ମହିଳା ମାନଙ୍କୁ ଶୀଘ୍ର ବୃଦ୍ଧ କରିଦିଏ ତାଙ୍କର ଏହି କାମ ।

Chanakya Niti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଚାଣକ୍ୟନୀତି ଅନୁସାରେ ସୂଚନା ଦେବାକୁ ଚାହିଁବୁ କି ଲୋକ ମାନେ ଅତିଶୀଘ୍ର ବୁଢା କଣ ପାଇଁ ହୋଇଜାଆନ୍ତି । ସେହି ବୃଦ୍ଧତାରୁ ବଞ୍ଚିବା ପାଇଁ ସେମାନଙ୍କୁ କେଉଁ ଉପାୟ ଆପଣେଇବା ଜରୁରୀ ଅଟେ । ସେମିତି ରେ ଆପଣ ମାନେ ଜାଣିଥିବେ ଚନ୍ଦ୍ରଗୁପ୍ତ ମୈର୍ଯ୍ୟ ଙ୍କୁ ଅଖଣ୍ଡ ଭାରତ ର ସମ୍ରାଟ ବନେଇ ଥିବା ଚାଣକ୍ୟ ଙ୍କୁ ନୀତି ଶାସ୍ତ୍ର ର ଜ୍ଞ୍ୟାତା କୁହାଯାଏ । ଯିଏ ନିଜର ନୀତି ଦ୍ୱାରା ଚନ୍ଦ୍ର ଗୁପ୍ତ ମୈର୍ଯ୍ୟ ଙ୍କୁ ରାଜ ଗାଦି ରେ ବସେଇ ଥିଲେ ।

ତେଣୁ ଆମେ ଆପଣ ମାନଙ୍କୁ ଏଠାରେ ଚାଣକ୍ୟ ଙ୍କ ଏମିତି କିଛି ନୀତି ବିଷୟ ରେ କହିବୁ ଜାହା ଆପଣ ମାନଙ୍କ ଜିବନ ରେ ବହୁତ କାମ ରେ ଆସିବ । ତେବେ ଆଜି ଆମେ ଲୋକ ମାନେ ଅତିଶୀଘ୍ର ବୁଢା କଣ ପାଇଁ ହୋଇଜାଆନ୍ତି ସେହି ବିଷୟ ରେ ଜାଣିବା ।

chan

ତେବେ ଚାଣକ୍ୟ ଙ୍କ ଅନୁସାରେ ବହୁତ ଭ୍ରମଣ କରୁଥିବା ଲୋକ ମାନେ ବହୁତ ଜଲ୍ଦି ବୃଦ୍ଧ ହୋଇଜାଆନ୍ତି । ବହୁତ ଚାଲିବା ଦ୍ୱାରା ଶରୀର ଥକିଯାଏ ଆଉ ଯଦି ବ୍ୟକ୍ତି ଙ୍କୁ ଜବାନ ରହିବାର ରହିଛି ତେବେ ସେମାନଙ୍କୁ ଚାଲିବା କଥା ନୁହେଁ ।

ସେହି ପରି ବନ୍ଧୁଗଣ ବ୍ୟକ୍ତି ସହ ଚାଣକ୍ୟ ଘୋଡା ବିଷୟ ରେ କହିଛନ୍ତି ଯେ ଯଦି ଘୋଡା କୁ ସବୁ ବେଳେ ବାନ୍ଧିକରି ରଖାଯାଏ ତେବେ ସେ ଜଲ୍ଦି ବୁଢା ହୋଇଥାଏ । ସେମାନଙ୍କ ଶକ୍ତି କମ୍ ହେବା ପାଇଁ ଲାଗେ । ଘୋଡା କୁ ଖୋଲିକରି ରଖିବା ଜରୁରୀ ଅଟେ । ସେମାନଙ୍କୁ ଚଲେଇବା ନିହାତି ଜରୁରୀ ।

chanakya

ସେହି ପରି ଚାଣକ୍ୟ ସ୍ତ୍ରୀ ବିଷୟ ରେ କହିଛନ୍ତି ଯେ ପତି ଙ୍କ ସହିତ ସଂ-ମ୍ଭୋ-ଗ ନକରୁଥିବା ସ୍ତ୍ରୀ ଜଲ୍ଦି ବୁଢା ହୋଇଯାଏ । ସେହିଥି ପାଇଁ ନିଶ୍ଚିତ ଭାବେ ସ୍ତ୍ରୀ କୁ ସଂ-ମ୍ଭୋ-ଗ କ୍ରି-ୟା ଜାରି ରଖିବା ଜରୁରୀ ଅଟେ । ତେବେ ଏମିତି ଭାବେ ବନ୍ଧୁଗଣ ଚାଣକ୍ୟ ସ୍ତ୍ରୀ , ପୁରୁଷ ଏବଂ ଘୋଡା ର ବୁଡା ହେବା ପଛରେ ରହିଥିବା କାରଣ ବିଷୟ ରେ ସୂଚନା ଦେଇଛନ୍ତି । ତେବେ ଆପଣ ମନଙ୍କୁ କେମିତି ଲାଗିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *