ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଏହି କଥା କୁ ଜାଣି ଥିବେ କି ଆଜିର ଦିନ ରେ ଇଣ୍ଟରଭିୟୁ ମାନଙ୍କ ରେ କେତେ ପରିମାଣ ରେ ଷ୍ଟ୍ରୀଟ୍ ହେଉଛି । ତେବେ ସେମିତି କ୍ଷେତ୍ର ରେ ପିଲା ମାନଙ୍କୁ ଆହୁରୀ ବି ପାଗଳ କରି ଦେଉଛି । ଆଜିର ସମୟ ର ଅଡୁଆ ପ୍ରଶ୍ନ । ତେବେ ସେମାନେ ବହୁତ ସମୟ ରେ ଇଣ୍ଟର୍ଭିୟୁ ରେ ସଠିକ୍ ଉତ୍ତର ଦେଇ ପାରୁ ନ ଥିବା କାରଣ ରୁ ସେମାନେ ବହୁତ ଅସୁବଧା ର ସମ୍ମଖୀନ ହୋଇ ଥାନ୍ତି ।
ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ନଲେଜବୁଲ ସେମିତି ହିଁ ପ୍ରଶ୍ନ ବିଷୟ ରେ କହିବା ପାଇଁ ଆସିଛୁ ଜାହାକୁ ଆପଣ ମାନେ ଜାଣିବା ଦ୍ୱାରା ଆପଣ ମାନଙ୍କ ଜ୍ଞ୍ୟାନ ବଢିବା ସହିତ ଆପଣ ମାନେ ନିଶ୍ଚିତ ଭାବେ ଇଣ୍ଟର୍ଭିୟୁ ରେ ପାସ୍ ହୋଇ ପାରିବେ । ତେବେ ଆସନ୍ତୁ ସେମିତି କିଛି ପ୍ରଶ୍ନ ଜାଣିବା । ଆମେ ଆଜି ଆମ ଭାରତ ବିଷୟ ରେ କିଛି ଜାଣିବା ଆମେ ଆଜି ଆପଣ ମାନଙ୍କ ପାଇଁ ଚତୁର ପ୍ରଶ୍ନ ନେଇ ଆସିଛୁ ।
1. ମହାଭାରତର ରଚୟିତା କରିଥିବା ଲୋକର ନାମ କଣ ଅଟେ ?
ଏହାର ସଠିକ୍ ଉତ୍ତର ହେଲା ବେଦବ୍ୟାସ ।
2. କେତେବେଳେ ପିଏ କଳା, କେତେବେଳେ ପିଏ ନାଲି ପେଟ ଶୁଖିଗଲେ ତାର, ଆଊ ନ ପାରଇ ଚାଲି ?
ଏହାର ସଠିକ୍ ଉତ୍ତର ହେଲା କଲମ ।
3.ଜଣେ ବୁଲା ବିକାଳୀ ବୁଲି ବୁଲି କହୁଥିଲା 100 ଟଙ୍କାରେ କିଣନ୍ତୁ । ପୁରା ପରିବାର ଜୀବନସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲା ?
ଏହାର ସଠିକ୍ ଉତ୍ତର ହେଲା ଆସନ ।
4. ଆମ୍ବୁଲାନ୍ସ କୁ ଓଡିଆରେ କଣ କୁହାଯାଏ ?
ଏହାର ସଠିକ୍ ଉତ୍ତର ହେଲା ଆପତକାଳୀନ ଯାନ ।
5. ଜଣେ ସଚ୍ଚା ଜୈନ ମୁନି ଭଳି ଉପବାସ ଦ୍ଵାରା କେଉଁ ଶାସକ ଶରୀର ତ୍ୟାଗ କରିଥିଲେ ?
ଏହାର ସଠିକ୍ ଉତ୍ତର ହେଲା ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ।
6. କଞ୍ଚାବେଳେ ଲତପତ ପାଚିଗଲେ ଟାଣ, ଏ ଢଗଟି କହିଦିଏ ହେ ମୋର ରହିଲା ରାଣ ?
ଏହାର ସଠିକ୍ ଉତ୍ତର ହେଲା ହାଣ୍ଡି ହେଉଛି ସଠିକ ଉତ୍ତର ।
7. ବ୍ୟାଙ୍କରୁ ନେଇଥିବା ଋଣ ପରିଶୋଧ କରିବା ସମୟରେ ଆମେ ‘EMI’ ଶବ୍ଦ ଶୁଣିଥାଉ । ଏଠାରେ ‘EMI’ ର ଫୁଲ୍ ଫର୍ମ କଣ ?
ଏହାର ସଠିକ୍ ଉତ୍ତର ହେଲା Equated Monthly Installment ।
8. ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରିଯାଏ । ତାହା କ’ଣ ?
ଏହାର ସଠିକ୍ ଉତ୍ତର ହେଲା ଲୁଣ ।
9. ଏକ ଗ୍ଳାସ ପାଣିରେ ଭାସୁଥିବା ବରଫ ଖଣ୍ଡ ଭୌତିକ ବିଜ୍ଞାନର କେଉଁ ସିଦ୍ଧାନ୍ତର ଉଦାହରଣ ଅଟେ ?
ଏହାର ସଠିକ୍ ଉତ୍ତର ହେଲା ଆର୍କମେଡିସଙ୍କ ସିଦ୍ଧାନ୍ତ ।
10. ଗୋଟିଏ ରୁମାଲର ଚାରିଟି କୋଣ, ଗୋଟିଏ କୋଣ କାଟି ଦେଲେ, ରହିବ କେତେ କୋଣ ?
ଏହାର ସଠିକ୍ ଉତ୍ତର ହେଲା 5 ଟି କୋଣ ।
11. ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?
ଏହାର ସଠିକ୍ ଉତ୍ତର ହେଲା ବେଲୁନ ।
12. ମଶାକୁ କେଉଁ ରଙ୍ଗ ସବୁଠୁ ଅଧିକ ପସନ୍ଦ ହୋଇଥାଏ ?
ଏହାର ସଠିକ୍ ଉତ୍ତର ହେଲା ନୀଳ ରଙ୍ଗ ।
13. ଭାରତରେ ସର୍ବ ପ୍ରଥମେ ସୂର୍ଯ୍ୟ କେଉଁଠାରେ ଉଦୟ ହୋଇଥାନ୍ତି ?
ଏହାର ସଠିକ୍ ଉତ୍ତର ହେଲା ଅରୁଣାଚଳ ପ୍ରଦେଶ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।