ଆସିଲା ନୂଆ ନିୟମ! ଏଣିକି ଜେଲ ଭିତରେ କଏଦୀ କରିପାରିବେ ରୋ-ମନ୍ସ!

Jail

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଣିକି ଜେଲ ରେ ରୋ-ମାନ୍ସ କରିବେ କୟେଦୀ ମିଳିବ 2 ଘଣ୍ଟା ସମୟ ତାହା ବି ପୁଣି ଭାରତ ରେ ବନ୍ଧୁଗଣ ଜେଲ ରେ ନିଜର ପାର୍ଟନର ଙ୍କ ସହିତ ରୋ-ମାନ୍ସ କରି ପାରିବେ କୟେଦୀ । ଏହି କଥା କାନକୁ ଅଶୋଭ ନିୟ ହୋଇଥିଲେ ବି କଥାଟି ସତ ଅଟେ । ତାହା ବି ପୁଣି ଭାରତ ରେ ତେବେ ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ୍ ସରକାର କୟେଦୀ ମାନଙ୍କୁ ନିଜର ପାର୍ଟନ ଙ୍କ ସହିତ ରୋ-ମାନ୍ସ କରିବା ପାଇଁ ଅନୁମତି ଦେଇଛନ୍ତି ।

ଏମିତି କୟେଦୀ ମାନେ ଜେଲର ଚାରି କାନ୍ଥ ମଧ୍ୟରେ ଥାଇ ସେମାନଙ୍କ ଦାମ୍ପତ୍ୟ ଜିବନ କୁ ଆଗକୁ ବଢେଇ ପାରିବେ । ହେଲେ ଏହିଥି ପାଇଁ ଅନେକ ସର୍ତ୍ତା ବଳୀ ଏବଂ ନିୟମାବଳୀ ରହିଛି । ଏହି ଭଳି ଦାମ୍ପତ୍ୟ ରୋ-ମାନ୍ସ ଗୋଣ୍ଡୱାୱ ସାହିବ ନବୱାରେ ଥିବା ଜେଲ ଏବଂ ଫାଣ୍ଡିଟାରୀ ନୂଆ ଜେଲ ରେ ଲାଗୁ ହୋଇଛି । କୟେଦୀ ମାନଙ୍କୁ ଏହି ନେଇ ଦୁଇ ଘଣ୍ଟା ସମୟ ମିଳିବ । ଅର୍ଥାତ କୟେଦୀ ମାନେ ଏଥର ଦୁଇ ମାସକୁ ଦାମ୍ପତ୍ୟ ଜିବନ ଉପଭୋଗ ଥରେ କରି ପାରିବେ ।

love j

ଏହିଥି ପାଇଁ ଜେଲ ବିଭାଗ ଗୋଟିଏ ସ୍ୱତନ୍ତ୍ର ରୁମ୍ ର ବ୍ୟବସ୍ଥା କରିବେ । ଆଉ ଏହିଥିରେ ବାଥରୁମ୍ ଆର୍ଟାଚ୍ଚ ରହିଛି । ଦିର୍ଘ ଦିନ ହେଲା ଜେଲ ରେ ଥିବା କୟେଦୀ ଙ୍କୁ ଏହି ଯୋଜନା ର ଲାଭ ଉଠେଇବାକୁ ଅଗ୍ରଧିକାର ଦିଆଜାଇଛି । ଏହି ଯୋଜନା କୟେଦୀ ଙ୍କ ମାନଶୀକ ଅବସ୍ଥା କୁ ଠିକ୍ ରଖିବା ସହିତ ଦାମ୍ପତ୍ୟ ଜିବନ କୁ ଆଗକୁ ନେବ । ଏହାର ପ୍ରଭାବରେ ଗୋଟିଏ କୟେଦୀ କୁ ଉଚିତ ମାର୍ଗ ରେ ନେବାକୁ ହେବ ବୋଲି ବିଭାଗ ଆଶା ରଖିଛି ।

ତେବେ ଏହିଥିରେ ମହିଳା କିମ୍ବା ପୁରୁଷ ଙ୍କ ପ୍ରଥମେ ବିବାହ ହୋଇଥିବା ଜରୁରୀ ଅଟେ । ଏବଂ ସେମାନେ ପ୍ରମାଣ ପତ୍ର ଏଠାରେ ଦେଖେଇବାକୁ ହେବ । ସେହି ପରି ସେମାନେ HIV କିମ୍ବା ଅନ୍ୟ ଯୌ-ନ ସଂକ୍ରମଣ ହୋଇନଥିବେ ଯେମିତି । ଏହା ସହିତ ସେମାନେ କୋଭିଡ ନେଗେଟିଭ ରିପୋର୍ଟ ମଧ୍ୟ ସେମାନେ ଦେଖେଇବେ । ଏହାକୁ ଜାଞ୍ଚ କରିବା ପରେ ଜଣେ ପୁରୁଷ କିମ୍ବା ମହିଳା ଙ୍କୁ ଜେଲ ରେ ରହିଥିବା ସେମାନଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଙ୍କୁ ଦେଖା କରିବାକୁ ଅନୁମତି ମିଳିବ ।

ତେବେ ସମସ୍ତେ ହାର୍ଡ କୋର ଅପରାଧୀ , ଗେଙ୍ଗଷ୍ଟାର , ଯୌ-ନ ନିର୍ଜତନା ଭଳି ଅପରାଧ ରେ ଗିରୋଫ ହୋଇଥିବା କୟେଦୀ ଙ୍କୁ ଏହି ସ୍ୱତନ୍ତ୍ର ସୁବିଧା ମିଳିବ ନାହିଁ । ଏହି ପରି ବ୍ୟବସ୍ଥା ବହୁତ ପୂର୍ବରୁ ଆମେରିକା , ଜର୍ମାନୀ , ପାକିସ୍ତାନ , ଅଷ୍ଟ୍ରେଲିଆ , ବ୍ରାଜିଲ , ଫ୍ରାନ୍ସ ଏବଂ ଡେନମାର୍କ ଭଳି ଦେଶରେ ଲାଗୁ ହୋଇଛି । ତେବେ ଭାରତ ରେ ପ୍ରଥମ ରାଜ୍ୟର ପଞ୍ଜାବ୍ ରେ ପରିକ୍ଷା ମୂଳକ ଭାବେ ଏହାକୁ ଲାଗୁ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *