ଓଲିଉଡ ଜଗତ ପାଇଁ ଦୁଖଃଦ ଖବର ଆଉ ଦୁନିଆଁ ରେ ନାହାଁନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ ।

Actress

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ବର୍ତ୍ତମାନ ସମୟ ରେ ବଡ ଦୁଃଖଦ ଖବର ସାମନା କୁ ଆସିଛି ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି , ଏବଂ ସିନେମା ଜଗତ ରେ ଦୁଃଖର ଲହରି ଖେଳି ଯାଇଛି ।

ଏହି ପ୍ରସିଦ୍ଧ ଅଭିନେତ୍ରୀ ଆ-ତ୍ମ-ହ-ତ୍ୟା କରିଛନ୍ତି ତେବେ ତାଙ୍କ ର ମୃ-ତ୍ୟୁ ବେଳକୁ ତାଙ୍କୁ ମାତ୍ର 27 ବର୍ଷ ହୋଇଥିବା ବେଳେ ସେ ଆ-ତ୍ମ-ହ-ତ୍ୟା କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି , ତେବେ ଏହି ଅଭିନେତ୍ରୀ ମୃ-ତ୍ୟୁ ପୁର୍ବରୁ ତାଙ୍କର ପରିବାର ଏବଂ ସାଙ୍ଗ ମାନଙ୍କ ପାଇଁ ଏକ ଭାବ ବିହଳ ପୂର୍ଣ୍ଣ ସୁଇସାଇଟ ନୋଟ ଲେଖିଥିବାର ବୋଲି ଜଣା ପଡିଛି ।

Actress Yuzon

ଅଭିନେତ୍ରୀ ଜଣକ ନିଜେ ସୁଇସାଇଟ ନୋଟ ରେ ଲେଖିଛନ୍ତି ଯେ ସେ ଗତ କିଛି ଦିନ ହେବ ଆ-ତ୍ମ-ହ-ତ୍ୟା କରିବାକୁ ଚାହୁଣଥିଲେ ତେବେ ସେ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣା ପଡି ନାହିଁ । 2018 ମସିହା ରେ ବିଗ ପରେଷ୍ଟ ସୋ ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ରାଇଜିଙ୍ଗ ଅଭିନେତ୍ରୀ ସୁଇସାଇଟ ନୋଟ ରେ ତାଙ୍କ ବାପା ମାଆ ଏବଂ ଜେଜେ ମାଆ ବଡ ଭାଇ ଙ୍କୁ କ୍ଷମା ମାଗିଛନ୍ତି ,

ଏଥି ସହ ସେ ମାନସିକ ଚନ୍ତୀ ଏବଂ ଅବସାଦ ରେ ଥିବା ସହ ସେ ଆଉ ବଞ୍ଚିବାକୁ ଚାହୁଁନଥିବା ସୁଇସାଇଟ ନୋଟ ରେ ଲିଖଛନ୍ତି , ତେବେ ଅଭିନେତ୍ରୀ ୟୁଜୋନ ଙ୍କ ଶେଷ ଇଚ୍ଛା ପୁରଣ କରିବାକୁ ଯାଇ ପରିବାର ଲୋକେ ତାଙ୍କ ସୁଇସାଇଟ ନୋଟ କୁ ସାର୍ବଜନିନ କରିଛନ୍ତି , ଅଊିନେତ୍ରୀ ୟୁଜୋନ ସୁଇସାଇଟ ନୋଟ ରେ ନିଜର ମନ କଥା ଲେଖିବା ସହ ତାଙ୍କ ସାଙ୍ଗ ସାଥୀ ମାନଙ୍କ ପାଇଁ କିଛି ଭାବ ବିହୋଳ କଥା ମଧ୍ୟ ଲେଖିଛନ୍ତି ,

Yuzon

ଅଭିନେତ୍ରୀ ୟୁଜୋନ ଙ୍କ ମୃ-ତ୍ୟୁ ଖବର ସାମନା କୁ ଆସିବା ପରେ ତାଙ୍କର ଫ୍ୟାନ ମାନେ ଏହି ଖବର କୁ ସହଜ ରେ ଗ୍ରହଣ କରି ପାରିନାହାନ୍ତି , ତେବେ ଅଭିନେତ୍ରୀ ୟୁଜୋନ ଙ୍କ ମୃ-ତ୍ୟୁ କୁ ନେଇ ସେମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମା ର ସତଗତି କାମନା କରିଛନ୍ତି । ତେବେ ବନ୍ଧୁଗଣ ଏହା ରହିଥିଲା ଏକ ଅଭିନେତ୍ରୀ ଙ୍କ ର ପରଲୋକ କୁ ନେଇ କିଛି ଖବର ତେବେ ଆପଣ ମାନଙ୍କୁ ଏହି ଖବର କେମିତି ଲାଗିଲା ତାହା ଆପଣ ମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *