାଇଁ ଚେଷ୍ଟା କରେ ସେହି ପରୁଷ ଆଗାମୀ ଜନ୍ମ ରେ ମାଇଚିଆ ହୋଇ ଜନ୍ମ ନିଏ ।

ତେବେ ବନ୍ଧୁଗଣ ଯେଉଁ ପୁରୁଷ ବିନା କାରଣ ରେ ପତ୍ନୀ ଏବଂ ପିଲାଙ୍କ ଅନାଦର କରିଥାଏ । ସେମାନଙ୍କର ଧର୍ମ ନାଶ ହୋଇଥାଏ । ଏହା ସହିତ ସ୍ୱାମୀ ପରଲୋକ ରେ ଦୁଖଃ ଭାଜନ କରନ୍ତି ।

ଜଣେ ବ୍ୟକ୍ତି ନିଜର କର୍ମ ଯୋଗୁଁ ଦରିଦ୍ର ହୋଇଥାଏ । ପିତୃ ଦୋଷ ରୁ ପିଲା ମାନେ ମୂର୍ଖ ହୋଇଥାନ୍ତି । ଯେଉଁ ବ୍ୟକ୍ତି ମାନେ ନୀତି ଆଦର୍ଶ ରେ ପରିଚାଳନା ହୋଇଥାନ୍ତି । ଅନ୍ୟ କାହାର ଦୋଷ ନଦେଖି ତାହାର ପ୍ରସଂଶା କରିଥାଏ । ସେହିପରି ଲୋକ ମାନେ ସମସ୍ତ ଙ୍କ ପ୍ରିୟ ଭାଜନ ହୋଇଥାନ୍ତି ।

ଯଦି କେବେ ଜଣେ ବ୍ରାହ୍ମଣ ହୋଇ ଶୁଦ୍ର ନାରୀ ସହିତ ଗୁପ୍ତ ସଂ-ମ୍ପର୍କ ରଖେ କିମ୍ବା ତାହାକୁ ହରଣ କରେ ସେହି ବ୍ରାହ୍ମଣ ର କାୟା ଅପବିତ୍ର ହୁଏ । ତାହା ସହିତ ସେହି ବ୍ୟକ୍ତିର ବ୍ରହ୍ମ ନଷ୍ଟ ହୋଇଥାଏ ।

jitu das

ସେହି ପରି ଜଣେ ଶୁଦ୍ର ହୋଇ ବ୍ରାହ୍ମଣ ନାରୀ ସହିତ ସଂ-ମ୍ପର୍କ ରଖିଲେ ତେବେ ସେ ଅକାଳ ମୃୃ-ତ୍ୟୁ ଭାଗୀ ହୋଇଥାଏ । ଏବଂ ନର୍କ ରେ ଜନ୍ମ ହୋଇ ପଶୁ ଯୌ-ନି ଗ୍ରହଣ କରିଥାଏ ।

ଯେଉଁ ମହିଳା ମାନେ ବିବାହିତ ହୋଇ ମଧ୍ୟ ପର ପୁରୁଷ ସହିତ ସଂ-ମ୍ପର୍କ ରଖନ୍ତି ସେ ସାତ ଜନ୍ମ ପାଇଁ ଦରିଦ୍ର କୂଳରେ ଜନ୍ମ ଗ୍ରହଣ କରିଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *