ମୁଁ ଦେ-ହ ସୁଖ ଦେବି ମତେ ପାସ କରେଇ ଦିଅ , ଛାତ୍ରୀ ଓ ଅଧ୍ୟାପକ ଙ୍କ Viral call Recording ; ଶୁଣିଲେ ହୋସ ଉଡ଼ିଯିବ ।

students

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସୋସିଆଲ ମିଡିଆରେ ଜଣେ ଛାତ୍ରୀ ଏବଂ ଏକ ଅଧ୍ୟପକ ଙ୍କ କଲ ରେକଡିଂ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରଲ ହେଉଥିବା ଅଡ଼ିଓ ରେ ଏହା ସୁଣିବାକୁ ମିଳୁଛି ଯେ ଜଣେ ଛାତ୍ରୀ ରାତିରେ ଜଣେ ଅଧ୍ୟପିକା ଙ୍କୁ ଫୋନ କରିଥିଲେ । ଏହା ପରେ ଛାତ୍ରୀ ଜଣଙ୍କ କହିଥିଲେ ସାର ମୁଁ ରିଚା କହୁଛି । ଏହା କହିଲେ ସରି ସାର ମୁଁ ତୁମକୁ ରାତିରେ ଫୋନ କରି ହଇରାଣ କରୁଛି । ଏହା ଛାତ୍ରୀ ଜଣଙ୍କ ଅଧ୍ୟାପକ ଙ୍କୁ କହିଥିଲେ ଯେ ସାର ଏବେ କିଛି ଦିନ ତଳେ ପରିକ୍ଷା ହୋଇଥିଲା ଯେ ପ୍ରାୟ ସବୁ ବିଷୟ ରେ ମୁଁ ପାସ ହୋଇଯିିବି ହେଲେ ବାୟୋ ବିଷୟ ଉପରେ ସଂନ୍ଧେହ ଆସୁଛି ।

ଏହା ପରେ ଅଧ୍ୟପକ କହିଲେ ଯଦି କିଛି ଡାଉଟ ରହିଛି ତେବେ କାଲି କ୍ଲାସ୍ ରେ ଆସି ଦେଖାକର ଛାତ୍ରୀ ଜଣଙ୍କ କହିଲେ ଯେ ସାର ମତେ ବହୁତ ଡର ଲାଗୁଛି । ଆଉ ଯଦି ନମ୍ବର କମ୍ ଆସେ ତେବେ ଘରେ ବାପା ମତେ ବହୁତ ବାଡେଇବେ । ମୁଁ ସେହିଥି ପାଇଁ ଏବେ ଆପଣଙ୍କୁ କଲ କରିଛି । ତେବେ ଏଠାରେ ଛାତ୍ରୀ କହୁଛନ୍ତି ଯେ ମୋର ନମ୍ବର କେଉଁଠାରେ କେଉଁଠାରେ ଏପଟ ସେପଟ ଲାଗୁଛି । ସେହିଥି ପାଇଁ ସାର ଆପଣ ଟିକେ ଦେଖିଦେବେ ପ୍ଲିଜ୍ ।

ଏହା ପରେ ଅଧ୍ୟପକ ତାଙ୍କୁ କହିଲେ ତୁମେ ମୋ ପାଖରେ କୋଚିଂ କରୁଥିଲ ନାଁ ଅଲଗା କେଉଁଠି । ଛାତ୍ରୀ କହିଲେ ମୁଁ ଆପଣଙ୍କ ପାଖରେ ହିଁ କୋଚିଂ କରୁଥିଲି । ଏହା ପରେ ଅଧ୍ୟପିକା କହିଲେ କାଲି ଆମେ ଦେଖା କରି ପାରିବା କି । ଏହା ପରେ ଛାତ୍ରୀ କହିଲେ ହଁ ସାର ମୁଁ ଏବେ ଫ୍ରୀ ଅଛି । ତେବେ ଅଧ୍ୟାପକ କହିଲେ ଏବେ ବହୁତ ରାତି ହୋଇଗଲାଣି । ହେଲେ ମୋର ଏବେ କିଛିବି ଅସୁବିଧା ନାହିଁ । ମୋ ମମି ବାପା ମଧ୍ୟ ଏବେ ଘରେ ନାହାଁନ୍ତି । ଆଉ ଆପଣ ଯଦି ଚାହିଁବେ ତେବେ ମୁଁ ଆପଣଙ୍କ ସହିତ ଦେଖା କରି କଥା ହୋଇ ପାରିବି ।

ଏହା ପରେ ଅଧ୍ୟାପକ କହିଲେ କାଲି ରବିବାର ରହିଛି ତମେ କାଲି ଆସ କେଉଁ ଜାଗାକୁ ଆମେ ବୁଲିବାକୁ ଯିବା ସେଠାରେ ଏକାଠୀ ସମୟ ବିତାଇବା । ଆଉ ତମେ ନମ୍ବର ପାଇଁ ଜମା ବି ବ୍ୟସ୍ତ ହୁଅ ନାହିଁ । ମୁଁ କିଛି ନା କିଛି ସମାଧାନ ନିଶ୍ଚିତ କରିଦେବି । ଏହା ପରେ ଛାତ୍ରୀ କହୁଛନ୍ତି ଏବେ ବହୁତ ରାତି ହେଲାଣି କେବଳ 9 ଟା ବାଜିଛି ଆଉ ମୁଁ ଏବେ ଫ୍ରୀ ଅଛି । ଘରେ ଏବେ କେହିବି ନାହାଁନ୍ତି । ଆଉ ଏବେ ଯଦି ଚାହିଁବେ ଆପଣ ଦେଖା କରି ପାରିବେ । ଏବଂ ଶେଷରେ ଅଧ୍ୟାପକ କହିଛନ୍ତି ତୁମ ଘର କେଉଁ ଜାଗାରେ ମତେ ଲୋକେସନ ପଠାଅ ମୁଁ ଯିବାକୁ ଚେଷ୍ଟା କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *