ହାଉଡ଼ା ବ୍ରିଜର ସତ କଣ ଅଟେ? ହାଉଡ଼ା ବ୍ରିଜରେ କାହିଁକି ନାହିଁ ଗୋଟେ ବି Pillar, ସତ ଜାଣିଲେ ମୁଣ୍ଡରେ ହାତ ଦେବେ

Hawada Beach

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନମସ୍କାର ବନ୍ଧୁଗଣ 75 ବର୍ଷରୁ କଲିକତାକୁ ଏକ ପରିଚୟ ଦେଉଥିବା ହାୱଡା ବ୍ରିଜ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ଏହା ପ୍ରସିଦ୍ଧ ଅଟେ । ଏହା ଏକ ଐତିହାସିକ ବ୍ରିଜ ଅଟେ ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ସାକ୍ଷୀ ଅଟେ ଏହି ବ୍ରିଜ କଲିକତା ସହିତ ହାୱଡାକୁ ଯୋଡେ ତେବେ ବନ୍ଧୁଗଣ ଆଜି ଆସନ୍ତୁ ଆମେ ହାୱଡା ବ୍ରିଜ ସହିତ ଯୋଡିତ କିଛି ରହସ୍ୟମୟ କଥା ବିଷୟରେ ଜାଣିବା ।

ଏହି ହାୱଡା ବ୍ରିଜ ହୁଗୁଳି ନଦୀ ଉପରେ ନିର୍ମାଣ କରାଯାଇଛି ଏହି ନଦୀ ଉପରେ ପ୍ରଥମେ କୌଣସି ବ୍ରିଜ ନଥିଲା ହେଲେ ଲୋକଙ୍କ ଗମନାଗମନ ପାଇଁ ବ୍ରିଟିଶ୍ ଇଣ୍ଡିଆ ସରକାର ହୁଗୁଳି ନଦୀ ଉପରେ ହାୱଡା ବ୍ରିଜ ନିର୍ମାଣ କରିଥିଲେ ଏହାର ଲମ୍ବ 1844 ଫୁଟ ଚଉଡା 62 ଫୁଟ ଥିଲା ଏହି ବ୍ରିଜ ଏତେ ମଜବୁତ ନଥିଲା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନଦୀରେ ଏକ ଫ୍ଲୋଟିଂ ବ୍ରିଜ ବନାଇବାକୁ ନିଷ୍ପତି ନେଇଥିଲେ । ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଦ୍ୱିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଗଲା ଆଉ ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ 1922 ମସିହାରେ ନୂଆ ହାୱଡା ବ୍ରିଜର ମିଶନ ଆରମ୍ଭ ହୋଇଥିଲା ।

ଏହି ବ୍ରିଜ୍ ଟେଣ୍ଡର ପାଇବା ପାଇଁ ବହୁତ ଗୁଡିଏ କମ୍ପାନୀ ଚେଷ୍ଟା କରିଥିଲେ କଲେ ହେଲେ ଟେଣ୍ଡର ଦା ବ୍ରେଟ୍ରେଟବନ୍ ଆଣ୍ଡ ଜିସୋ ଇଂଷ୍ଟ୍ରକ୍ସନ୍ କମ୍ପାନୀକୁ ଦିଆଜାଇ ଥିଲା । ଟେଣ୍ଡର ଦେବା ସହିତ ଇଂରେଜ ମାନେ ଏକ ନିୟମାବଳୀ ଜାରି କରିଲେ କି ବ୍ରିଜ ତଳେ ଯେପରି ଅଧିକ ଖମ୍ବ ରହିବ ନାହିଁ କାରଣ ନଦୀରେ ଯାଉଥିବା ସିପ ଆଉ ଡଙ୍ଗାର ରାସ୍ତାରେ କୈଣସି ବାଧକ ଆସିବ ।

Hawada Beach

ଇଂଞୀନିୟର ମାନେ ନଦୀ ମଧ୍ୟରେ ଗୋଟାଏ ବି ଖମ୍ବ ବାଡେଇ କେବଳ ଆରମ୍ଭରେ ଏକ ଶେଷରେ 4 ଗୋଟି ଖମ୍ବ ଦେଇ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ ଆଉ ଏହା ଏହି ହାୱଡା ବ୍ରିଜକୁ ସବୁଥର ରହସ୍ୟମୟ କରିଥାଏ । ହାୱଡା ବ୍ରୀଜ ତିଆରି ହେବା ବେଳେ 26 ହଜାର 500 ଟନ ଷ୍ଟିଲ୍ ବ୍ୟବହାର କରାଯାଇଥିଲା ଏହିଥିରେ ବ୍ୟବହାର ହୋଇଥିଲା ସମସ୍ତ ଷ୍ଟିଲ୍ ଭାରତର ଥିଲା ଯେଉଁ ଷ୍ଟିଲ୍ କୁ ଟାଟାଷ୍ଟିଲ୍ ପ୍ଲାଣ୍ଟ ଯୋଗାଇ ଥିଲା ଏହା କହିଲେ ମଧ୍ୟ ମୋଟେବି ଭୁଲ୍ ହେବ ନାହିଁ ଯେ ହାୱଡା ବ୍ରିଜ ସଂମ୍ପର୍ଣ୍ଣ ହେବା ପଛରେ ଟାଟାଷ୍ଟିଲ କମ୍ପାନୀର ହିଁ ହାତ ରହିଛି ।

ତେବେ ଏହି ହାୱଡା ବ୍ରୀଜ ର ଲମ୍ବ 15 ଶହ 28 ଫୁଟ ଏବଂ ଚଉଡ଼ା 62 ଫୁଟ ଅଟେ ଆଉ ଯେତେବେଳେ ହାୱଡା ବ୍ରିଜ ଠିଆ ହେଲା ତାହା ତୃତୀୟ ବୃହତ୍ତମ ବ୍ରିଜ ବନିଗଲା ହେଲେ ଦର୍ଶକ ବନ୍ଧୁ ହାୱଡା ବ୍ରିଜ ଏକ ଏପରି ବ୍ରିଜ ଅଟେ ଯାହାର ଉଦଘାଟନ ବର୍ତମାନ ସମୟ ଯାଏ ହୋଇ ପାରିଲା ନାହିଁ । ଏହି ବ୍ରିଜ ବିନା ଉଦଘାଟନରେ ଚାଲିଛି କାରଣ ଯେତେବେଳେ ହାୱଡା ବ୍ରିଜ ନିର୍ମାଣ ହୋଇଥିଲା ସେହି ସମୟରେ ଦ୍ୱିତିୟ ବିଶ୍ୱଯୁଦ୍ଧ ଶେଷ ସୀମାରେ ଥିଲା ଚାରିଆଡେ ରକ୍ତର ନଦୀ ବହୁଥିଲା ସେଥିପାଇଁ ଏହି ବ୍ରିଜ ର ଉଦଘାଟନ ନକରି ସେହିପରି ଚାଲୁ କରି ଦିଆଜାଇ ଥିଲା ।

ବନ୍ଧୁଗଣ ଆପଣ ମାନେ ଯେଉଁ ହାୱାଡା ବ୍ରିଜ୍ ବିଷୟ ରେ କହୁଛନ୍ତି ତାହାର ଅସଲ ନାମ ହେଲା ରବୀନ୍ଦ୍ର ସେତୁ । ହେଲେ ଏହାକୁ ଆଜିବି ଆମେ ହାୱାଡା ବ୍ରିଚ ବୋଲି କୁହାଯାଏ ଏହି ହାୱଡା ବ୍ରିଜ ର ଏକ ଚାବି ରହିଛି ଜାହାର ଚାବି ବର୍ତମାନ ପର୍ଯ୍ୟନ୍ତ ବ୍ରିଟେନ ଦେଇନାହିଁ । ଏହି ଚାବି ମାଧ୍ୟମରେ ପୋଲକୁ ନଦୀ ମଝିରୁ ଖୋଲାଜାଇ ପାରିବ । ହେଲେ ଏହାର ସତ୍ୟାସତ କିଛିବି ଜଣାପଡି ନାହିଁ । ହାୱାଡା ବ୍ରିଚ ଏବେ ଖରାପ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଏହା ଥିଲା କିଛି ଖାସ କଥା ହାୱାଡା ବ୍ରିଚ କୁ ନେଇ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *