ଶିକ୍ଷୟିତ୍ରୀଙ୍କ ଭିତରେ ମାଆର ମମତା, ଶିକ୍ଷୟିତ୍ରୀଙ୍କୁ ଆଲିଙ୍ଗନ କରି କ୍ଷମା ମାଗୁଛି କୁନି ପିଲାଟି..ଭିଡ଼ିଓ ଭାଇରାଲ!

teacher

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଆଉ ଦୁଷ୍ଟ ହେବିନି ଜମାବି ଦୃଷ୍ଟ ହେବିନି ମତେ କ୍ଷେମା କରିଦିଅ ଶିକ୍ଷୟତ୍ରୀ ଙ୍କୁ ଆଲିଙ୍ଗନ କରି କ୍ଷେମା ମାଗୁଛି କୁନି ପିଲାଟି ତେବେ ବନ୍ଧୁଗଣ ଏଠାରେ ଗୁରୁ ଶିଷ୍ୟ ଙ୍କ ଏକ ନିଆରା ସଂମ୍ପର୍କ ଦେଖିବା ପାଇଁ ମିଳିଛି । ତେବେ ଆପଣ ମାନେ ବି ଜାଣନ୍ତି ଗୁରୁଙ୍କୁ ଦିଆଜାଇଛି ଇଶ୍ୱର ର ମାନ୍ୟତା । ତେବେ ଗୋଟିଏ ଗୁରୁ ଙ୍କର ଭିନ୍ନ ଭିନ୍ନ ରୂପ ରହିଥାଏ ।

ତେବେ ସେମାନେ ଗୁରୁ ହୋଇ ପାଠ ପଢାନ୍ତି । ବାପା ସାଜି ଦିଅନ୍ତି ନୈତିକତା ଏବଂ ଆଦର୍ଶ ର ଶିକ୍ଷା ଏବଂ ମାଆ ସାଜି କରନ୍ତି ସ୍ନେହ ଏବଂ ଶ୍ରଦ୍ଧା ବେଳେ ବେଳେ ସେ ଭାଇ ଭଉଣୀ ଏବଂ ବେଳେ ବେଳେ ସେ ବନ୍ଧୁ । ହେଲେ ନିକଟ ରେ ଏମିତି ଏକ କ୍ୟୁଉଟ ଭିଡ଼ିଓ ଭାଇରଲ ହୋଇଛି । ଜାହା ଦେଖିଲେ ଆପଣ ମାନେ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ମାଆର ମମତା ଦେଖାଦେବ । ଆଉ ସେ ମମତା ର ଆକଟ ଦେଖାଦେବ ।

teacher

ତେବେ ଭିଡ଼ିଓ ଟି ଆଜତକ୍ ର ଇନଷ୍ଟାଗ୍ରାମ ରେ ସେୟାର ହୋଇଥିବା ବେଳେ ଭିଡ଼ିଓ ରେ ଜଣେ କୁନି ପିଲାଟି ଗୁରୁଙ୍କୁ କ୍ଷେମା ମାଗୁଛି । ବାରମ୍ବାର କହୁଛି ଯେ ଆଉ ଦୁଷ୍ଟାମି ହେବିନି ହେଲେ ଗୁରୁମା ଯମା ମାନୁନାହାଁନ୍ତି । ତେବେ ସେଠାରେ ଗୁରୁମା କହୁଛନ୍ତି ତୁମେ ଏମିତି ଅନେକ ଥର କହୁଛ ହେଲେ ମୋଟେ ବି ମାନୁନ । ହେଲେ କୁନି ପିଲାଟି ଗୁରୁମାଆ ଙ୍କୁ ମନେଇବାରେ ଲାଗିଛି । ଏବଂ ଶେଷରେ ସେ ଆଲିଙ୍ଗନ କରି ମନେଇବାରେ ସକ୍ଷ୍ୟମ ହେଉଛି ।

ଆଉ ଦୃଷ୍ଟ ହେବନି ବୋଲି ସେ ପ୍ରତିଜ୍ଞ୍ୟାବି କରୁଛି । ତେବେ କୁନି ପୁଅ ଟି ମନେଇବାର ସେହି କ୍ୟୁଟ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି । ଏହି ଭିଡ଼ିଓ ସେୟାର ହେବା ପରେ ମିଲିୟନ ଲୋକ ମାନେ ଦେଖିସାରିଥିବା ବେଳେ କିଏ ବହୁତ ସୁନ୍ଦର ଲେଖିଥିବା ବେଳେ କିଏ ଦୁହିଁଙ୍କ ସଂମ୍ପର୍କ କୁ ମାଆ ଓ ପୁଅର ସଂମ୍ପର୍କ ବୋଲି କହିଛନ୍ତି । ତେବେ ଆପଣ ମାନେ ଏହି ଭିଡ଼ିଓ ଦେଖିବା ପରେ କଣ ଭାବୁଛନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *