ଆସିଲା ବଡ ଖୁସିର ଖବର, Barsha ଓ Anubhavଙ୍କ ଶୁଣାଣି ହେଲା ଶେଷ, ଏବେ ପୁଣି ଦୁଇ ଜଣ ମିଶିକି… ଏମିତି କଥା ଆସୁଛି ପଦାକୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସୁଣାଣି ଶେଷ ହୋଇଛି । ତେବେ ପରିବାର ଅଦାଲତ ରେ ସାକ୍ଷ୍ୟ ପ୍ରଦାନ ପ୍ରସଙ୍ଗ କୁ ନେଇ ବର୍ଷା ପ୍ରିୟଦର୍ଶନୀ ଦାୟର କରିଥିବା ପିଟିସନ ଉପରେ ଶୁଣାଣି ଶେଷ ହୋଇଛି । ମାମଲା ର ରାୟ ସଂରକ୍ଷିତ ରହିଛି ଆଉ ବର୍ଷା ପ୍ରିୟଦର୍ଶନୀ ପିଟିସନ କରିବା ପୂର୍ବରୁ ହିଁ ଅନୁଭବ ମହାନ୍ତି ଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ସାରିଥିଲା ।

ତେବେ ପରେ ବର୍ଷା ପ୍ରିୟଦର୍ଶନୀ ଙ୍କ ସାକ୍ଷ୍ୟ ଗ୍ରହଣ କରିବା ଲାଗି ଆଉ ଏକ ତାରି ଧାର୍ଯ୍ୟ କରାଜାଇ ଥିଲା । ତେବେ ଏହି ତାରିଖ ରେ ବି ବର୍ଷା ପ୍ରିୟଦର୍ଶନୀ ଉପସ୍ଥିତ ନରହିବାରୁ । ଧାର୍ଯ୍ୟ ତାରିଖ ରେ ବର୍ଷା ଉପସ୍ଥିତ ନରହିବାରୁ ଅଦାଲତ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ନିର୍ଦ୍ଧେଶ ଦେଇଛି । ଆଉ ଏହି ନିର୍ଦ୍ଦେଶ କୁ ପ୍ରତ୍ୟାହାର ପାଇଁ ବର୍ଷା ପରିବାର ଅଦାଲତ ରେ ପିଟିସନ ଦାଖଲ କରିଥିଲେ । ଆଉ ଏହିଥିରେ ଦର୍ଶାଇଦିଆ ଜାଇଥଲା ଯେ ମାମଲା ରେ ଉପଯୁକ୍ତ ସୁଣାଣି ଏବଂ ଫୈସଲା ପାଇଁ ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ ଜରୁରୀ ଅଟେ ।

anubhav 2

ତେବେ ଏହି ଭଳି ସ୍ଥିତି ରେ ପୂର୍ବର ନିର୍ଦ୍ଧେଶ ପ୍ରତ୍ୟାହାର କରି ମାମଲା ରେ ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ କରାଯାଉ ବୋଲି ପିଟିସନ ରେ ଦର୍ଶାଇଦିଆ ଜାଇଥିଲା । ଅନ୍ୟ ପକ୍ଷରେ ବର୍ଷା ଙ୍କ ଏମିତି ପିଟିସନ କୁ ଅନୁଭବ ମହାନ୍ତି ଙ୍କ ତରଫ ରୁ ବିରୋଧ ମଧ୍ୟ କରାଜାଇଥିଲା । ବର୍ଷା ଜାଣି ସୁଣି ମାମଲା ର ସୁଣାଣି ରେ ବିଳମ୍ବ କରୁଛନ୍ତି ବୋଲି । ଅନୁଭବ ଙ୍କ ତରଫ ରୁ ଆପତ୍ତି ରେ ଦର୍ଶାଇ ଦିଆଜାଇ ଥିଲା । ଆଉ ପରିବାର ଅଦାଲତ ରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ । ଜାହା ଉପରେ ସୁଣାଣି ଶେଷ ହୋଇସାରିଛି ।

ଆଉ ମାମଲା ର ରାୟ କୁ ସଂରକ୍ଷିତ ରଖାଜାଇଛି । ତେବେ ଆଗାମୀ ସମୟ ରେ ବର୍ଷା ଙ୍କ ରାୟ ନିଆ ଯାଉଛି କି ନାହିଁ ସେହି ବିଷୟ ରେ ଜାଣିବାର ବାକି ରହିଲା । ବର୍ଷା ପ୍ରିୟଦର୍ଶିନୀ ଜାଣିଶୁଣି ମାମଲାର ଶୁଣାଣିରେ ବିଳମ୍ବ କରୁଛନ୍ତି ବୋଲି ଅନୁଭବ ମହାନ୍ତିଙ୍କ ତରଫରୁ ଆପତ୍ତିରେ ଦର୍ଶାଯାଇଥିଲା ଆଉ ପରିବାର ଅଦାଲତରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ ଯାହା ଉପରେ ଶୁଣାଣି ଶେଷ ହୋଇ ସାରିଛି ଆଉ ମାମଲାର ରାୟକୁ ସଂରକ୍ଷିତ ରଖା ଯାଇଛି।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *