ଆଜି ପ୍ରବଳରୁ ଅତି ପ୍ରବଳ ଅବା ବାଦଲ ଫଟା ବର୍ଷା ହେବ । ତୁହାକୁ ତୁହା ବର୍ଷାରେ ଭିଜିବ ଓଡ଼ିଶା

Heavy Rain

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଲଘୁଚାପ ର ବର୍ଷା ରେ ଭିଜୁଛି ସାରା ଓଡିଶା ପଶ୍ଚିମ ବଙ୍ଗୋ ରେ ଆଜି ସୃଷ୍ଟି ହେବ ଲଘୁଚାପ କିନ୍ତୁ ବାତ୍ୟା ର ସମ୍ଭାବନା ଏବଂ ଏମିତି କିଛି ସୂଚନା ଦେଇଛନ୍ତି ଆଇଏମଜି ର ଡିଜି ।

ସକ୍ରିୟ ହୋଇଥିବା ଲଘୁଚାପ ର ପ୍ରଭାବ ରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକ ରେ ବର୍ଷା ଲାଗି ରହିଛି । ଆଜି ସାରା ରାଜ୍ୟ ରେ ବର୍ଷା ହୋଇପାରେ ଏବଂ ଏହା ସହ ପ୍ରବଳ ବର୍ଷା ହୋଇପାରେ । ଏମିତିକି କିଛି କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ଅର୍ଥାତ ବାଦଲ ଫଟା ବର୍ଷା ହୋଇପାରେ ।

rains

ରାଜ୍ୟ ରେ ବର୍ତ୍ତମାନ ଲଘୁତାପ ର ପ୍ରଭାବ ରେ ଶନିବାର ଦିନ ଠାରୁ ବର୍ଷା ଲାଗି ରହିଛି ଏହା ସହ ଆଜି 8 ଜିଲ୍ଲା ବରଗଡ , ବୈଦ୍ଧ , ସନପୁର , କନ୍ଧମାଳ , ନୂଆପଡା , ବଲାଙ୍ଗୀରି , କଳାହାଣ୍ଡି ଓ ନବରଙ୍ଗ ପୁର ଜିଲ୍ଲା କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । ସେହିପରି ଏହି ସବୁ ଜିଲ୍ଲା ର କିଛି କିଛି ସ୍ଥାନ ରେ 10 ରୁ 12 ସେଣ୍ଟି ମିଟର ଯାଏଁ ବର୍ଷା ହୋଇପାରେ ।

ସେହି ପରି ଏହା ବାଦ ଆଉ 16 ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । ଆଉ ଆସନ୍ତା କାଲି ପାଇଁ 15 ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ । 13 ତାରିଖ ଦିନ 8 ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ର ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ ।

rain

ଆଉ ସବୁଠୁ ବଡ କଥା ହେଲା ଏହି ଲଘୁଚାପ ର ପ୍ରଭାବ ରେ ଘଣ୍ଟା ପ୍ରତି 45 ରୁ 55 କିଲୋ ମିଟର ବେଗ ରେ ପବନ ବହି ପାରେ ଏବଂ ଏହା ବ୍ୟତିତ ସମୁଦ୍ର ମଧ୍ୟ ଅସାନ୍ତ ରହିବ । ଆସନ୍ତା କାଲି ଯାଏଁ ମତ୍ସ ଜୀବି ଙ୍କୁ ସମୁଦ୍ର କୁ ଯିବା ପାଇଁ ବାରଣ କରିଛି ପାଣି ପାଗ ବିଭାଗ । ତେବେ ବନ୍ଧୁଗଣ ଏହା ରହିଥିଲା ଆଜିର ପାଣି ପାଗ କୁ ନେଇ କିଛି ଖାସ ଖବର ଯାହା ଆପଣ ମାନଙ୍କ ର ଜାଣିବା ଅତ୍ୟନ୍ତ ଜରୁରି ରହିଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *