କହୁ କହୁ ସ୍ୱରାଜ ଖୋଲିଦେଲେ ସବୁ ଗୁମର କହିଲେ ଏହି ହିରୋଇନ ହେଉଛି ମୋ Girlfriend ।

Swaraj 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବହୁତ ଭଲ ଭାବେ ସ୍ୱରାଜ ବାରିକଙ୍କୁ ବହୁତ ଭଲ କରି ଜାଣିଥିବେ ଯିଏ କି କୁନି କଳାକାର ଭାବେ ନିଜର ପରିଚୟ ବନେଇ ଥିଲେ । ତାଙ୍କର ଜବର୍ଦୋସ୍ତ ଅଭିନୟ ପାଇଁ ସେ ନିଜର ଦର୍ଶକ ମାନଙ୍କ ମନ ଜିତିଥିଲେ । ହେଲେ ବର୍ତମାନ ସମୟ ରେ ଆମେ ଯଦି ଦେଖିବା ସ୍ୱରାଜ ବାରିକ ଏବେ ବଡ ହୋଇସାରିଛନ୍ତି । ତାଙ୍କୁ ଏବେ 24 ବର୍ଷ ବୟସ ହୋଇସାରିଛି । ସେ ଏବେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ହିରୋ ହୋଇସାରିଛନ୍ତି ।

Swaraj

ତେବେ ଏବେ ଚର୍ଚ୍ଚା ର ବିଷୟ ରହିଛି କି ସ୍ୱରାଜ ବାରିକ ଙ୍କ ଗାର୍ଲଫ୍ରେଣ୍ଡ କିଏ ବୋଲି । ତେବେ ଆପଣ ମାନେ ସ୍ୱରାଜ ବାରିକ ଙ୍କୁ ବହୁତ ସାରା ଫିଲ୍ମ ରେ ଅଭିନୟ କରିଥିବାର ଦେଖିଥିବେ । ବହୁତ ଫିଲ୍ମ ରେ ସେ କୁନି କଳାକାର ଭାବେ କାମ କରୁଥିବା ବେଳେ ଏବେ ବଡ ହୋଇ ହିରୋ ହୋଇ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରୁଛନ୍ତି । ଏବଂ ତାଙ୍କର ସବୁ ଫିଲ୍ମ ଗୁଡିକ ହିଟ ହୋଇଛି ।

ସ୍ୱରାଜ ବହୁତ ସାରା ହିରୋ ମାନଙ୍କ ସହ କାମ କରିସାରିଛନ୍ତି । ତେବେ ସ୍ୱରାଜ ବହୁତ ଗୁଡିଏ ହିରୋଇନ ମାନଙ୍କ ସହିତ କାମ କରିଥିବା ବେଳେ ବହୁତ ସମୟ ରେ ସେ ଶୀବାନି ଙ୍କ ସହିତ ଫିଲ୍ମ କରିଥିବାର ଆପଣ ମାନେ ଦେଖିବା ପାଇଁ ପାଇଥାନ୍ତି । ତେବେ ଏମାନଙ୍କ ଯୋଡିକୁ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।

Swaraj

ତେବେ ବର୍ତମାନ ସମୟ ରେ ସ୍ୱରାଜ ବାରିକ ଙ୍କ ଗାର୍ଲଫ୍ରେଣ୍ଡ କିଏ ପଚରା ଜାଇ ଥିବା ବେଳେ ସେ ଏହି ଦିନ ରେ ଏକ ଇଣ୍ଟର୍ଭୁୟୁ ରେ ନିଜର ମତ ପ୍ରଦାନ କରି କହିଛନ୍ତି । ତେବେ ତାଙ୍କୁ ଏହି ଇଣ୍ଟର୍ଭୁ ରେ ପଚରା ଗଲା ଯେ ଶୀବାନି ଏବଂ ଭୂମିକା ଙ୍କ ମଧ୍ୟରୁ ଆପଣ ଙ୍କ ଗାର୍ଲଫ୍ରେଣ୍ଡ କିଏ ? ତେବେ ସେ ଉତ୍ତର ରଖିଲେ ଯେ ଏମାନେ ହେଲେ ମୋର ଭଲ ବନ୍ଧୁ । ମୋର ଏବେ ଯାଏ କେହିବି ଗାର୍ଲଫ୍ରେଣ୍ଡ ନାହାଁନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *