ବାପା ହେଲେ ଓଲିଉଡ଼ର ସୁପରଷ୍ଟାର ଅମ୍ଳାନ ଦାସ l

Amlan Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତ୍ତମାନ ସମୟରେ ଓଲିଉଡ ସୁପରଷ୍ଟ୍ରା ଅମ୍ଳାନ ଦାସଙ୍କ ଘରକୁ ଆସିଛି ବହୁତ ବଡ ଖୁସି ଖବର । ବାପା ହେଲେ ଓଡିଶା ଅଭିନେତା ଅମ୍ଳାନ । ତେବେ ସୁପରଷ୍ଟ୍ରା ଅମ୍ଳାନ ଦାସଙ୍କୁ କିଏ ବା ନଜାଣେ ଖୁବ୍ କମ୍ ସମୟ ମଧ୍ୟରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ସିନେମା ଦେଇ ଘରେ ଘରେ ବେଶ୍ ଲୋକପ୍ରିୟତା ହାସଲ କରି ପାରିଛନ୍ତି ଓଡିଆ ଅଭିନେତା ଅମ୍ଳାନ ।

ତେବେ ଓଲିଉଡ ହିରୋ ଅମ୍ଳାନ ବାପା ହେଉଛନ୍ତି । ତାଙ୍କ ପତ୍ନୀ ଭୂମି ଭୂବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ କନ୍ୟା କୁ ଜନ୍ମ ଦେଇଛନ୍ତି । ଏ ସମ୍ପର୍କରେ ତାଙ୍କ ପରିବାର ତରଫରୁ ସୂଚନା ଦେଆଯାଇଛି । ଓଲିଉଡ ଇଣ୍ଡଷ୍ଟ୍ରିର ଅମ୍ଳାନ ଦାସ ହେଉଛନ୍ତି ଲୋକପ୍ରିୟତା ଅଭିନେତା । ମିହିର ଦାସଙ୍କ ବଡ ପୁଅ । ମାଁ ଓ ଝିଅ ସୁସ୍ଥ ଥିବାର ସୂଚନା ମିଳିଛି ।

Amlan Dash

ତେବେ ଆପଣ ମାନେ ନିହାତି ଜାଣିଥିବେ ଗତ ଆଠ ମାସ ତଳେ ଓଡିଆ ଅଭିନେତା ମିହିର ଦାସ ଆମକୁ ଛାଡି ଚାଲି ଯାଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଓଲିଉଡ ସୁପରଷ୍ଟ୍ରା ଅମ୍ଳାନ ଦାସଙ୍କ ପତ୍ନୀ ଭୂମି ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଛନ୍ତି । ତେବେ ଏହା ସତ ଯେମିତି ଲାଗୁଛି ଅମ୍ଳାନ ଙ୍କ ଘରକୁ ମିହିର ଦାସ ପୁଣି ଆଉଥରେ ଜନ୍ମ ନେଇଛନ୍ତି ।

ତେବେ ଓଲିଉଡ ସୁପରଷ୍ଟ୍ରା ଅମ୍ଳାନ ଦାସଙ୍କୁ ଆପଣ ମାନେ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ଅମ୍ଳାନ ଙ୍କ କେଉଁ କେଉଁ ଚଳଚିତ୍ର ଆପଣ ମାନଙ୍କୁ ବେଶି ବଲ ଲାଗିଛି ତାହା କମେଣ୍ଟ କରି ନିଜର ମତାମତ ଆମକୁ ଜଣାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *