ଶା-ରୀ-ରି-କ ହୋଇ ବନ୍ଧା ହେଲେ ଦୁଇ ଯୁବକ ।

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଚାଲୁଛି ନୂଆ ଟ୍ରେଣ୍ଡ ଯୁବକ ମାନଙ୍କୁ ଆଉ ଭଲ ଲାଗୁ ନାହିଁ ଯୁବତୀ ଙ୍କର ପ୍ରେମ ମହିଳା ଙ୍କୁ ପ୍ରେମ କରିଲେ ନଂ ଟେନସନ ହଁ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଭାବୁଥିବେ ଆମେ ଆପଣ ମାନଙ୍କୁ କଣ ପାଇଁ କହୁଛୁ । ତେବେ ଆପଣ ମାନେ ଏହି ଦିନରେ ଭାଇରଲ ହେଉଥିବା ଏକ ଭିଡ଼ିଓ ଉପରେ ଥରେ ନଜର ପକାନ୍ତୁ ।

ଏହି ଦୁଇଜଣ ଯୁବକ ମିଥ୍ୟା ପ୍ରଲୋଭନ୍ନ ଦେଖେଇ ଜଣେ ମହିଳା ଙ୍କ ସହିତ ଦିର୍ଘ ଦିନ ଧରି ଶା-ରୀ-ରିକ ସଂ-ମ୍ପ-ର୍କ ରଖି ଆସୁଥିଲେ । ହେଲେ ଏହି ଚୁରା ପୀରତି ବହୁତ ଦିନ ଯାଏ ତିଷ୍ଟି ପାରିଲା ନାହିଁ । ଏବେ ଏହି ପୀରତି ଦାଣ୍ଡରେ ପଡି ଥାନାରେ ପହଁଚିଲାଣି । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଘଟଣା ଉପରେ  ।

man

ଖବର ଅନୁସାରେ ଜାଜପୁର ଜିଲ୍ଲା କରେଇ ଥାନା ଅନ୍ତର୍ଗତ ଧନେଶ୍ୱର ଅଞ୍ଚଳର ଜଣେ ଯୁବକ ଏବଂ କଳିଙ୍ଗ ନଗର ଥାନା ଅନ୍ତର୍ଗତ ପିଙ୍ଗଲ ଅଞ୍ଚଳ ର ଜଣେ ଯୁବକ ପାରଗାଡିଆ ଅଞ୍ଚଳ ର ଜଣେ ବିବାହିତା ମହିଳା ଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହିତ ଶା-ରୀ-ରିକ ସଂ-ମ୍ପ-ର୍କ ରଖିଥିବା ଅଭିଯୋଗ ରେ ବିବାହିତ ମହିଳା ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି କଳିଙ୍ଗ ନଗର ପୋଲିସ 195/2022 ରେ ଏକ ମାମଲା ରୁଜୁ କରି ଗତ କାଲି ଦୁଇ ଜଣ ଯୁବକ ଙ୍କୁ କୋର୍ଟ ଚାଲାଣ କରାଜାଇଛି ।

ଜାମିନ ନାମଞ୍ଜୁର ହେବାରୁ ଦୁଇ ଜଣ ଅଭିଯୁକ୍ତ ଙ୍କୁ 14 ଜଣିଆ ବିଚାର ବିଭାଗିୟ ହାଜତ କୁ ପଠେଇ ଦିଆଜାଇଛି । ତେବେ ବନ୍ଧୁଗଣ ଆଜିର ସମୟ ରେ ଏମିତି ଘଟଣା ଏକ ସାମାନ୍ୟ ଘଟଣା ପରି ପ୍ରତିତ ହେବାରେ ଲାଗିଲାଣି ଯେଉଁପରି ଭାବେ ପ୍ରତିଦିନ ଏହି ପରି ଖବର ସୁଣିବାକୁ ମିଳୁଛି ଏହା ଏକ ସାମାନ୍ୟ ଘଟଣା ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *