ମହିଳାକୁ କେବେ ବି କୁହନ୍ତୁ ନାହିଁ ଏହି ଗୋଟିଏ ଖରାପ କଥା

woman

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ କେବେବି କୈଣସି ମହିଳା ବା ନାରୀ ବା ସ୍ତ୍ରୀ ଲୋକ ମାନଙ୍କୁ ଏହି ଗୋଟିଏ କଥା କୁହନ୍ତୁ ନାହିଁ କାରଣ ଏହା ସେମାନଙ୍କୁ କହିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ କ୍ରଦ୍ଧିତ ହୋଇଥାନ୍ତି ଏବଂ ଆପଣ ଙ୍କୁ ଦରିଦ୍ରତା ର ସମୁଖୀନ ହେବାକୁ ପଡିଥାଏ । ତେବେ ସେହି କଥା ଟି କଣ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତେବେ ବନ୍ଧୁଗଣ ଆମର ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ଦେବୀ ର ଆକ୍ଷ୍ୟା ଦିଆଯାଇଛି କାରଣ ନାରୀ ହେଉଛି ସୃଷ୍ଟି ର ଆରମ୍ଭ ସେହି ନାରୀ ହିଁ ଜଣେ ସନ୍ତାନ କୁ ଜନ୍ମ ଦେଇଥାଏ ଏବଂ ସେହି ନାରୀ ହିଁ ତାର ପରିବାର ର ଯତ୍ନ ନେଇଥାଏ ଏବଂ ସେହି ନାରୀ ହିଁ ଝିଅ ରୂପ ରେ ପରିବାର ର ହସ ଖୁସି କୁ ବଢାଇଥାଏ । ତେବେ ଗୋଟେ ନାରି ଚାହିଁଲେ ତାର ପରିବାରକୁ ସ୍ୱର୍ଗ କରି ପାରିବ ଏବଂ ସେ ଚାହିଁଲେ ସେହି ପରିବାରକୁ ମଧ୍ୟ ନର୍କ କରି ପାରିବ , ତେଣୁ ଏଥିଲାଗି ନାରୀ କୁ ଆଦି ଶକ୍ତି ବୋଲି କୁହାଯାଏ ।

women

ତେବେ ବନ୍ଧୁଗଣ କଣ ସେହି କଥା ଯାହାକୁ କେବେ ହେଲେ ଭୁଲ ରେ ବି ନାରୀ ମାନଙ୍କୁ କହିବା ଅନୁଚିତ ଅଟେ । ତେବେ ଆସନ୍ତି ଜାଣିବା ସେହି କଥା କଣ , ତେବେ ବନ୍ଧୁଗଣ ଆପଣ କେବେବି ନାରୀ ମାନଙ୍କୁ କେବେବି ବାଞ୍ଝ କହିବେ ନାହିଁ , ତେବେ ଏହା କହିବା ଦ୍ୱାରା ସମସ୍ତ ନାରୀ ମାନଙ୍କୁ ଏହି କଥା ବାଧିଥାଏ , ତେବେ କୈଣସି କାରଣ ରୁ ସେମାନେ ମାଆ ହୋଇ ପାରି ନଥାନ୍ତି ,

ତେବେ ଯେଉଁ ନାରୀ ମାନେ କେବେବି ମାଆ ହୋଇ ପାରି ନଥାନ୍ତି ସେମାନେ ତାଙ୍କ ଜୀବନ ରେ ବହୁତ ଦୁଃଖ ରେ ରହିଥାନ୍ତି , ତେବେ ଆପଣ ଯଦି ଏହି ବାଞ୍ଝ ଶବ୍ଦ ର ପ୍ରୟୋଗ ଏମାନଙ୍କ ନିକଟ ରେ କୁହନ୍ତି , ତେବେ ଏମାନେ ଏହି କଥା ଶୁଣିବା ପରେ ଅଧିକ କ୍ରୋଧିତ ହୋଇଥାନ୍ତି ଏବଂ ସେମାନେ କ୍ରୋଧିତ ହେବା ସହ ଅଭିଶାପ ଦେଇ ପାରନ୍ତି , ତେଣୁ ଆପଣ ଭୁଲ ରେ ବି ଏହି ଶବ୍ଦ କୈଣସି ନାରୀ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *