ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର ,ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ପ୍ରତିଦିନ ଟ୍ରାଫିକ ନିୟମ ରେ କିଛି ନା କିଛି ପରିବର୍ତ୍ତନ ଆସୁଛି ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଟ୍ରାଫିକ ନିୟମ ବିଷୟ ରେ ଅବଗତ କରାଇବୁ ଯାହାକୁ ଆପଣ ମାନଙ୍କ ର ଜାଣିବା ନିହାତି ଦରକାର ।
ତେବେ ଆପଣ ମାନେ ଜାଣିଥିବେ କି ରାଜ୍ୟ ରେ ଏବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ଚର୍ଚ୍ଚା ର ବିଷୟ ପାଲଟିଛି ତେବେ ଏହାରି ମଧ୍ୟ ରେ ଏବେ ଗୋଟିଏ ବଡ ଖବର ସାମନା କୁ ଆସିଛି ତେବେ ଆପଣ ମାନଙ୍କ ଗାଡି ରେ ଯେଉଁ ପୁରୁଣା ନମ୍ବର ପ୍ଲେଟ ରହିଥିଲା ତାହାକୁ ଏବେ ପରିବର୍ତ୍ତନ କରାଯିବ ଏବଂ ଯେଉଁ ନୂତନ ନମ୍ବର ପ୍ଲେଟ ଲଗାଯିବ ତାହାକୁ ଆପଣ ଆପଣ ଙ୍କ ର ଗାଡି ରେ ଲଗାଇବା ପରେ ଆପଣ ଙ୍କ ର ଗାଡି ଚୋରି ହେବାରୁ ସୁରକ୍ଷା ପାଇ ପାରିବ ।
ତେବେ ରାଜ୍ୟ ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ କୁ ନେଇ ଆସିଲା ନୂଆ ନିୟମ ଯେମିତିକି ଆପଣ ମାନେ ସମସ୍ତେ ଜାଣିଛନ୍ତି ସରକାର ଘୋଷଣା ମୁତାବକ ସମସ୍ତ ଙ୍କୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା କମ୍ପଲସରୀ ଯେଉଁ ମାନେ ନ ଲଗାଇବା ଏଥିପାଇଁ ଆପଣ ଙ୍କୁ ଜୋରିମାନା ଦେବାକୁ ପଡିବ । ତେବେ ଏହାରି ମଧ୍ୟରେ ଆସିଯାଇଛି ଆଉ ଏକ ନୂଆ ନିୟମ ଯାହା ମଧ୍ୟ ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରି ଅଟେ ଏଥିପାଇଂ ମଧ୍ୟ ଫାଇନ ରୁ ବର୍ତ୍ତୀ ପାରିବେ ତେବେ ଆସନ୍ତୁ ଜାଣିବା ସମ୍ପର୍ଣ୍ଣ ଖବର ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ନିୟମ ଏଣିକି ଧାର୍ଯ୍ୟ ସମୟ ଭିତରେ ଯଦି ଗାଡି ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିବ ତେବେ ଏଥିପାଇଁ ଆପଣ ଙ୍କୁ ଫାଇନ ଗଣିବାକୁ ପଡିବ ନାହିଁ କିନ୍ତୁ ଏଥିପାଇଁ ଧାର୍ଯ୍ୟ ସମୟ ଭିତରେ ଗାଡି ମାଲିକ ଙ୍କୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆପଣ ଙ୍କୁ ବୁକିଙ୍ଗ କରିବାକୁ ପଡିବ ଯଦି ବୁକିଂ କରି ନଥିବେ ତେବେ ଚେକିଙ୍ଗ ସମୟ ରେ ଧରା ପଡିଲେ ଯଦି ଆପଣ ବୁକିଂ କରି ନଥାନ୍ତି ତାହାଲେ ଆପଣ ଙ୍କୁ ଏଥିଲାଗି ଫାଇନ ଗଣିବାକୁ ପଡିବ ।
ଆଉ ଯଦି ଆପଣ ଫାଇନ ରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ଚେକିଂ ସମୟ ରେ ବୁକିଂ ର ସ୍ଲିପ ଦେଖାଇବାକୁ ପଡିବ ଯେହେତୁ ଡେଡ ଲାଇନ ସରି ଆସୁଛି ତେଣୁ ହଜାର ହଜାର ସଂଖ୍ୟା ରେ ଲୋକେ ଅନ ଲାଇନ ରେ ସ୍ଲୋଟ ବୁକିଂ କରୁଛନ୍ତି ଯାହାଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକ ଙ୍କୁ ସ୍ଲଟ ମିଳି ପାରୁନାହିଁ ତେଣୁ ଲୋକେ ଚେକିଂ କୁ ନେଇ ଆଶଙ୍କା ରେ ରହିଛନ୍ତି ଯାହାକୁ ଦୃଷ୍ଟି ରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କତ୍ତୃପକ୍ଷ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।