ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଯଦି ଆପଣ ଜଣେ ପିଏମ କିଷାନ ଯୋଜନା ର ଜଣେ ହିତାଧୀକାରୀ ତାହାଲେ ଆପଣ ଙ୍କ ପାଇଁ ଆସିଛି ବଡ ଖୁସି ଖବର କାରଣ ଏହି ତାରିଖ ରେ ଆସିବାକୁ ଯାଉଛି ପିଏମ କିଷାନ ଯୋଜନା ଅଧିନରେ 12 ତ୍ତମ କିସ୍ତି ର ଟଙ୍କା 2000 ଟଙ୍କା। ତେବେ କେବେ ସୁଦ୍ଧା ଆସିବ କଣ ରହିଛି ଏହା ର ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।
ତେବେ ବନ୍ଧୁଗଣ ପ୍ରଥମ ରେ ଜାଣି ରଖନ୍ତୁ ପିଏମ କିଷାନ ଯୋଜନା ଅଧିନରେ ନୂଆ ଲିଷ୍ଟ ଆସିଯାଇଛି ଯଦି ଆପଣ ନାମ ଦେଖିବାକୁ ଚାହାନ୍ତି ତେବେ ଆପଣ ମାନେ ଏହି ପିଏମ କିଷାନ ଯୋଜନା ର ଅଫିସିଆଲ ୱେବସାଇଟ ରେ ଯାଇ ଆପଣ ମାନେ ଆପଣ ଙ୍କ ର ନାମ ଚେକ କରି ପାରିବେ । ଏହା ଛଡା ସୁଚନା ମୁତାବକ ପିଏମ କିଷାନ ଯୋଜନା ର ୱେବସାଇଟ ରେ ଆପଣ ଦେଖି ପାରିବେ 11 ତ୍ତମ କିସ୍ତି ଯାହାକି ମେଇ ମାସ 31 ତାରିଖ ଅର୍ଥାତ ମାସ ର ଶେଷ ତାରିଖ ରେ ଆସିଥିଲା ।
ଠିକ ସେମିତି ଏବେ ଯଦି ଆପଣ ଗୁଗୁଲ ରେ ପିଏମ କିଷାନ ଯୋଜନା ଲେଖି ସର୍ଚ୍ଚ କରିବେ ତେବେ ଆପଣ ମାନେ ଏହାର ସମସ୍ତ ଖବର ଦେଖି ପାରିବେ ଯାହାକି କିଛି ଖବର ଆସିଛି ଠିକ ସେମିତି ଏବେ ଯେଉଁ ଆସନ୍ତା 12 ତ୍ତମ କିସ୍ତି ଅର୍ଥାତ 2000 ଟଙ୍କା ସେମିତି ଏହି ସେପ୍ଟେମ୍ବର ମାସ 30 ତାରିଖ ଅର୍ଥାତ ମାସ ର ଶେଷ ତାରିଖ ରେ ଆସିବାକୁ ଯାଉଛି 2000 ଟଙ୍କା ।
ଏଥି ପାଇଁ ଯଦି ଆପଣ ଇ-କେୟାସି କରାଇ ନେଇଛନ୍ତି ତାହାଲେ ମଧ୍ୟ ଆପଣ ଙ୍କୁ ମିଳି ପାରିବ ପିଏମ କିଷାନ ଯୋଜନା ଅଧିନରେ 12 ତ୍ତମ କିସ୍ତି ର 2000 ଟଙ୍କା ତେବେ ଲିଷ୍ଟ ଦେଖିବା ପାଇଁ ଆପଣ ମାନେ ଏହି ପିଏମ କିଷାନ ଯୋଜନା ର ଅଫିସିଆଲ ୱେବସାଇଟ ରେ ଦେଖି ପାରିବେ । ତେବେ ବନ୍ଧୁଗଣ ଏହା ରହିଥିଲା କିଛି ପିଏମ କିଷାନ ଯୋଜନା କୁ ନେଇ କିଛି ଖାସ ଖବର ଯାହାକି ଆମେ ଆପଣ ମାନଙ୍କୁ ଆପଣ ଙ୍କ ଖାତାକୁ ଆସୁଥିବା 12 ତ୍ତମ କିସ୍ତି ମାଧ୍ୟମ ରେ ଜଣାଇବୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।