ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅଟିର ଅକ୍ଷର କମ୍ୟୁଟର ଠାରୁ ବି ଅଧିକ ସୁନ୍ଦର ଆପଣ ମାନେ ଏହି କଥା ଜାଣିଥିବେ ସବୁ ବ୍ୟକ୍ତି ମାନଙ୍କ ମଧ୍ୟରେ କିଛି ନା କିଛି ଅସାଧାରଣ କଳା ଲୁଚି ରହିଥାଏ । ମଣିଷ ନିଜର ଜନ୍ମରୁ ହିଁ କିଛି ନା କିଛି ଅସାଧାରଣ ଗୁଣକୁ ନେଇ ଜନ୍ମ ହୋଇଥାଏ । ଆଜିର ସମୟ ରେ ଦୁନିଆଁ ରେ ଟ୍ୟାଲେଣ୍ଟ ର ମୋଟେବି କମି ନାହିଁ । ଭଗବାନ ସମସ୍ତ ଲୋକ ମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଟ୍ୟାଲେଣ୍ଟ ଦେଇ ପୃଥିବୀ ପଠେଇଥାନ୍ତି ।
ହେଲେ ଏହାକୁ ଆମେ ମାନେ ଆଗ ଚିହ୍ନିବା ବହୁତ ଜରୁରୀ ଅଟେ । ଏହାର ସଠିକ୍ ଉପଯୋଗ ନିଶ୍ଚିତ ଭାବେ ଜରୁରୀ ଅଟେ । ଏହି ସବୁ ଟ୍ୟାଲେଣ୍ଟ କୁ ପ୍ରତ୍ୟୋକ ବ୍ୟକ୍ତି ମାନେ ଚିହ୍ନିବା ଜରୁରୀ ଅଟେ । ମହାତ୍ମାଗାନ୍ଧି ତେବେ ଚେଷ୍ଟା କରିବା ପରେ ବି ନିଜର ଟ୍ୟାଲେଣ୍ଟ କୁ ସେମାନେ ଠିକ୍ ଭାବେ ଚିହ୍ନି ପାରି ନଥିଲେ । ଏହାର ପଶ୍ଚ୍ୟାତାପ କରିଥିଲେ ।
ହେଲେ ଗୋଟିଏ ଛୋଟ ଝିଅର ଅକ୍ଷର ଏତେ ସୁନ୍ଦର ଅଟେ କି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜାହାଙ୍କ ଅକ୍ଷର କୁ ଏବେ ପ୍ରଶଂସା କରାଜାଉଛି । ଆମେ ମାନେ ଜାଣନ୍ତି ବିଦ୍ୟାଳୟ ରେ ପଢିବାଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ଚାହାଁନ୍ତି କି ତାଙ୍କର ପିଲାର ଅକ୍ଷର ସୁନ୍ଦର ହେଉ ବୋଲି । ସେ ସମସ୍ତ ଙ୍କ ଠାରୁ ସୁନ୍ଦର ଅକ୍ଷର ରେ ଲେଖୁ । କାରଣ ଏହା ଆମ ପରିକ୍ଷା ରେ ସହୟକ ହୋଇଥାଏ ।
ତେବେ ଆମେ ଏଠାରେ ଯେଉଁ ଛାତ୍ରୀ ଙ୍କ ବିଷୟ ରେ କହୁଛୁ ସେ ହେଲେ ପ୍ରକୃତି ମଲ୍ଲା ଯିଏକି ନେପାଳ ର ଅଟନ୍ତି । ତାଙ୍କର ଅକ୍ଷର ଦେଖିଲେ ଲାଗେ ଯେମିତି କମ୍ପ୍ୟୁଟର ପ୍ରିଣ୍ଟ ହୋଇ ବାହାରିଛି । ତାଙ୍କର ଏହି ଟ୍ୟାଲେଣ୍ଟ ପାଇଁ ବର୍ତମାନ ସମୟ ରେ ତାଙ୍କର ବହୁତ ଚର୍ଚ୍ଚା ହେଉଛି । ସେ ଦୈନିକ ଆବାସିକା ମହାବିଦ୍ୟାଳୟ ରେ ପଢନ୍ତି । ତେବେ ତାଙ୍କୁ ନେପାଳ ସରକାର ଏବଂ ସେନା ଦ୍ୱାରା ବି ସମ୍ମାନିତ କରାଜାଇଛି । ଜାହା ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ବହୁତ ପରିମାଣ ରେ ଭାଇରଲ ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।