ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , କାନ ରୁ ବାହାରିଲା ସାପ ତେବେ ବନ୍ଧୁଗଣ କଥା ଟି ଆପଣ ଙ୍କୁ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଆମେ ଆଜି ଆପଣ ମାନଙ୍କୁ କିଛି ଦୃଶ୍ୟ ଦେଖାଇବା ପାଇଁ ଯାଉଛୁ ଯାହାକି ଆପଣ ଏହାକୁ ଦେଖିବା ପରେ ଆପଣ ମାନେ ବିଚଳିତ ହୋଇ ପାରନ୍ତି ,
ତେବେ କୈଣସି ବ୍ୟକ୍ତି କୁ କଷ୍ଟ ଦେବା କିମ୍ବା ଅସୁବିଧା ରେ ପକାଇବା ଆମର ଫଦ୍ଦେଶ୍ୟ ନୁହେଁ । ତେବେ ସାପ ନାମ ଶୁଣି ଦେଲେ ଆମକୁ ଭୟ ଲାଗେ ଓ ଏହାକୁ ଦେଖି ଦେଲେ ଲୋକେ ଧାଇଁ ପଳାନ୍ତି ହେଲେ ଯଦି ଏହି ସାପ କାନ ରେ ପଶି ଯାଏ ତେବେ ଭୟ କେତେ ପରିମାଣ ରେ ଲାଗୁଥିବ ତାହା ଆପଣ ମାନେ ଅନୁମାନ କରି ପାରୁଥିବେ ।
ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ମହିଳା ଙ୍କ କାନ ରେ ସାପ ପଶି ଯିବାର ଦେଖିୂବାକୁ ମିଳିଛି ସାପ ଟି କୁ କାନ ରୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ଙ୍କ ପାଖକୁ ମଧ୍ୟ ଯାଇଛନ୍ତି ଏବଂ ଡାକ୍ତର ଏହାକୁ କାଢିବାକୁ ଚେଷ୍ଟା କରିିଥିବା ସମୟ ରେ ସାପ ଟି କାନ ଭିତ ରେ ପଶି କଲ ବଲ ହେଉଛି ଯାହାର ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଏକ ହଳଦୀ ରଙ୍ଗ ର ସାପ ଯୁବତୀ ଙ୍କ ର ଭିତରେ ପଶି ଯାଇଛି ଯବତୀ ଜଣକ ଯନ୍ତ୍ରଣା ରେ ଛଟପଟ ମଧ୍ୟ ହେଉଛନ୍ତି ଆଉ ସାପଟିକୁ କାଢିବା ପାଇଁ ଯୁବତୀ ଜଣକ ଡାକ୍ତର ପାଖକୁ ମଧ୍ୟ ଯାଇଛନ୍ତି ଭିଡିଓ ରେ ଦେଖାଯାଇଛି ସାପ ଟି ବେଳେ ବେଳେ ଫଣା ଟେକୁଛୁ ଡାକ୍ତର ଏହାକୁ ସତର୍କତା ର ସହ କାଢିବା ପାଇଁ ଚେଷ୍ଟା କରୁଛନ୍ତି ,
ତେବେ ଏହି ଭିଡିଓ ଟି କେଉଁଠି କାର ତାହା ଏପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡିନାହିଁ ଏବଂ ଏହା ସହ ଜଣା ପଡି ନାହିଁ କି ଉକ୍ତ ମହିଳା ଜଣକ କାନ ରେ କେମିତି ଏହି ସାପ ଟି ପଶିଲା , ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟ ରେ କହି ଆପଣ ମାନଙ୍କୁ ସଚେତନ କରାଇ ଦେଉଛୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।