Puri ଜଗନ୍ନାଥ ମନ୍ଦିର ରୁ ମିଳିଲା ଭୟଙ୍କର ସଂକେତ କଣ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି କଳିଯୁଗ, ଏହାକୁ ନେଇ Kana କହୁଛି ମାଳିକା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଚାରି ଧାମ ମଧ୍ୟରୁ ଗୋଟିଏ ଶ୍ରୀ ଧାମ ନାମରେ ନାମିତ ବିଖ୍ୟାତ ପୁରୀ ଜଗନ୍ନାଥ ମନ୍ଦିର । ତେବେ ମାନ୍ୟତା ଅନୁସାରେ ପୁରୀ ଜଗନ୍ନାଥ ମନ୍ଦିର ଯେତେ ବିଶାଳ ସେତେ ପରିମାଣ ରେ ରହସ୍ୟ ମୟ ଅଟେ । ମାନ୍ୟତା ଅନୁସାରେ ଜଗନ୍ନାଥ ଏଠାରେ ସାକ୍ଷାତ୍ୟ ଭାବେ ବିରାଜ ମାନ ରହିଛନ୍ତି । ଆଉ ଭବିଷ୍ୟତ ମାଳିକା ଅନୁସାରେ କଳିଯୁଗର ଅନ୍ତ ଯେତେ ବେଳେ ଆରମ୍ଭ ହେବ ସେଠାରେ ଆମକୁ ଦୁଇଟି ସଂଙ୍କେତ ଦେଖିବା ପାଇଁ ମିଳିବ । ଜାହା ଦ୍ୱାରା ଆପଣ ମାନଙ୍କୁ ଜଣା ପଡିବ କି ଏହା କଳିଯୁଗର ଅନ୍ତ ଅଟେ । ତେବେ ଆସନ୍ତୁ ଜାଣିବା ସେହି 2 ଟି ସଂଙ୍କେତ ବିଷୟ ରେ ।

ପ୍ରଥମେ ହେଲା ମନ୍ଦିର ବ୍ୟବସ୍ଥା ଭଙ୍ଗ ହେବା ସହିତ ଭଗବାନ ଙ୍କର ଅନାଦର ହେବ । ଏହି କଥା 2015 ମସିହା ରେ ଯେତେ ବେଳେ ଭଗବାନ ଙ୍କ ମୂର୍ତ୍ତି କୁ ବଦଳେବା ସମୟ ରେ ପୂଜାରୀ ମାନଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହା ଦ୍ଵାରା ମୂର୍ତ୍ତିର ସ୍ଥାପନା 12 ଟା ରାତି ରେ ହେବା ପରିବର୍ତ୍ତେ ତାହା ପର ଦିନ ଦୁଇ ପହରେ ହୋଇଥିଲା ଓଡିଶାର ଲୋକ ଏକାକୁ ଜଗନ୍ନାଥ ଓ ତାଙ୍କର ଉତ୍ସବ ର ଅନାଦାର୍ ମାନନ୍ତି ।

malika

ଦ୍ୱିତୀୟ ରେ ମନ୍ଦିର ର ପଥର ଖସିବ । 1842 ମସିହା ରେ ନେଇକି ଆଜି ପର୍ଯ୍ୟନ୍ତ 180 ବର୍ଷ ମଧ୍ୟରେ 15 ଥର ଏହି ଘଟଣା ସାମ୍ନାକୁ ଆସିଛି ଯେତେ ବେଳେ ମନ୍ଦିରର ପଥର ତଳେ ମାଟିରେ ପଡ଼ିଛି । ଦ୍ୱିତୀୟ ରେ ଓଡିଶା ରେ ତୁଫାନ ଭାଙ୍ଗି ପଡିବ ମନ୍ଦିର ର ପବିତ୍ର ଗଛ – 2019 ରେ ଆସିଥିବା ଫନି ନାମର ବାତ୍ୟା ରେ ଏମିତି ହୋଇଥିଲା ମନ୍ଦିର ଭିତରେ ଥିବା ବଟ ବୃକ୍ଷ ଭାଙ୍ଗିଗଲା ଆଉ ଏହା ପରେ କୋରନା ସାରା ବିଶ୍ୱରେ ବ୍ୟାପିଗଲା ।

ସେହି ପରି କେତେଥର ମନ୍ଦିର ର ପତକା ଖସି ପଡିବ – 2019-2020 ରେ ଏପରି ହୋଇଛି ଯେଉଁଥିରେ ମନ୍ଦିରର ପତକା ଉଡି ସମୁଦ୍ର ରେ ଜାଇ ପଡିଛି । ତ୍ରିଦେବଙ୍କ କପଡ଼ାରେ ଲାଗିବ ନିଆଁ- କିଛି ବର୍ଷ ରେ କେତେ ଥର ଏହି ଘଟଣା ହୋଇ ସାରିଛି ଯେତେ ବେଳେ ତ୍ରିଦେବ ଙ୍କ କପଡ଼ାରେ ନିଆଁ ଲାଗିଛି । ସୁଦର୍ଶନ ଚକ୍ର ହେଇଯିବ ବଙ୍କା- 2019 ରେ ଆସିଥିବା ବାତ୍ୟାରେ ମନ୍ଦିରର ଉପରେ ଲାଗିଥିବା ସୁଦର୍ଶନ ବଙ୍କା ହୋଇ ଯାଇଥିଲା ଯାହା ପରେ ତାହାକୁ ସିଧା କରା ଯାଇଥିଲା ।

Malika

ମନ୍ଦିର ଉପରେ ବସି ଚିଲ – ଜୁଲାଇ 2020 ରେ ଏବଂ ଡିସେମ୍ବର 2021 ରେ ଭଗବାନ ଜଗନ୍ନାଥ ମନ୍ଦିର ଉପରେ ଶହ ଶହ ଚିଲ ଉଡୁଥିଲେ ଆଉ ବସିଥିଲେ ଯାହାକୁ ସେଠାକାର ଲୋକମାନେ ବୋହୁତ ବଡ ଖରାପ ସଂକେତ ମାନିଥିଲେ । କପଡ଼ାରେ ଲାଗିବ ନିଆଁ – କିଛି ବର୍ଷ ରେ କେତେ ଥର ଏହି ଘଟଣା ହୋଇ ସାରିଛି ଯେତେ ବେଳେ ତ୍ରିଦେବ ଙ୍କ କପଡ଼ାରେ ନିଆଁ ଲାଗିଛି ।

ମନ୍ଦିର ପରିଶର ରେ ଦେଖାଦେବ ରକ୍ତ – ଏହି ଘଟଣା ଏବେ ସାଧାରଣ ହୋଇଛି । ମନ୍ଦିର ପରିସର ରେ ଅଚାନକ ରକ୍ତର ଛିଟା ପଡିଥିବାର ଦେଖିବା ପାଇଁ ମିଳିଛି । ଏହି ସବୁ ଭବିଷ୍ୟବାଣୀ ଜାହା ସଂମ୍ପର୍ଣ୍ଣ ସତ ହୋଇସାରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *