Weather Update : ଓଡ଼ିଶା ମୁହାଁ ହେଉଛି ବାତ୍ୟା। ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ଏ ବର୍ଷର ସବୁଠାରୁ ବଡବାତ୍ୟା ଜାଣନ୍ତୁ କେଉଁ ଜିଲ୍ଲାରେ କରିବ ଲ୍ୟାଣ୍ଡଫଲ…ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

Weather Update

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ବଳ ଗୋଟାଉଛି ବାତ୍ୟା । ସମୁଦ୍ର ଉପକୂଳ ଆଡକୁ ଭୟଙ୍କର ବେଗ ରେ ମାଡି ଆସୁଛି । 13 ଗୋଟି ଜିଲ୍ଲାକୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଚେତାବନି । ତେବେ ଆସୁଛି ବଡ ବିପଦ ମାଡି ଆସୁଛି ସବୁଠାରୁ ବଡ ଏବଂ ଶକ୍ତିଶାଳୀ ବାତ୍ୟା ତେବେ 50 ଫୁଟ ଉଠିବ ଉଠିବ ସମୁଦ୍ର ଜୁଆର ଏବଂ 200 କିଲୋମିଟର ବେଗରେ ପବନ ବହିବ । ତେବେ ସମୁଦ୍ର ରୁ ବଳ ଗୋଟେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା । ଜାହାକୁ ନେଇ ଆତଙ୍କିତ ଉପକୂଳ ବାସୀ ।

ଏମିତି କି ଏହି ବର୍ଷ ଏହି ବାତ୍ୟା କୁ ସବୁଠାରୁ ବଡ ବାତ୍ୟା ବୋଲି କୁହାଜାଇଛି । ତେବେ ଏହା ପୂର୍ବ ସମୁଦ୍ର ଚାଇନା ଦେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ବାତ୍ୟା । ତେବେ ଏହି ବାତ୍ୟା ଯୋଗୁଁ ଜାପାନ ର ଦକ୍ଷିଣ ପୂର୍ବ ଦ୍ଵିପ ପୁଞ୍ଜ ଗୁଡିକ ପ୍ରଭାବିତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହା ସହିତ ଉପକୂଳ ରେ ରହିଥିବା ସହର ଗୁଡିକ ସହର ପ୍ରତି ବାତ୍ୟା ବିପଦ ଆସିଛି । ତେବେ ଏହି ସୁପର ଟାଇଫୋନ ର ନାମ ହିନ୍ନାମନୋର ବୋଲି ରଖାଜାଇଛି ।

batya

ବର୍ତମାନ ସମୟ ରେ ସମୁଦ୍ର ମଧ୍ୟରେ ପବନ ର ବେଗ ଘଣ୍ଟା ପ୍ରତି 257 କିଲୋମିଟର ତଥା 160 ମାଇଲ୍ସ ରହିଛି । ଏବଂ ପବନ ର ବେଗ ଧିରେ ଧିରେ ବଢୁଛି । ପବନ ଦେଖି ସମୁଦ୍ର କୂଳ ରେ ରହୁଥିବା ଲୋକ ମାନେ ଏବେ ଭୟଭିତ ହୋଇଛନ୍ତି । ତେବେ ଏହି ହିନ୍ନାମନୋର ପ୍ରଭାବରେ ସମୁଦ୍ର ର ଜୁଆର 50 ଫୁଟ କିମ୍ବା 15 ମିଟର ଉଚ୍ଛ କୁ ଉଠି ପାରେ । ତେବେ ଜାପାନ ର ମେଟ୍ରୋଲଜିକାଲ ଏହାକୁ 2022 ର ସବୁଠାରୁ ବଡ ବାତ୍ୟାର ଆଖ୍ୟା ଦିଆଜାଇଛି ।

ଏପରି ଅବସ୍ଥାରେ ବାତ୍ୟା ସ୍ଥଳ ଭାଗରେ ମାଡ ହୁଏ ତେବେ ଭୟଙ୍କର କ୍ଷୟ କ୍ଷତି ହେବାର ଆଶଙ୍କା ରହିଛି । ହଙ୍କକଙ୍ଗ ପାଣିପାଗ ବିଭାଗ କହିଛି ଯେ ଏହା ରଇକ୍ୟୁ ଦ୍ୱୀପପୁଞୀ ମୁହାଁ ହେଉଛି । ଏହା ପ୍ରଭାବରେ ରଇକ୍ୟୁରେ 200 ରୁ 300 ମିନିଟ ବର୍ଷା ହେଲାଣି । ତେବେ ଏହି ବାତ୍ୟା କେବେ ସ୍ଥଳଭାଗ ଛୁଇଁବ ସେହି ନେଇ ସୂଚନା ନାହିଁ । ଅନ୍ୟ ପଟେ ଆମେରିକା ର ଜଏଣ୍ଟ ଟାଇଫୋନ ୱାର୍ଣ୍ଣିଁ ସେଣ୍ଟର କହିଛନ୍ତି ଯେ ଏହି ଟାଇଫୋନ ଆଗାମୀ ଦିନ ରେ ସମୁଦ୍ର ମଧ୍ୟରେ ହିଁ ଦୂର୍ବଳ ହୋଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *