(Video) ପ୍ରେମିକଙ୍କ ଗୁ-ପ୍ତାଙ୍ଗ କାଟିବା ମହଙ୍ଗା ପଡ଼ିଲା, ପ୍ରେମିକାଙ୍କୁ ୭ ବର୍ଷ ଜେଲ, ୨୦ ହଜାର ଜରିମାନା

Lover

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ବିବାହିତ ଏବଂ ଅବିବାହିତ ପୁରୁଷ ମହିଳା ମାନଙ୍କ କାରନାମା ସୁଣିଲେ ମୁଣ୍ଡରେ ହାତ ଦେବାକୁ ପଡୁଛି । ତେବେ ବିବାହ ପୂର୍ବରୁ ଶା-ରୀ-ରିକ ସଂମ୍ପର୍କ ରକ୍ଷା କରିବା ମ୍ୟାରେଜ ପରେ ପର-କ୍ରିୟା ପ୍ରିତି ରେ ମଗ୍ନ ରହିବା ଗୋଟିଏ ସାଧାରଣ କଥା ପାଲଟି ଗଲାଣି । ତେବେ ସବୁଠାରୁ ହଂସାତ୍ମକ କଥା ହେଉଛି ବର୍ବ ରୋଚିତ ଆକ୍ରମଣ କରିବା । ଏହି କ୍ରମରେ ପ୍ରେମିକା ଙ୍କ ପ୍ରାଇଭେଟ ପାର୍ଟ କାଟିବା ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଛନ୍ତି ଜଣେ ପ୍ରେମିକା ।

ତେବେ ବନ୍ଧୁଗଣ ଏହି ଘଟଣା ଟି କେଉଁଝର ଜିଲ୍ଲାର ହରି ଚନ୍ଦନ ପୁର ଥାନା ଅନ୍ତର୍ଗତ ନୂଆଗାଁରେ ସୂଚନା ମୁତାବକ ଝାରବେଡା ଗ୍ରାମର ରେଜେନ୍ଦ୍ର ନାୟକ । ରାଜ୍ୟ ବାହାରେ କାମ କରନ୍ତି । ସେ ଗତ 2000 ଜାନୁଆରୀ ମାସ 7 ତାରିଖ ରେ ନୂଆଗାଁ ରେ ରହୁଥିବା ତାଙ୍କର ବିବାହିତ ପ୍ରେମିକା କମଳା ପାତ୍ରଙ୍କ ଘରକୁ ଯାଇଥିଲେ । ତେବେ ସେଠାରେ କମଳା ରେଜେନ୍ଦ୍ର ଙ୍କୁ ପ୍ରଚୁର ମଦ୍ୟାପନ କରେଇ ତାଙ୍କର ଗୁ-ପ୍ତାଙ୍ଗ କାଟି ଦେହରୁ ଅଲଗା କରିଦେଇଥିଲେ ।

ଏହି ନେଇ ରାଜେନ୍ଦ୍ର ଙ୍କ ବାପା ଅଭିମନ୍ୟୁ ଥାନାରେ ଅଭିଯୋଗ କରିବା ପରେ କମଳା ଗିରୋଫ ହୋଇଥିଲେ । ତେବେ ଏହି ଘଟଣା ରେ ମୋଟ 17 ଜଣଙ୍କୁ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ସିଜେଏମ୍ କମଳା ଙ୍କୁ 307 ଦଫା ରେ 7 ବର୍ଷ ଜେଲ ଦଣ୍ଡ ସହ 20 ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଧେଶ ଦିଆଜାଇଛି ।

ବର୍ତମାନ ସମୟ ରେ କମଳା ହାଇକୋର୍ଟ ରୁ ବେଲ ରେ ରହିଛନ୍ତି । ତେବେ ବନ୍ଧୁଗଣ ଆଜିର ସମୟ ରେ ସମାଜ ରେ ଏହି ପରି ମଧ୍ୟ ଘଟଣା ଘଟିବାରେ ଲାଗିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟ ଉପରେ କଣ ରାୟ ରଖିବାର ରହିଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *