ଏହି ୫ଟି ସଂକେତ କହିଥାଏ କେହି ଆମକୁ ହୃଦୟରୁ ହୃଦୟରୁ ଭଲ ପାଉଛନ୍ତି- Love Sign

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୁନିଆଁ ମଣିଷ ସଂମ୍ପର୍କ ମଧ୍ୟରେ ଏମିତି ବନ୍ଧା ହୋଇଛି । ଯେ ଶେଷ ନିଶ୍ୱାସ ଯାଏ ସେ ଛାଡି ନଥାଏ । ଆଉ ଏହି ମୋହ ବି ମଣିଷ ଜିବନ କୁ ବଦଳେଇ ଥାଏ । ଯିଏ ଯେତେ ଭଲ ହୋଇଥିଲେ ମଧ୍ୟ ଜିବନ ରେ କାହାକୁ ନା କାହାକୁ ନିଜର ମନ ଦ୍ୱାରା ଭଲ ପାଇଥାନ୍ତି । ଆଉ ଏହି ଭଲ ପାଇବା କେହି ନଜାଣିଲେ ବି ମନ ଭିତରେ ରଖିଥାନ୍ତି । ତେବେ ଜିବନ ରେ ବହୁତ ଲୋକ ଆପଣଙ୍କୁ ଜାଣିଥିବେ ହେଲେ କାଙ୍କୁ ସବୁ କଥା କହି ପାରନ୍ତି ନାହିଁ । ତେବେ ଆମେ ଏଠାରେ ଆପଣ ମାନଙ୍କୁ ନିଜର ପାର୍ଟନର ଙ୍କ ମନରେ କଣ ରହିଛି ସେହି ବିଷୟ ରେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବାକୁ ଯାଉଛୁ ।

ହଠାତ କାହା କଥା ମନେ ପଡିବା ।
ଏମିତି କୁହାଯାଏ କି ହଠାତ କାହା କଥା ମନେ ପଡିବା ଅର୍ଥାତ ସେ ବି ଆପଣଙ୍କୁ ମନେ ପକାଉଛି । ଆଉ ଆପଣ ମାନଙ୍କ ସହିତ ଏବେ ରହିବାକୁ ଇଚ୍ଛା କରୁଛି । ବହୁତ ସମୟ ଏମିତି ହୋଇଥାଏ ଆମେ ମାନେ ବହୁତ ଭିଡ ସ୍ଥାନ ରେ ରହିଥିବା ବେଳେ ବି ଆମେ ମାନେ ନିଜକୁ ବହୁତ ଏକୁଟିଆ ବୋଲି ଭାବିଥାନ୍ତି । ଏହା ଆପଣ ମାନଙ୍କ ପାଇଁ ଏମିତି ହୋଇଥାଏ କି ଆପଣ ମାନଙ୍କ ନିଜର ହୋଇଥିବା କେହି ଜଣେ ଲୋକ ଆପଣ ମାନଙ୍କ ପାଖରେ ରହିନଥାଏ ।

loves

ସେହି ଲୋକ ଆପଣଙ୍କ ସପନରେ ଆସିବା :
ବହୁତ ଲୋକ ମାନେ ଏମିତି କହିଥାନ୍ତି କି ଆମେ ମାନେ ଯେତେ ବେଳେ କାହାକୁ ବି ମନେ ପକେଇଥାନ୍ତି ସେ ନିଶ୍ଚିତ ଭାବେ ପରେ ଆମ ମାନଙ୍କ ସ୍ୱପ୍ନ ରେ ଆସିଥାନ୍ତି ।

ହିଚକି ଆସିବା :
ବହୁତ ସମୟ ରେ ଆପଣ ମାନେ ଦେଖିଥିବେ କି ବହୁତ ଲୋକ ମାନଙ୍କୁ ହିଚକି ଆସିଥାଏ । ତେବେ ଏମିତି ହେବାର ଅର୍ଥ ବି ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କୁ କେହି ଜଣେ ମନେ ପକାଉଛନ୍ତି ବୋଲି ଆପଣ ମାନେ ନିଶ୍ଚିତ ଭାବେ ଏଠାରେ ଭାବି ନିଅନ୍ତୁ । ଏହା ଗୋଟିଏ ପ୍ରକାରର ଆପଣ ମାନଙ୍କ ପ୍ରେମର ଭାଇବ୍ରେସନ ହୋଇଥାଏ । ଜାହା ଆପଣ ମାନଙ୍କୁ ହିଚକି ଦ୍ୱାରା ଆପଣ ମାନଙ୍କୁ ମିଳିଥାଏ ।

love

ତାଙ୍କ ଭଳି ବା ତାଙ୍କ କିଛି ଜିନିଷ ସାମ୍ନାକୁ ଆସିବା :
ଏମିତି ବି ବହୁତ ସମୟ ରେ କୁହାଯାଏ କି ଯେତେ ବେଳେ କେହି କାହାର ଅଧିକ ମନେ ପଡନ୍ତି କେହି ବି ଲୋକ ମାନେ ତାଙ୍କୁ ସେହି ଲୋକ ପରି ହିଁ ଦେଖା ଦେବାରେ ଆରମ୍ଭ କରନ୍ତି । ଏମିତି କରିବା ଜାଣି ରଖନ୍ତୁ ଆପଣ ମାନଙ୍କୁ ସେ ମନେ ପକାଉଛନ୍ତି ବୋଲି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *