‘କହୁ କହୁ ସ୍ଵାମୀଙ୍କ ବିଷୟରେ ଏ କଣ କହିଦେଲେ ନେନା…’ ଦେଖନ୍ତୁ ଅଭିନେତ୍ରୀ Naina Dash ସହ ଏହି Exclusive Interview

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ସବୁ କଳାକାର ମାନଙ୍କୁ ବହୁତ ଭଲ କରି ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜର ପର୍ସିନାଲ ଲାଇଫ ଏବଂ ନିଜର ଜିବନ ଶୈଳି ପାଇଁ ସବୁ ସମୟ ରେ ବହୁତ ପରିମାଣ ରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବନ୍ଧୁଗଣ ଆମେ ଯେଉଁ ଓଡିଆ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ସେମାନେ ପ୍ରସିଦ୍ଧ ହାସଲ କରିଛନ୍ତି ।

ତେବେ ଏହି ଓଡିଆ ଅଭିନେତ୍ରୀ ଜଣଙ୍କ ଆଉ କେହିବି ନୁହଁନ୍ତି ବୋଲି ସେ ନେନା ଅଟନ୍ତି । ତେବେ ନେନା ଙ୍କୁ ତ ଆପଣ ମାନେ ବହୁତ ଭଲ କରି ଜାଣିଥିବେ । ତେବେ ନେନା ବହୁତ ଇଣ୍ଡଷ୍ଟ୍ରୀ ରେ ନିଜର ଦମଦାର ଅଭିନୟ ପଦର୍ଶନ କରି ସେ ବହୁତ ସୁନାମ ଅର୍ଜନ କରିଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ନେନା ଙ୍କ କିଛି ଭିଡିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ସାକ୍ଷାତ୍ୟକାର ରେ ନେନା ନିଜର ସ୍ୱାମୀ ଙ୍କ ବିଷୟ ରେ କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ଡେରି ନକରି ସେହି ବିଷୟ ରେ ।

Naina Dash

ତେବେ ସେ କହିଛନ୍ତି କି ଆମର ଆରେଞୀ ମ୍ୟାରେଜ ହୋଇଛି ବୋଲି । ମୋ ସ୍ୱାମୀ ଜଣେ ଜ୍ୟାଣ୍ଟେଲମ୍ୟାନ ଅଟନ୍ତି । ସେ ଯେତିକି ରୋ-ମାଣ୍ଟିକ ମୋ ପାଇଁ ବହୁତ ଅଧିକ ଅଟେ । ଆଉ ସେ ଯେମିତି ମେଚିୟର ଅଟନ୍ତି ମୋ ପାଇଁ ସେତିକି ବହତ ଅଧିକ ବୋଲି ସେ କହିଛନ୍ତି । ମତେ ଲାଗେ କି ସେ ଆମ ଘରର ଲକି ଚାର୍ମ ଅଟନ୍ତି । ଏବଂ ସେ ମତେ ବହୁତ ଅଧିକ ଭଲ ପାଆନ୍ତି ସେ ବହୁତ ଖୁସୀ ମିଜାର ର ଲୋକ ହୋଇଥିବା ସହିତ ମୋ ସହିତ ଇଜ୍ଜତ ର ସହିତ କଥା ହୋଇଥାନ୍ତି ।

ଆଉ ସେ ସବୁ ବେଳେ ଝିଅ ମାନଙ୍କୁ ସମ୍ମାନ କରନ୍ତି ଏବଂ ସେ ଚାହାଁନ୍ତି କି ଝିଅ ମାନେ କେମିତି ଜିବନ ରେ ଉନ୍ନତି କରିବେ ବୋଲି । ଆଉ ମତେ ସେ ବହୁତ ଫ୍ରଡମ୍ ମଧ୍ୟ ଦେଇଥାନ୍ତି । ଆଉ ତାଙ୍କ ପାଇଁ ହିଁ ଆଜି ମୁଁ ଏହି ଇଣ୍ଡଷ୍ଟ୍ରୀ କୁ ଫେରିଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଆଜି ମୁଁ ଯେଉଁ ସ୍ଥାନରେ ରହିଛି କେବଳ ମୋ ସ୍ୱାମୀ ଙ୍କ ପାଇଁ ବୋଲି ସେ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *