ସରକାର କଲେ ବଡ଼ ଘୋଷଣା । 21 ଦିନ ହେବ ବ୍ୟାଙ୍କ୍ ବନ୍ଦ…

Bank Holiday

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅକ୍ଟୋବର ପହିଲାରୁ ବ୍ୟାଙ୍କ ଛୁଟି । ମାସରେ ୨୧ଦିନ ଛୁଟି ରହିବ ବ୍ୟାଙ୍କ । ଛୁଟି ତାଲିକା ସେୟାର କଲା ଆରବିଆଇ । ବର୍ତ୍ତମାନ ପାର୍ବଣ ସିଜିନ୍ ଚାଲିଥିବା ବେଳେ ଆସନ୍ତା ମାସରେ ଦଶହରା ପଡିବ । ତେବେ ଏଭଳି ସ୍ଥିତିରେ ସରକାରୀ , ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାକିରିଆ ମାନଙ୍କୁ ସାମାନ୍ୟ ଆସ୍ୱସ୍ଥି ମିଳିବ । ଆସନ୍ତା ଅକ୍ଟୋବର ମାସରେ ମୋଟ ୨୧ଦିନ ବ୍ୟାଙ୍କ ଛୁଟି ରହିବ ।

ଗୋଟିଏ ପଟେ ଛୁଟି ଖବର କୁ ନେଇ ଖୁସି ଥିବା ବେଳେ ଅନ୍ୟପଟେ ବ୍ୟାଙ୍କିଂ ସମ୍ଭନ୍ଧୀୟ କାର୍ଯ୍ୟ କୁ ପୂର୍ବରୁ ସାରିଦେବା ଆବଶ୍ୟକ ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ରାଷ୍ଟ୍ରୀୟ ଛୁଟି ବ୍ୟତୀତ କିଛି ରାଜ୍ୟରେ ବିଶେଷ ଛୁଟି ଘୋଷଣା କରିଛନ୍ତି । ସେଥିରେ ସମସ୍ତ ରବିବାର ସହିତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି । ଅକ୍ଟୋବର ୧ରେ ବ୍ୟାଙ୍କ ର ଅର୍ଧ ବାର୍ଷିକେ କ୍ଲୋଜିଂ ରହିଛି । ସେଥିପାଇଁ ବ୍ୟାଙ୍କ ବନ୍ଦ ରହିବ ।

bank

ଅକ୍ଟୋବର ୨ରେ ରବିବାର ଗାନ୍ଧୀ ଜୟନ୍ତୀ ରହିଛି । ଅକ୍ଟୋବର ୩ରେ ମହା ଅଷ୍ଟମୀ ଯୋଗୁ ଭୁବେନଶ୍ବର , ଅଗଡତାଲା, ଗୁଆଘାଟୀ, ଇମଫାର୍ମ, କଲକାତା, ପାଟନା ଓ ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ୪ରେ ମହା ନବମୀ ଓ ଶ୍ରୀମନ୍ଦ ଶଙ୍କଟ ଦେବଙ୍କ ଜନ୍ମ ଉତ୍ସବ ଯୋଗୁ ଅଗଡତାଲା, ବ୍ୟାଙ୍ଗଲୁର, ଭୁବନେଶ୍ୱର, ଗୁଆଘାଟୀ, କଲକାତା, ଚେନ୍ନାଇ, ଗ୍ୟାଙ୍ଗଟକ, କାନପୁର, କୋଚୀ, ଲଖନୁ, ପାଟନା, ରାଞ୍ଚି, ଶୀଲନ, ଥୀରୁବନ୍ଦପୁର ରେ ବ୍ୟାଙ୍କ ବନ୍ଦ ରହିବ ।

ସେହିପରି ୫ ଅକ୍ଟୋବର ରେ ଦୁର୍ଗାପୂଜା ୬ ଓ ୭ରେ ଦୁର୍ଗାପୂଜା ଯୋଗୁ ଗ୍ୟାଙ୍ଗଟକ୍ ରେ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୮ ଅକ୍ଟୋବର ରେ ଦ୍ୱିତୀୟ ଶନିବାର ଇଦ୍ ଏ ମିଲାଦଉଲ ନବି ଯୋଗୁ ଭୋପାଲ, ଯୋମୁ, କୋଚୀ, ଥୀରୁବନ୍ଦପୁର ରେ ବ୍ୟାଙ୍କ ବନ୍ଦ ରହିବ । ୯ ଅକ୍ଟୋବର ରବିବାର ତେରେ କର୍ବା ଚ ଯୋଗୁ ସିମିଲାରେ ବ୍ୟାଙ୍କ ବନ୍ଦ ରହିବ ।

Bank closed

ସେହିପରି ୧୪ରେ ଇଦ୍ ଏ ମିଲାଦ୍ ଉନ ନବି ଯୋଗୁ ଜାମ୍ମୁକାଶ୍ମୀର ୧୬ ରବିବାର ଓ ୧୮ରେ କଟିବିହୁ ଯୋଗୁ ଗୁହାଟ୍ ରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୨୨ ଅକ୍ଟୋବର ଯଥା ଶନିବାର ୨୩ ଅକ୍ଟୋବର ଯଥା ରବିବାର ୨୪ ରେ କାଳୀପୂଜା ୨୫ରେ ଲକ୍ଷ୍ମୀପୂଜା ଯୋଗୁ ଗ୍ୟାଙ୍ଗଟକ୍, ହାଇଦ୍ରାବାଦ, ଇମଫାର୍ମ, ଜୟପୁରରେ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ୨୬ରେ ଗୋବର୍ଦ୍ଧନ ପୂଜା ଯୋଗୁ ଅମଦାବାଦ, ବାଙ୍ଗାଲୋର, ଡେରାଡୁନ, ଗ୍ୟାଙ୍ଗଟକ୍, ଜାମ୍ମୁ, କାନପୁର, ଲଖନୁ, ମୁମ୍ବାଇ, ନାଗପୁର, ସିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *