ଏହି ହିରୋଇନଙ୍କ ଖରାପ ଭିଡିଓ ହୋଇଗଲା ଭାଇରାଲ । ଏବେ ହିଁ ଦେଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରା ଙ୍କ ବିଷୟ ରେ କହିବୁ ଯାହାକି ସେ ବହୁତ କମ ସମୟ ରେ ଗୋଟିଏ ଭିଡିଓ ପାଇଁ ସେ ଆଜି ବହୁତ ଫେମସ ହୋଇ ପାରିଛନ୍ତି , ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଙ୍କ କଥା କହୁଛୁ ସେ ହେଉଛନ୍ତି ଅଞ୍ଜଳି ଆରରା । ତେବେ ଅଞ୍ଜଳି ଆରରା କାଚା ବାଦାମ ର ଏକ ଗୀତ ରେ ଭିଡିଏ ବନାଇ ସେ ରାତା ରାତି ଫେମସ ହୋଇଥିଲେ ,

ତେବେ ଏହା ପରେ ସେ ଲକ ସୋ ରେ ଭାଗ ନେଇ ସେ ଆହୁରି ଫେମସ ହୋଇଥିଲେ ତେବେ ସେଠାରେ ତାଙ୍କୁ ବହିତ ଫେମସ ହେବାର ସୁଯୋଗ ମିଳିଥିଲା । ତେବେ ସେହି ଲୋକ ସୋ ର ମୁଖ୍ୟ ପ୍ରଦର୍ଶିନୀ ରହିଥିଲେ ଯିଏକି କଙ୍ଗନା ରାଣାବତ ରହିଥିଲେ । ତେବେ ବନ୍ଧୁଗଣ ଅଞ୍ଜଳି ଆରରା ଙ୍କ ର ଏବେ ସୋସିଆଲ ମିଡିଆ ରେ ଏକ ଭାଇରାଲ ଏମଏମଏସ ଭାଇରାଲ ହେବାରେ ଲାଗିଛି ଯେଉଁଥିପାଇଁ ଅଞ୍ଜଳି ଆରରା ଙ୍କୁ ଏକ ଅନୁଷ୍ଠାନ ରେ ତାଙ୍କୁ ଏ ବିଷୟ ରେ ପ୍ରଶ୍ନ କରାଯାଇଥିଲା ।

Anjali Arora

ତେବେ ଅଞ୍ଜଳି ଆରରା ଏହି ଘଟଣା ସମ୍ପର୍କ ରେ ଜଣାଇଛନ୍ତି କି ସେ ଏ ବିଷୟ ରେ କିଛି ଜାଣି ନାହାନ୍ତି ଏବଂ ଏହି ଭିଡିୟ ସହ ତାଙ୍କର କୈଣସି ସମ୍ପର୍କ ନାହିଁ । ତେବେ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କର ଏଭଳି ଫେମସ ହେବାକୁ ନେଇ ତାଙ୍କର ବିରଦ୍ଧୋ ମାନେ ଏମିତି କାମ କାମ କରିଥାଇ ପାରନ୍ତି ,

ତେବେ ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ଅଞ୍ଜଳି ଆରରା ଙ୍କ ର ଏଭଳି ଷ୍ଟାଟସ ପାଇଁ ତାଙ୍କର ଆୟ କେତେ ପରିମାଣ ରେ ହେଉଛି , ତେବେ ତାଙ୍କର ବର୍ଷା କୁ କହିବାକୁ ଗଲେ 3 କୋଟି ଟଙ୍କା ଆୟ ହେଉଛି । ତେବେ ଏମିତି ରେ ସେ ଭାଇରାଲ ହେବା ପରେ ତାଙ୍କୁ ବହୁତ ଆଲବମ ରେ ଅଭିନୟ କରିବା ନେଇ ବହୁତ ଅଫର ଆସୁଛି । ତେବେ ସେ ଏବେ ଏହି ଅଭିନୟ କୁ ନେଇ ସେ ତାଙ୍କର କ୍ୟାରିୟର ରେ ଏବେ ସେ ବହୁତ ବ୍ୟସ୍ତ ରହୁଛନ୍ତି ,

ତେବେ ସେ ଏହା ମଧ୍ୟ କହିଛନ୍ତି କି ସେ ତାଙ୍କର କ୍ୟାରିୟର ରେ ବହୁତ ଆଗକୁ ବଢିବେ ଏବଂ ସେ ତାଙ୍କର ପରିବାର ର ନାମ ବହୁତ ଆଗକୁ ବଢାଇବେ ଏବଂ ସେ ଏପରି କାମ କରି ନାହାନ୍ତି ଏବଂ ଆଗକୁ ମଧ୍ୟ ସେ କରିବେ ନାହିଁ ଯାହାକି ଏବେ ସୋସିଆଲ ମିଡିଆରେ ତାଙ୍କ ନାମ ରେ କୁହାଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *