ସରକାର କଲେ ବଡ଼ ଘୋଷଣା । ପୁଣି ମାଗଳ ଚାଉଳର ଦିନ ବଢିଲା…

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଦେଶ ର ଲକ୍ଷ ଲକ୍ଷ ରାସର୍ନ କାର୍ଡ ଧାରୀଙ୍କ ଲାଗି ଆସିଛି ଏକ ବଡ ଖୁସି ଖବର ତେବେ ଆପଣ ଫ୍ରି ରେ ରାସର୍ନ ଆଣିଥାନ୍ତି ତେବେ କେନ୍ଦ୍ର ସରକାର ଙ୍କ ତରଫରୁ ଜାରି ହୋଇଥିବା ଗରିବ କଲ୍ୟାଣ ଅନ୍ନ ଯୋଜନା କଥା ଆପଣ ମାନେ ଜାଣିଥିବେ ଯାହାକି ମୁଣ୍ଡ ପିଛା 5 କିଲୋ ଲେଖାଏ ରାସର୍ନ ମିଳିଥାଏ ମାଗଣା ରେ ତେବେ ଏହି ଯୋଜନା ପୁଣି ମଧ୍ୟ ଘିଞ୍ଚିବାକୁ ଯାଉଛି ଏ ନେଇ ରହିଛି କିଛି ନୂଆ ସୂଚନା ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ,

ତେବେ କେନ୍ଦ୍ର ସରକାର ଖିବ ଶିଘ୍ର 80 କୋଟି ଲୋକ ଙ୍କ ପାଇଁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ସରକାର 30 ସେପ୍ଟେମ୍ବର ରୁ ଗରୀବ ଲୋକ ଙ୍କୁ ମାଗଣା ରେ ରାସର୍ନ ଦେବାକୁ ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ର ସମ୍ପ୍ରସାରଣ କରି ପାରନ୍ତି । ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ 2020 ରେ ଆରମ୍ଭ ହୋଇଥିଲା ଏହା ଅଧିନରେ ପ୍ରାୟଃ 80 କୋଟି ହିତାଧିକାରୀ ଙ୍କୁ ପ୍ରତି ମାସ ରେ 5 କିଲୋ ଗ୍ରାମ ଲେଖାଏଁ ଖାଦ୍ୟ ଶସ୍ୟ ମାଗଣା ରେ ଦିଆଯାଉଛି ।

Ration

ତେବେ ଏହି ଯୋଜନା ଅଧିନରେ ଦିଆଯାଇଥିବା ଖାଦ୍ୟ ଶସ୍ୟ ଏନେଫେସ ଅଧିନରେ ଥିବା ସାଧାରଣ ଆବଣ୍ଟନ ଠାରୁ ଅଧିକ ବର୍ତ୍ତମାନ ପର୍ଯ୍ୟନ୍ତ ମୋଦି ସରକାର ଏହି ଯୋଜନା କୁ ଅନେକ ଥର ସମ୍ପ୍ରସାରଣ କରିଛନ୍ତି ଠିକ ସେମିତି ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ଏହି ମାସ 30 ସେପ୍ଟେମ୍ବର ରେ ଶେଷ ହେବାକୁ ଯାଉଥିବା ବେଳେ ଏକ ଜାତୀୟ ଗଣ ମାଧ୍ୟମ ସୂତ୍ର ଅନୁଯାଇ ଏହି ଯୋଜନା ଆହୁରି ଆଗକୁ ମଧ୍ୟ ଜାରି ରହିବ ବୋଲି କେନ୍ଦ୍ର ସରକାର ଖୁବ ଶିଘ୍ର ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

ତେବେ ପୁଣି କେତେ ମାସ ପର୍ଯ୍ୟନ୍ତ ମିଳିବ ଖୁବ ଶିଘ୍ର ମଧ୍ୟ ଏ ନେଇ ମଧ୍ୟ ସରକାର ଘୋଷଣା କରିବେ ଯାହା ମଧ୍ୟ ଆପଣ ବି ଜାଣି ପାରିବେ । ତେବେ ବନ୍ଧୁଗଣ ଏହା ରହିଥିଲା ଆଜି ର ଆପଣ ମାନଙ୍କ ପାଇଁ କିଛି ଖାସ ଏବଂ ଜାଣିବା ଖବର ତେବେ ଆପଣ ମାନଙ୍କୁ ଆମର ପୋଷ୍ଟ ଟି କିପରି ଲାଗିଲା ତାହା ଆପଣ ମାନେ ଆମକୁ କମେଣ୍ଟ କରି ଜଣାନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *