ଅକ୍ଟୋବର ୯ ତାରିଖ ତଥା କୁମାର ପୂର୍ଣ୍ଣିମା ଯାଏ ଲାଗି ରହିବ ବର୍ଷା ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

9 rain

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର ,ତେବେ ବନ୍ଧୁଗଣ ଲଘୁଚାପ ର ବର୍ଷା ରେ ଭିଜୁଛି ସାରା ଓଡିଶା ପଶ୍ଚିମ ବଙ୍ଗୋ ରେ ଆଜି ସୃଷ୍ଟି ହେବ ଲଘୁଚାପ କିନ୍ତୁ ବାତ୍ୟା ର ସମ୍ଭାବନା ଏବଂ ଏମିତି କିଛି ସୂଚନା ଦେଇଛନ୍ତି ଆଇଏମଜି ର ଡିଜି ସକ୍ରିୟ ହୋଇଥିବା ଲଘୁଚାପ ର ପ୍ରଭାବ ରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକ ରେ ବର୍ଷା ଲାଗି ରହିଛି ।

ଆଜି ସାରା ରାଜ୍ୟ ରେ ବର୍ଷା ହୋଇପାରେ ଏବଂ ଏହା ସହ ପ୍ରବଳ ବର୍ଷା ହୋଇପାରେ ଏମିତିକି କିଛି କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ଅର୍ଥାତ ବାଦଲ ଫଟା ବର୍ଷା ହୋଇପାରେ । ତେବେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ମେଘୁଆ ପାଗ ଲାଗି ରହିବ , ଏମିତି କି ଦୁର୍ଗା ପୂଜା ସମୟ ରେ ମଧ୍ୟ ରାଜ୍ୟ ରେ ବିଭିନ୍ନ ସ୍ଥାନରେ ବର୍ଷା ଅନୁପାତ ହେବ ତେବେ ଏଭଳି ପାଗ ଆସନ୍ତା ଅକ୍ଟୋବର 9 ତାରିଖ ଅର୍ଥାତ କୁମାର ପୁର୍ଣ୍ଣିମା ଯାଏଁ ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

rains

ବଙ୍ଗୋପ ସାଗର ରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବିପୁଳ ବର୍ଷା ସହ ଘୁର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସଘୁଚାପ ର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ସଲଗ୍ନ ଆନ୍ଧ୍ର ପ୍ରଦେଶ ର ଉପକୂଳ ଅଞ୍ଚଳ ରେ ରହିଥିବା ଘୂର୍ଣ୍ଣି ବଳୟ ପ୍ରଭାବ ରେ ଗତ କାଲି ବର୍ଷା ହୋଇଥିଲା ବିଜୁଳି ସହ ଘଡ ଘଡି ମଧ୍ୟ ହୋଇଥିଲା । ଆଉ ଠିକ ଏଭଳି ସ୍ଥିତ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟ ରେ ଜାରି ରହିବ ଯାହାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଏଣିକି କହି ରଖିବା ପାଇଁ ଚାହିଁବୁ କି ଆଜି ରାଜ୍ୟ ରେ ପାଖା ପାଖି 16 ଟି ଜିଲ୍ଲା ରେ ବିଜୁଳି ସହ ଘଡ ଘଡି ବର୍ଷା ହେବ । ଏହି 16 ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର , ମୟୂରଭଞ୍ଜ , ଅନୁଗୁଳ , ଢେଙ୍କାନାଳ , କନ୍ଧମାଳ , ନୟାଗଡ , ବୈଦ୍ଧ , ଗଜପତି , ଗଞ୍ଜାମ , ରାୟଗଡା , କୋରାପୁଟ , ମାଲକାନଗିରି , ପୁରୀ , ଖୋର୍ଦ୍ଧା , କଟକ ଏବଂ ଜଗତସିଂପୁର ଏହି ସବୁ ଜିଲ୍ଲା ରେ ଆଜି ବିଜୁଳି ସହ ଘଡ ଘଡି ର ବର୍ଷା ଲାଗି ରହିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *